Browsing Category
ଜ୍ଞାନ ବିଜ୍ଞାନ
ଭାରତରେ ଗୁଗଲର ବଡ଼ ଇଭେଣ୍ଟ, ହେବ ବଡ଼ ଘୋଷଣା
ନୂଆଦିଲ୍ଲୀ: ପ୍ରତିବର୍ଷ ଗୁଗଲ ଭାରତରେ ‘ଗୁଗଲ ଫର ଇଣ୍ଡିଆ’ର ଆୟୋଜନ କରିଥାଏ । ଏହି ସମୟରେ କମ୍ପାନୀ ଭାରତକୁ ନେଇ ଏହାର ଯୋଜନା ବିଷୟରେ କହିଥାଏ । ଭାରତୀୟ ୟୁଜର୍ସଙ୍କ ଅନୁଯାୟୀ ନୂଆ ଫିଚର୍ସ ମଧ୍ୟ ଲଞ୍ଚ କରିଥାଏ ।…
ପ୍ଲାନ ପରିବର୍ତ୍ତନ କଲା BSNL, ଗ୍ରାହକଙ୍କୁ ମିଳିବ ୮ ଜିବି ଡାଟାର ଫାଇଦା
ଭାରତ ସଂଞ୍ଚାର ନିଗମ ଲିମେଟେଡ BSNL ଏହାର ୧୮୭ ଟଙ୍କା ପ୍ଲାନରେ କରିଛି ପରିବର୍ତ୍ତନ । ଏହି ପ୍ଲାନରେ ଏବେ ଗ୍ରାହକଙ୍କୁ ୨୪ ଦିନ ପରିବର୍ତ୍ତେ ୨୮ ଦିନର ବୈଧତା ମିଳିବାକୁ ଯାଉଛି । ଏହା ସହ କମ୍ପାନୀରେ ଏହି ପ୍ଳାନରେ…
ଏହି ଫିଚର ବନ୍ଦ କଲା Twitter; ଜାଣନ୍ତୁ ଏହା କିଭଳି ପ୍ରଭାବିତ କରିବ
ନୂଆଦିଲ୍ଲୀ: ଟ୍ୱିଟ୍ଟରର ପୂର୍ବରୁ ରହିଥିବା ଗୋଟିଏ ଫିଚର ଏବେ ଆଉ କାମ ଦେଉନି । ଅଟୋ ଲୋଡ ନାମ ଫିଚରକୁ ବନ୍ଦ କରି ଦେଇଛି ଟ୍ୱିଟ୍ଟର । ପୂର୍ବରୁ କିଛି ସମୟ ପରେ ଅଟୋମେଟିକ୍ ନୂଆ ଟ୍ୱିଟ ଲୋଡ ହେଉଥିବା ବେଳେ ବର୍ତ୍ତମାନ…
ହ୍ୱାଟ୍ସଆପର ନୂଆ ଫିଚର; ଏମତି କରିପାରିବେ ଭଏସ୍ ରେକର୍ଡିଂ
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଦୁଇଟି ନୂଆ ଫିଚର ଉପରେ କାମ କରୁଛି । ପ୍ରଥମ ହେଲା ଭଏସ ରେକର୍ଡିଂକୁ ପ୍ଲେ ଏବଂ ରିଜ୍ୟୁମ କରିବା ଏବଂ ଅନ୍ୟଟି ହେଉଛି ନିଜର ଲାଷ୍ଟ ସିନକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଖାଇପାରିବା ।…
୫୦୦ ଟଙ୍କାରୁ କମ୍ ଦାମ୍ ମିଳୁଥିବା ଏହି ଗ୍ୟାଜେଟ୍ ସବୁ କରିଦେବ ଆପଣଙ୍କ ଜୀବନକୁ ଖୁବ୍ ସରଳ, ଜାଣନ୍ତୁ କଣ ସେସବୁ
ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ତେଣୁ ଦୈନାନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଗ୍ୟାଜେଟ୍ କୁ ଆମେ ବ୍ୟବହାର କରିଥାଉ । ସ୍ମାର୍ଟଫୋନ୍ ବ୍ୟତୀତ ଭିନ୍ନ ଭିନ୍ନ ପ୍ରକାର ଗ୍ୟାଜେଟ୍ କାମରେ ଆସିଥାଏ ।…
