Browsing Category

ଖେଳ

ଇତିହାସ ରଚିଲେ ଜୋକୋଭିକ୍: ନାଡାଲଙ୍କୁ ହରାଇ ପହଞ୍ଚିଲେ ଫାଇନାଲରେ

ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଫେଞ୍ଚ ଓପନ ଫାଇନାଲରେ ପହଞ୍ଚିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କ୍ଲେ କୋର୍ଟର ବାଦଶାହ ସ୍ପେନର ରାଫେଲ ନାଡାଲଙ୍କୁ ୩-୬, ୬-୩, ୭-୬(୪), ୬-୨ରେ ହରାଇ…

ଟୋକିଓ ଅଲିମ୍ପିକ୍ସ ଯିବେ ନାହିଁ କ୍ରୀଡା ମନ୍ତ୍ରାଳୟ ପ୍ରତିନିଧି, କେବଳ କୋଚ୍, ଆଥଲେଟ୍‌ ଓ ଫିଜିଓଥେରାପିଷ୍ଟଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ପରିସ୍ଥିତି ନେଇ ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ଟୋକିଓ ଅଲିମ୍ପିକ୍ସକୁ କୌଣସି ପ୍ରତିନିଧି ଦଳ ପଠାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାରଣ ଟୋକିଓ…

ଭାରତର ଶ୍ରୀଲଙ୍କା ଗସ୍ତ, ଏହି ଦୁଇ ଖେଳାଳିଙ୍କ ପ୍ରତି ଅନ୍ୟାୟ କଲେ ଚୟନକର୍ତା !

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଶ୍ରୀଲଙ୍କାରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚର ସିରିଜ୍ ଖେଳିବ । ବିସିସିଆଇ…

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଆଥ୍‌ଲେଟ୍‌ଙ୍କୁ ଦିଆଯିବ ଟିକା: ବାତ୍ରା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ…

ଟି-୨୦ ବିଶ୍ୱକପ୍‌: ଜୁଲାଇରେ ଘୋଷଣା ହେବ କାର୍ଯ୍ୟସୂଚୀ ଓ ନିର୍ଦ୍ଦିଷ୍ଟ ତାରିଖ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି୦୨୦ କ୍ରିକେଟ ବିଶ୍ୱକପ୍‌ ଅସନ୍ତା ଅକ୍ଟୋବର- ନଭେମ୍ବର ମାସରେ ହେବ ବୋଲି ସ୍ଥିର ହୋଇଥିଲେ ହେଁ ଆଇସିସ ପକ୍ଷରୁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା…

କେମିତି ରହିବ ଭାରତର ଚୂଡାନ୍ତ ଏକାଦଶ, ଚାଲିଛି ରଣନୀତି ! ସିରାଜଙ୍କ କାରଣରୁ ବାଦ୍ ପଡି ପାରନ୍ତି ଏହି ବରିଷ୍ଠ ଖେଳାଳି

ସାଉଥମ୍ପଟନ : ଭାରତୀୟ କ୍ରିକେଟ୍ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ପାଇଁ ଅଭ୍ୟାସ୍ ଆରମ୍ଭ କରି ଦେଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ହାଇଭୋଲଟେଜ୍ ମୁକାବିଲା ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ…

ବକ୍ସର ଡିଙ୍ଗକୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବକ୍ସର ଡିଙ୍ଗକୋ ସିଂହଙ୍କର ଆଜି ପରଲୋକ ଘଟିଛି । ମଣିପୁରର ବକ୍ସର ଡିଙ୍ଗକୋଙ୍କୁ ମୃତ୍ୟୁବେଳକୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ…

ଆଇସିସ ଟେଷ୍ଟ ବ୍ୟାଟିଂ ର‌୍ୟାକିଂ; କୋହଲି ପଞ୍ଚମ, ରୋହିତ ଓ ପନ୍ତଙ୍କୁ ଷଷ୍ଠ ସ୍ଥାନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ସଦ୍ୟ ପ୍ରକାଶିତ ଆଇସିସ ଟେଷ୍ଟ ବ୍ୟାଟିଂ ର‌୍ୟାକିଂରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନରେ ଥିବା ବେଳେ ଓପନର ରୋହିତ ଶର୍ମା ଓ ୱିକେଟ କିପର ଋଷଭ ପନ୍ତ ଯୁଗ୍ମ ଭାବେ ଷଷ୍ଠ…

କ୍ରିକେଟ ପ୍ରଶିକ୍ଷଣ ଆପ୍‌ ‘କ୍ରିକୁରୁ’ ଆରମ୍ଭ କଲେ ସେହ୍ୱାଗ, ୩୦ ଜଣ କ୍ରିକେଟ୍ କୋଚ୍ ଖେଳାଳୀଙ୍କୁ ଦେବେ ଗୁରୁମନ୍ତ୍ର

ନୂଆଦିଲ୍ଲୀ : ଭାରତର ତାରକା କ୍ରିକେଟର ବିରେନ୍ଦ୍ର ସେହୱାଗ ବୁଧବାର ଦେଶରେ କ୍ରିକେଟ କୋଚିଂ ଅଭିଜ୍ଞତାକୁ ପୁନଃ-ପରିଭାଷିତ କରିବା ପାଇଁ ଭାରତର ପ୍ରଥମ ପ୍ରାୟୋଗିକ ଶିକ୍ଷା ଆପ୍‌ CRICURU ଆରମ୍ଭ କରିଛନ୍ତି ।…

ଚମକୁଛି ସାକ୍ଷୀ-ଧୋନୀଙ୍କ ଘର-ଫାର୍ମ ହାଉସ୍; ଜାଣନ୍ତୁ କଣ ସବୁ ରହିଛି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେଲିବ୍ରେଟିମାନଙ୍କ ଅନେକ ସଉକ ରହିଥାଏ । ଆଉ ଏହି ସୌକ ପୂରା କରିବାକୁ ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ସେ ଫିଲ୍ମ ଷ୍ଟାର ହୁଅନ୍ତୁ ବା କ୍ରିକେଟ ତାରକା…