fbpx
Browsing Category

ସ୍ପେସାଲ

ନବରାତ୍ରିର ୯ ଦିନ ଏହି ସମୟରେ ଦୁର୍ଗାପାଠ କରିବା ଦ୍ୱାରା ଶୀଘ୍ର ପୂରଣ ହେବ ମନୋକାମନା

ନବରାତ୍ରୀର ଆରମ୍ଭ ହୋଇସାରିଛି ଓ ଆଗାମୀ ୯ ଦିନ ପର୍ଯ୍ୟନ୍ତ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ପୂଜା, ଉପାସନା କରିବେ । ମାନ୍ୟତା ରହିଛି କି, ଏହି ଦିନ ଦୁର୍ଗା ସପ୍ତଶତୀ ପାଠ କରିବା ଦ୍ୱାରା ବ୍ୟକ୍ତିର…

ସୋସିଆଲ ମିଡିଆରେ ସେୟାର ଏହି କଥା କରୁଛନ୍ତି କି: ହୋଇଯାଆନ୍ତୁ ସାବଧାନ ନଚେତ୍…

ନୂଆଦିଲ୍ଲୀ: ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି । ନିଜର ଅଫିସ କାମ ଠାରୁ ଆରମ୍ଭ କରି ସାଙ୍ଗସାଥିଙ୍କ ସହ କଥା ସବୁକିଛି ଏହି…

HIV AIDSର ପ୍ରାରମ୍ଭିକ ଲକ୍ଷଣକୁ କିପରି ଚିହ୍ନିବେ? ଆମ ଶରୀରରୁ ମିଳିଥାଏ ଏପରି ସଂକେତ

ଏଚ୍.ଆଇ.ଭି ଏକ ଭାଇରସ୍, ଯାହା ପ୍ରତିରକ୍ଷା ପ୍ରଣାଳୀକୁ କ୍ଷତି ପହଞ୍ଚାଇଥାଏ । ଯଦି ଏହାର ଶୀଘ୍ର ଚିକିତ୍ସା କରା ନ ଯାଏ ତେବେ ଏହା ସିଡି୪ କୋଷକୁ ପ୍ରଭାବିତ କରେ ଏବଂ ତାହାକୁ ଶେଷ କରିଦିଏ । ସିଡି୪ ହେଉଛି ଏକ…

ପଥର କହୁଛି ଅତୀତର ଗାଥା: ରାଜା ପୁରୁଷୋତ୍ତମଦେବଙ୍କ ଥାନେଶ୍ୱର ଶିଳା ବଖାଣୁଛି ଇତିହାସ

କୁହାଯାଏ ପଥର, ଯାହାକୁ କଷ୍ଟ ହୁଏ ନାହିଁ କି ଯାହାର କୌଣସି ପରିବର୍ତ୍ତନ ହୁଏ ନାହିଁ । କିନ୍ତୁ ଆମ ରାଜ୍ୟରେ ଏମିତି ଏକ ଜାଗା ରହିଛି ଯେଉଁଠି କଥା କହୁଛି ପଥର, ଆଉ ଗାଉଛି ଇତିହାସର ଗାଥା । ଆଶ୍ଚର୍ଯ୍ୟ ଲାଗିଲେ ବି…

କେଉଁ ଲୋକଙ୍କ ରାଶିରେ ରହିଛି ପ୍ରେମ ବିବାହ ଯୋଗ ? ଯାହାକୁ ଭଲ ପାଆନ୍ତି, ତାକୁ ହିଁ ବାହା ହୁଅନ୍ତି

ହିନ୍ଦୁ ଧର୍ମରେ ବିବାହ ସମୟରେ ବର କନ୍ୟାର ରାଶି ମିଶାଇବା ପରମ୍ପରା ରହିଛି । କିନ୍ତୁ କେତେକ ଲୋକେ ଜାତକରେ ରହିଥିବା ରାଶି ସହ ଜଡିତ ପରମ୍ପରାକୁ ମାନି ନଥାନ୍ତି, ଖାସ୍ କରି ଏହି ଘଟଣା ପ୍ରେମ ବିବାହରେ ଦେଖିବାକୁ…