ଇନଷ୍ଟାଗ୍ରାମ ରିଲସ୍ କୁ ଆସିଲା ଟିକଟକ୍ ର ଏହି ଖା୍ସ ଫିଚର୍, ଜାଣନ୍ତୁ କିପରି କରିବେ ବ୍ୟବହାର
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଏବେ ଟିକଟକ୍ କୁ ମାତ୍ ଦେବା ପାଈଁ ନୂଆ ନୂଆ ଫିଚର୍ ସବୁ ଆଣୁଛି । ଟିକଟକ୍ ଭାରତରେ ବ୍ୟାନ୍ ହେବା ପରେ ଇନଷ୍ଟାଗ୍ରାମ ଆଣିଥିଲା ନୁତନ ଭିଡିଓ ମେକିଂ ପ୍ଲାଟଫର୍ମ ରିଲ୍ସ । ଏହାକୁ ଏବେ ଆମ…
13 MP କ୍ୟାମେରା ଏବଂ 5000 mAh ବ୍ୟାଟେରୀ ସହ ଲଞ୍ଚ ହେଲା Vivo Y15A
ନୂଆଦିଲ୍ଲୀ: ଭିଭୋ ଏହାର ନୂଆ ସ୍ମାର୍ଟଫୋନ Vivo Y15A କୁ ଲଞ୍ଚ କରିଛି । ପୂର୍ବରୁ Y15S(୨୦୨୧)କୁ କମ୍ପାନୀ ଲଞ୍ଚ କରିଥିଲା । Vivo Y15A ରେ ୱାଟରଡ୍ରପ ନଚ୍ ଡିସପ୍ଲେ ଦିଆଯାଇଛି । Helio P35 ପ୍ରୋସେସର ଏବଂ 5000…
PUBG New State: ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୟୁଜର କଲେ ଡାଉନଲୋଡ୍
ନୂଆଦିଲ୍ଲୀ: PUBG New State ଲଞ୍ଚ ହେବାର ଗୋଟିଏ ଦିନ ବି ହୋଇନାହିଁ । କିନ୍ତୁ ଏହାର ଲୋକପ୍ରିୟତା ଏତେ ବଢ଼ିଯାଇଛି ଯେ, ଗୁଗୁଲ ପ୍ଲେ ଷ୍ଟୋରରେ ପବଜି ନ୍ୟୁ ଷ୍ଟେଟ୍ କୁ ୧୦ ମିଲିୟନ୍ ଜଣ ଡାଉନଲୋଡ୍ କରିସାରିଲେଣି ।…
ନିଶା ପାଲଟିଲାଣି ମୋବାଇଲ୍: ଦୈନିକ ୪.୮ ଘଣ୍ଟା ଇଣ୍ଟରନେଟ୍ ରେ ବିତାଇଥାନ୍ତି ଭାରତୀୟ, ଆପ୍ ଡାଉନଲୋଡିଂରେ ମଧ୍ୟ ୨୮% ବୃଦ୍ଧି
ନୂଆଦିଲ୍ଲୀ: ପ୍ରତିଟି ଜିନିଷର ଉପଯୋଗ ହେଉଚଇ ଓ ଦୁରୂପଯୋଗ ମଧ୍ୟ ହେଉଛି । ଇଣ୍ଟରନେଟ୍ ସହିତ ମଧ୍ୟ ଏହିପରି କିଛି ହୋଇଥାଏ । ଅଧିକାଂଶ ବିଶେଷଜ୍ଞ ମୋବାଇଲ୍ ଫୋନ୍ ର ନ୍ୟୁନତମ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି ।…
ଏହି ୫ଟି ଭୁଲ୍ ଯୋଗୁଁ ଫାଟିଯାଇପାରେ ଆପଣଙ୍କ ସ୍ମାର୍ଟଫୋନ୍, ଜାଣନ୍ତୁ କିପରି ରଖିବେ ସୁରକ୍ଷିତ
ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ର ବ୍ୟାଟେରୀ ଫାଟିବା ଘଟଣା ଏବେ ସାଧାରଣ ହୋଇଯାଇଛି । ନିକଟରେ ଜଣେ ୟୁଜର୍ସଙ୍କ ୱାନପ୍ଲସ୍ ନୋର୍ଡ ୨ ସ୍ମାର୍ଟଫୋନ୍ ବ୍ଲାଷ୍ଟ ହୋଇଥିଲା ଯାହାଦ୍ୱାରା ୟୁଜର୍ସଙ୍କ ଅନେକ କ୍ଷତି ହୋଇଥିଲା ।…