Browsing Category

Top Stories

ବିଜେପି ନେତାଙ୍କୁ କାର ଡିକିରେ ଜାଳିଦେଇ ଦୁର୍ବୃତ୍ତ ଫେରାର୍, ଦେଖନ୍ତୁ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ତେଲେଙ୍ଗାନାର ମେଡକରେ କିଛି ଅଜଣା ବ୍ୟକ୍ତି ସ୍ଥାନୀୟ ବିଜେପି ନେତା ଶ୍ରୀନିବାସ…

ଅଲିମ୍ପିଆନଙ୍କୁ ଟି ପାର୍ଟିକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ଅଗଷ୍ଟ ୧୪ରେ ସାମିଲ ହେବେ ଆଥଲେଟ୍

ନୂଆଦିଲ୍ଲୀ( ଭାସ୍କର ନ୍ୟୁଜ୍):  ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ସମସ୍ତ ଭାରତୀୟ ଆଥଲେଟଙ୍କ ପାଇଁ ଏକ ଟି ପାର୍ଟିର ଆୟୋଜନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୪ ତାରିଖ ଦିନ…

IAS ଦମ୍ପତିଙ୍କ ଲଭ୍ ଷ୍ଟୋରୀ The End: ଅଲଗା ହେଲେ ଟିନା ଓ ଅତହର

ନୂଆଦିଲ୍ଲୀ: ଏକଦା ଚର୍ଚ୍ଚାରେ ଥିଲା ସେମାନଙ୍କର ପ୍ରେମ କାହାଣୀ । ୨୦୧୫ର ୟୁପିଏସସି ଟପ୍ପର ଟିନା ଡାବି ଓ ଅତହର ଖାନ ପରସ୍ପରକୁ ଭଲପାଇ ବିବାହ କରିଥିଲେ । ମାତ୍ର ତାଙ୍କର ରିଲେସନସିପ୍ ବେଶିଦିନ ତିଷ୍ଠି ପାରିନଥିଲା ।…

ଅଧିକ ସମୟ ଧରି ଗାଧୋଇବା ଅଭ୍ୟାସ ଆପଣଙ୍କର ଶରୀରର ଅନେକ କ୍ଷତି ଘଟାଇଥାଏ

ସାଧାରଣତଃ ଅଧିକ ସମୟ ପର୍ୟ୍ୟନ୍ତ ଗାଧୋଇବା ଅନେକଙ୍କର ଅଭ୍ୟାସ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ସମୟ ପାଣିରେ ବିତାଇବା ଦ୍ୱାରା ଆପଣଙ୍କ ବହୁତ କିଛି କ୍ଷତି ହୋଇଥାଏ । ଦୈନିକ ସ୍ନାନ କରିବା ନିହାତି ଦରକାର,…

ରାଜ୍ୟରୁ ପୁଣି ୬୫ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁଠୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…

ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଲା: ରାଜ୍ୟରେ ୧୦୭୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ପିଇଓ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପିଇଓ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକାରଗୋଲା ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ସନ୍ତୋଷ ସାହୁଙ୍କ ଘରେ…

ATMରୁ ଟଙ୍କା ଉଠାଇବାକୁ ଯାଉଛନ୍ତି କି? କ୍ୟାଶ ନଥିଲେ ବ୍ୟାଙ୍କ ଦେବ ୧୦ ହଜାର ଟଙ୍କାର ଜୋରିମାନା, ଏହି ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ : ATMରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନରଖିବା ଏବେ ବ୍ୟାଙ୍କକୁ ମହଙ୍ଗା ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଯଦି କ୍ୟାଶର ଅଭାବ ଯୋଗୁଁ ଏଟିଏମରୁ ଗ୍ରାହକ ଖାଲି ହାତରେ…

ବିନା କପଡ଼ାରେ ଶୋଇଲେ ମିଳିଥାଏ ଏଭଳି ଫାଇଦା

ଓଡ଼ିଶା ଭାସ୍କର ବ୍ୟୁରୋ: ନିଦ ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଶରୀର ପାଇଁ ଦୈନିକ ୬-୭ ଘଣ୍ଟା ଶୋଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ବିନା କପଡାରେ ଶୋଇବା ମଧ୍ୟ ଆମ ଶରୀରକୁ ଢେର ସାରା…