fbpx
Browsing Category

ଖେଳ

ବିସିସିଆଇ ସେୟାର କଲା ୧୧ ଖେଳାଳିଙ୍କ ଫଟୋ, ପାକିସ୍ତାନ ବିପକ୍ଷ ମୁକାବିଲାର ଏ ହେଉଛନ୍ତି ଚୂଡାନ୍ତ ଏକାଦଶ !

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଆଜିଠୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ। ତେବେ ଟୁର୍ଣ୍ଣାମେଣ୍ଟର ପ୍ରକୃତ ରୋମାଞ୍ଚ ଅଗଷ୍ଟ ୨୮ ଅର୍ଥାତ ଆସନ୍ତାକାଲି ଦେଖିବାକୁ ମିଳିବ।…

BWF World Championships 2022: ସାତ୍ଵିକ-ଚିରାଗଙ୍କ ଭାଙ୍ଗିଲା ସ୍ଵର୍ଣ୍ଣ ପଦକ ସ୍ଵପ୍ନ, କାଂସ୍ୟ ପଦକରେ ସନ୍ତୁଷ୍ଟ ଭାରତୀୟ ଯୋଡି

ନୂଆଦିଲ୍ଲୀ: ସାତ୍ଵିକ ସାଇରାଜ ରଙ୍କି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଭାରତୀୟ ଯୁଗଳ ଯୋଡି ଶନିବାର ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୨ର ସେମି ଫାଇନାଲରେ ପରାଜୟ ଭୋଗିଛନ୍ତି। ଏହି ଭାରତୀୟ ଯୋଡିଙ୍କୁ ମାଲେସିଆର…

ନୀରଜ ଚୋପ୍ରାଙ୍କ ଧମାକାଦାର କମ୍‌ବ୍ୟାକ୍‌: ଲୌସେନ୍ ଡାଇମଣ୍ଡ ଲିଗ୍ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ: ଭାରତର ତାରକା ଜାବେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଆହତ ସମସ୍ୟାରୁ ଧମାକାଦାର କମ୍‌ବ୍ୟାକ୍ କରିଛନ୍ତି। ନୀରଜ ଚୋପ୍ରା ଶୁକ୍ରବାର ନିଜର ଶ୍ରେଷ୍ଠ ୮୯.୦୮ ମିଟର ଥ୍ରୋ ସହିତ ଡାଇମଣ୍ଡ ଲିଗ୍ ଟାଇଟଲ ଜିତିଥିଲେ।…

ଏଆଇଏଫ୍‌ଏଫ୍‌ ଉପରୁ କଟକଣା ହଟାଇଲା ଫିଫା, ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ପାଇଁ ରାସ୍ତା ପରିଷ୍କାର

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ଫୁଟବଲ୍‌ ଫେଡେରସନ୍‌ (ଏଆଇଏଫ୍‌ଏଫ୍‌) ଉପରୁ କଟକଣା ହଟାଇଲା ବିଶ୍ୱ ଫୁଟବଲ ସର୍ବୋଚ୍ଚ ସଂସ୍ଥା ଫିଫା । ଭାରତୀୟ ଫୁଟବଲ୍‌ ମହାସଂଘର କାର୍ଯ୍ୟକଳାପରେ ୩ୟ ପକ୍ଷର ହସ୍ତକ୍ଷେପ ନେଇ ଫିଫା ଗତ ୧୬…

ଆଜିଠୁ ଏସିଆ କପ୍ ମୁକାବିଲା: ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାମୁହିଁଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ, ଭାରତ-ପାକିସ୍ତାନ୍‌ ଲଢ଼େଇକୁ ଦର୍ଶକଙ୍କ…

ଦୁବାଇ:  ଆଜିଠୁ ଏସିଆ କପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏସିଆ କପ୍ କ୍ରିକେଟ ସମସ୍ତ ଅଂଶ ଗ୍ରହଣକାରୀ ଦଳ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗାମୀ ବିଶ୍ୱକପ ପୂର୍ବରୁ ଏସିଆ ମହାଦେଶ ଦଳ ଗୁଡିକର ଅସଲ…

