fbpx
Browsing Category

ଖେଳ

ଛାତ୍ରମାନଙ୍କୁ ଆଦେଶ: ଭାରତ ପାକିସ୍ତାନ ଖେଳ ଦେଖିଲେ ଦେବାକୁ ପଡିବ ୫୦୦୦ ଜୋରିମାନା

ଶ୍ରୀନଗର:ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ନେସନାଲ ଇଷ୍ଟିଚ୍ୟୁସନ ଅଫ୍ ଟେକ୍ନୋଲୋଜି(NIT)ର ଛାତ୍ରମାନଙ୍କୁ ଦଳ ବଦ୍ଧ ଭାବରେ ଆଜି ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍ କ୍ରିକେଟ ମ୍ୟାଚ୍ ଦେଖିବାକୁ ବାରଣ…

କ’ଣ ଭବିଷ୍ୟତରେ ଖେଳାଯିବ IND vs PAK ସିରିଜ୍, ଏମିତି ଜବାବ ଦେଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ରେ ଆଜି ହାଇଭୋଲଟେଜ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଏହି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ରୋହିତ ଶର୍ମା ସାମ୍ବାଦିକକ ସମ୍ମିଳନୀରେ ପହଞ୍ଚିବା ସହ ସାମ୍ବାଦିକଙ୍କ…

Video: ହାଇ ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ବାବର ଆଜାମଙ୍କୁ ଏହି ପରାମର୍ଶ ଦେଲେ ରୋହିତ ଶର୍ମା, ପାକିସ୍ତାନୀ ଅଧିନାୟକ ଦେଲେ ଏଭଳି ଉତ୍ତର

ୟୁଏଇ: ଆଜି ହାଇ ଭୋଲଟେଜ୍ ମୁକାବିଲାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ଦଳ ଏଥର ଏସିଆ କପ୍ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ମନେହେଉଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବହୁତ ଭଲ…

IND vs PAK: ଏହି ଖେଳାଳିଙ୍କୁ ବାଦ୍ ଦେଇ ପାରନ୍ତି ରୋହିତ ଶର୍ମା ! ଜାଣନ୍ତୁ ସମ୍ଭାବିତ ଚୂଡାନ୍ତ ଏକାଦଶ

ନୂଆଦିଲ୍ଲୀ: ଆଜି ଏସିଆ କପରେ ପାକିସ୍ତାନ ବିପକ୍ଷ ବଡ ମୁକାବିଲାରୁ ଭାରତ ତାର ଅଭିଯାନ ଆରମ୍ଭ କରିବ। ପାଖାପାଖି ୧୦ ମାସ ପରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ।…

India Vs Pakistan:ଆଜିର ହାଇଭୋଲ୍ଟେଜ ମ୍ୟାଚ;ପ୍ରତିଶୋଧ ନେବ ଭାରତ!

ମୁମ୍ବାଇ: ଭାରତ ଆଉ ପାକିସ୍ତାନ ଏହି ଦୁଇ ଦେଶ ମଧ୍ୟରେ ଯେତେବେଳେ କ୍ରିକେଟ ମ୍ୟାଚ ଥାଏ ତାହା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଉତ୍ସବରୁ କମ ନୁହେଁ । ଲୋକ କାମଦାମ ସବୁ ଛାଡି ଟିଭି ଆଗରେ ବସିଯାହାନ୍ତି ଏହି ଦୁଇ ପଡୋଶୀ…

ଏସିଆ କପ୍‌ରେ ନିଆରା ରେକର୍ଡ ପ୍ରତିଷ୍ଠା କରିବେ କୋହଲି: ଟି-୨୦ ଫର୍ମାଟରେ ଖେଳିବେ ୧୦୦ତମ ମ୍ୟାଚ୍‌

ଦୁବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଚଳିତ ଏସିଆ କପ୍‌ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଗତ ତିନିବର୍ଷ ଧରି ସେ ସମ୍ପୂର୍ଣ୍ଣ ବିଫଳ ହୋଇ ଆସୁଥିବା ବେଳେ ଏସିଆ କପ୍‌ରେ ସଫଳ ହେଲେ ଏହା…

ଏସିଆ କପରେ ଆଫଗାନିସ୍ତାନର ବିଜୟ ଅଭିଯାନ ଆରମ୍ଭ: ୮ ୱିକେଟରେ ଶ୍ରୀଲଙ୍କାକୁ ମାତ ଦେଲା ଟିମ୍

ନୂଆଦିଲ୍ଲୀ: ଏସିଆ କପ୍ -୨୦୨୨ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ମାତ ଦେଇଛି ଆଫଗାନିସ୍ତାନ । ୮ ୱିକେଟରେ ଏହି ମ୍ୟାଚକୁ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଦଳ । ଶ୍ରୀଲଙ୍କାର ୧୦୬ ରନର ଲକ୍ଷ୍ୟକୁ ମାତ୍ର ୧୦ ଓଭରରେ ହାସଲ…

ପାକିସ୍ତାନୀଙ୍କୁ ରୋହିତଙ୍କ ଭୟ: ମ୍ୟାଚ ପୂର୍ବରୁ ହିଟମ୍ୟାନଙ୍କୁ ଅନୁରୋଧ କଲେ ପାକ୍ ପ୍ରଶଂସକ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟ । ଆସନ୍ତାକାଲି ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ତେବେ ଏହାପୂର୍ବରୁ…

ଭାବପ୍ରବଣ ହେଲେ ବିରାଟ କୋହଲି: ଫର୍ମରେ ନଥିବା ବେଳେ କହିଲେ ଏହି କଥା

ନୂଆଦିଲ୍ଲୀ: ଆସନ୍ତ କାଲି ଏସିଆ କପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ ହାଇଭୋଲଟେଜ୍ ଟି-୨୦ ମ୍ୟାଚ୍। ଖରାପ୍ ଫର୍ମ ଦେଇ ଗତି କରୁଥିବା ବିରାଟ୍ କୋହଲି କିଛି ଦିନର ବ୍ରେକ୍ ପରେ ପୁଣି ଟିମ୍‌କୁ ଫେରିଛନ୍ତି।…

ବିସିସିଆଇ ସେୟାର କଲା ୧୧ ଖେଳାଳିଙ୍କ ଫଟୋ, ପାକିସ୍ତାନ ବିପକ୍ଷ ମୁକାବିଲାର ଏ ହେଉଛନ୍ତି ଚୂଡାନ୍ତ ଏକାଦଶ !

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଆଜିଠୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ। ତେବେ ଟୁର୍ଣ୍ଣାମେଣ୍ଟର ପ୍ରକୃତ ରୋମାଞ୍ଚ ଅଗଷ୍ଟ ୨୮ ଅର୍ଥାତ ଆସନ୍ତାକାଲି ଦେଖିବାକୁ ମିଳିବ।…