ଯଦି ସବୁ ଦିନ ପାଇଁ ଅସ୍ତ ହୋଇଯାଏ ସୂର୍ଯ୍ୟ: କିଏ ବଞ୍ଚିବେ ଆଉ କିଏ ଦୁନିଆରୁ ନେବେ ବିଦାୟ…

କଥାରେ ଅଛି ପ୍ରତ୍ୟେକ ଜିନିଷର ଆରମ୍ଭ ଅଛି ତ ଶେଷ ବି ଅଛି, ଜନ୍ମ ଅଛି ତ ମୃତ୍ୟୁ ବି ଅଛି । ଯଦି ଏ କଥା ସତ ତେବେ ପୃଥିବୀ ଏବଂ ସୂର୍ଯ୍ୟ ଆଦି ଗ୍ରହମାନଙ୍କର ବି ଦିନେ ନା ଦିନେ ଅନ୍ତ ହେବ । ପୃଥିବୀ ଧ୍ୱଂସ ହେବା କଥା ତ…

କଳିଯୁଗର ଅର୍ଜୁନ: ଚଳନ୍ତା ଡଙ୍ଗାରୁ ଧନୁ ଏବଂ ତୀର ସାହାଯ୍ୟରେ ମାଛ ଧରିଲେ ଯୁବକ

ଦ୍ୱାପର ଯୁଗରେ ବୀର ଅର୍ଜୁନ ମାଛର ଆଖି ଲକ୍ଷ୍ୟଭେଦ କରିଥିଲେ। ତାଙ୍କୁ ସେ ସମୟର ଶ୍ରେଷ୍ଠ ଯୋଦ୍ଧା କୁହାଯାଉଥିଲା। ଏବେ କିନ୍ତୁ ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ କିପରି ଧନୁ ସରରେ…

କାଦୁଅରେ ଅଟକି ଗଲା ଟ୍ରକ୍, ‘ଗଜରାଜ’ ଦେଖାଇଲେ ନିଜର ଦମ୍

ନୂଆଦିଲ୍ଲୀ: ସୋସିଆଲ ପ୍ରତିଦିନ ଅନେକ ଭିଡିଓ ଭାଇରଲ ହୋଇଥାଏ। ଏଥିରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳେ। ଏବେ ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ହାତୀ କାଦୁଅରେ ଫସି…

କଣ ରହିଛି ସିଦ୍ଧ ମହାବୀର ମନ୍ଦିରର ରହସ୍ୟ? ୨୦୦ ବର୍ଷରୁ ପୂଜା ପାଉଛନ୍ତି ବୀର ବଜରଙ୍ଗୀ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ବୀର ହନୁମାନଙ୍କର ଅନେକ ମନ୍ଦିର ରହିଛି । ସେଥିମଧ୍ୟରୁ ପୁରୀ କୋଣାର୍କ ରାସ୍ତାର ସିଦ୍ଧ ମହାବୀର ମନ୍ଦିର ଅନ୍ୟତମ । ଏହି ମନ୍ଦିର ପୁରୀ ଗୁଣ୍ଡିଚା ମନ୍ଦିର ଠାରୁ କୋଣାର୍କ ରାସ୍ତାରେ…

ଓଡ଼ିଶାର ଧନୀ ଜିଲ୍ଲା କେଉଁଝର ସ୍ୱାସ୍ଥ୍ୟ ସୁବିଧାରେ ଗରିବ: ଶିଶୁ ମୃତ୍ୟୁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: କେଉଁଝର ଜିଲ୍ଲାରେ ଶିଶୁ ମଡ଼କ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। 'ଦ ହିନ୍ଦୁ' ଭଳି ଖ୍ୟାତିସମ୍ପନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ କେଉଁଝର ଜିଲ୍ଲାର ବିକଳ ଚିତ୍ର ପ୍ରକାଶିତ ହୋଇଛି। ଚଳିତ ମାସ ୧୮…