fbpx
Browsing Category

ଖେଳ

ଧୋନୀଙ୍କ ସନ୍ନ୍ୟାସ ପରେ ଏହି ଖେଳାଳି ହେବେ CSKର ଅଧିନାୟକ! ମାହିଙ୍କୁ ମାନୁଛନ୍ତି ଗୁରୁ…

ନୂଆଦିଲ୍ଲୀ: ବିଶ୍ୱକପ ସରିବା ପରେ ବର୍ତ୍ତମାନ IPL-2024କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଆଇପିଏଲ-୨୦୨୪ରେ ପୁଣିଥରେ କ୍ୟାପଟେନ କୁଲ ମାହିଙ୍କ କମବ୍ୟାକ ହିଁ ସବୁାଂରୁ ଅପେକ୍ଷାର ବିଷୟ ରହିଛି । କାରଣ ୟେଲୋ…

ମାତ୍ର ୧୯ ରନ୍ ବାକି… କିଙ୍ଗ କୋହଲିଙ୍କ All Time T-20 ରେକର୍ଡ ଭାଙ୍ଗିବେ ଋତୁରାଜ

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଶେଷ ମ୍ୟାଚ । ଏହି ସିରିଜକୁ ୩-୧ରେ କବଜା କରିଥିବା ଟିମ ଇଣ୍ଡିଆ ବିଜୟଧାରା ସହ ସିରିଜ ଶେଷ କରିବାକୁ ଚାହିଁବ । ସେହିପରି ବିଜୟୀ ହୋଇ ଚମ୍ପିଆନ ଦଳ…

ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌: ଆଜି ଶେଷ ମୁକାବିଲା

ବେଙ୍ଗାଲୁରୁ: ଆଜି ବେଙ୍ଗଲୁରୁର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଠାରେ ଭାରତ- ଅଷ୍ଟ୍ରେଲିଆ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଂଖଳାର ଶେଷ ମ୍ୟାଚ୍ ଖେଳା ଯିବ । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ…

ଶେଷ ଟି-୨୦ରେ ‘ବିରାଟ’ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର: ଇତିହାସରୁ ମାତ୍ର ଏତିକି ପାଦ ଦୂରରେ ଅଧିନାୟକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ କବଜା କରିଛି ଟିମ ଇଣ୍ଡିଆ । ତେବେ ଶେଷ ଟି-ମ୍ୟାଚ ବାକି ରହିଥିବା ବେଳେ ଭାରତ ୩-୧ରେ ସିରିଜ ହାତେଇ ସାରିଛି । ୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜର ଶେଷ ମ୍ୟାଚ…

୧୨ ଦିନ ପରେ ଖୋଲିଲା ବଡ଼ ରହସ୍ୟ: BCCIକୁ ମିଳିଲା ପ୍ରମାଣ, କାହିଁକି ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ହାରିଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ଗତ ନଭେମ୍ବର ମାସ ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକ ନିରାଶ ହୋଇଥିଲେ । କ୍ଷଣିକ ମଧ୍ୟରେ ସମସ୍ତ ଦର୍ଶକ ଏକପ୍ରକାର ନିରବି ଯାଇଥିଲେ । ବିଶ୍ୱକପରେ କ୍ରମାଗତ ୧୦ଟି…

ବିଶ୍ୱର ପ୍ରଥମ କୃତିତ୍ୱ: ଗ୍ରାଣ୍ଡ ମାଷ୍ଟର ଟାଇଟଲ ଜିତି ଇତିହାସ ରଚିଲେ ଭାରତୀୟ ଭାଇ-ଭଉଣୀ

ନୂଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ପ୍ରକାରର କ୍ରୀଡ଼ାରେ ଅନେକ ଭାରତୀୟ କ୍ରୀଡ଼ବିତ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି…

ନ୍ୟୁଜିଲାଣ୍ଡକୁ ହରାଇ ଭାରତକୁ ଟପିିଲା ବାଙ୍ଗଲାଦେଶ, ପାକିସ୍ତାନ ଏବେ ବି ଶୀର୍ଷରେ

ନୂଆଦିଲ୍ଲୀ: ବାଙ୍ଗଲାଦେଶ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ହରାଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ବଡ ଧରଣର ପରିବର୍ତ୍ତନ କରିଦେଇଛି । ଏହି ବିଜୟର ପୁରସ୍କାର ଟିମ୍‌କୁ WTC ପଏଣ୍ଟ ଟେବୁଲରେ…

(video)ପାକିସ୍ତାନ ଖେଳାଳିଙ୍କୁ ସିଡନୀ ବିମାନ ବନ୍ଦରରେ ମିଳିଲା ବଡ ଅପମାନ, ବିମାନରୁ ଓହ୍ଲାଇ ଟ୍ରକରେ ଲଦିଲେ ନିଜ ଜିନିଷ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛନ୍ତି । ନୂଆ କ୍ୟାପଟେନ୍ ଶାନ ମସୁଦଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟିମ୍‌ର ସ୍ୱାଗତ ଏପରି ଭାବରେ…

ଟି-୨୦ ବିଶ୍ୱକପ ୨୦୨୪ ଆୟୋଜନ କରିବା ନେଇ ପଛଘୁଞ୍ଚା ଦେଲା ଡୋମିନିକା

ଏଥର ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜକ ଆମେରିକା ଓ ୱେଷ୍ଟ ଇଣ୍ଡିଜ ରହିବେ । ଏହି ଟି-୨୦ ବିଶ୍ୱକପରେ ମୋଟ୍ ୨୦ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ ଏକ ସହର ବିଶ୍ୱକପ ମ୍ୟାଚ୍…

ଭାରତ ହିଁ ବିଶ୍ୱକପର ପ୍ରକୃତ ଚାମ୍ପିୟନ: ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତି ପ୍ରମାଣ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଗତ ମାସ ୧୯ ତାରିଖର ବିଶ୍ୱକପର ଫାଇନାଲ ମ୍ୟାଚରେ ପରାଜୟକୁ ଆଜି ବି ମନରୁ ଭୁଲି ପାରୁନାହାନ୍ତି ୧୪୦ କୋଟି ଭାରତୀୟ । କ୍ରମାଗତ ୧୦ଟି ମ୍ୟାଚ ଜିତି ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଥିବା ବେଳେ…