“ସନ୍ନ୍ୟାସ ନେବାର ସମୟ ଆସିଗଲା’: ରୋହିତ ଶର୍ମାଙ୍କ ଏହି ଭିଡିଓକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଦୁବାଇରେ ପହଞ୍ଚିଛି ଟିମ ଇଣ୍ଡିଆ । ଆସନ୍ତା ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ରୋହିତ ସେନା । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି ।…

ସ୍ମୃତି ମନ୍ଧାନାଙ୍କୁ ବଡ ଉପହାର ଦେଲା ଆଇସିସି: ଏହି ତାଲିକାରେ ସ୍ଥାନ ପାଇଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ପ୍ଲେୟର ସ୍ମୃତି ମନ୍ଧାନାଙ୍କୁ ଏକ ଖାସ ଉପହାର ଦେଇଛି ଆଇସିସି । ବିସ୍ଫୋଟକ ବ୍ୟାଟିଂ ପାଇଁ ପରିଚିତ ସ୍ମୃତି ଏବେ କ୍ରିକେଟ ଜଗତର ବଡ ବଡ କିମ୍ବଦନ୍ତୀମାନଙ୍କ ଲିଷ୍ଟରେ…

ନିଜ କ୍ୟାରିୟରର ଲକ୍ଷ୍ୟ ବିଷୟରେ କହିଲେ ଚେତେଶ୍ଵର ପୂଜାରା, ଭାରତ ପାଇଁ ଜିତିବାକୁ ଚାହାନ୍ତି ଏହି ଟ୍ରଫି

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ତାରକା ବ୍ୟାଟସମ୍ୟାନ ବର୍ତ୍ତମାନ ଇଂଲଣ୍ଡରେ ନିଜର ଦମଦାର ବ୍ୟାଟିଂ ବଳରେ ଧମାଲ ମଚାଉଛନ୍ତି। ତେବେ ପୂଜାରାଙ୍କ କହିବା କଥା ତାଙ୍କର ଗୋଟିଏ ଲକ୍ଷ୍ୟ ଭାରତକୁ ଆଇସିସି ଟେଷ୍ଟ…

ୟୁରୋପ୍ ଚାମ୍ପିଅନ୍ସ ଲିଗ୍ ଗ୍ରୁପ୍ ପର୍ଯ୍ୟାୟ ଡ୍ର: ସମାନ ଗ୍ରୁପ୍‌ରେ ସ୍ଥାନ ପାଇଲେ ବାର୍ସିଲୋନା-ବାଇର୍ନ ଏବଂ ମାଞ୍ଚେଷ୍ଟର୍ ସିଟି ଓ…

ନୂଆଦିଲ୍ଲୀ: ଆସନ୍ତା ୟୁଇଏଫ୍‌ଏ ଚାମ୍ପିଅନ୍ସ ଲିଗ୍ ଗ୍ରୁପ୍ ପର୍ଯ୍ୟାୟ ପାଇଁ ଗୁରୁବାର ଇସ୍ତାନବୁଲରେ ଡ୍ର’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରବର୍ଟ ଲେୱାଣ୍ଡୋସ୍କି ସହିତ ବାର୍ସିଲୋନା ସମାନ ଗ୍ରୁପ୍‌ରେ ସ୍ଥାନିତ…

ଏସିଆ କପ ପାଇଁ ଟିମ ଇଣ୍ଡିଆରେ ନୂଆ ବୋଲର: ଦଳରେ ସାମିଲ କରିବାକୁ ବିସିସିଆଇର ନିଷ୍ପତ୍ତି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ଭାରତୀୟ ଦଳରେ ହୋଇଛି ଏକ ବଡ ପରିବର୍ତ୍ତନ । ଏସିଆ ଯୁଦ୍ଧ ପୂର୍ବରୁ ଟିମ ସହ ଯୋଡି ହୋଇଛନ୍ତି ମଧ୍ୟପ୍ରଦେଶର ଜଣେ ଷ୍ଟାର ବୋଲର ।…