Breaking News Russia Ukraine War : ରୁଷର ୫ଟି ଯୁଦ୍ଧ ବିମାନକୁ ଖସାଇଲା ୟୁକ୍ରେନ୍ Sushreejyoti Routray Feb 24, 2022 ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ପ୍ରଥମେ ରୁଷ ଆକ୍ରମଣ କରିବାରୁ ୟୁକ୍ରେନ୍ଦେଇଛି ପାଲଟା ଜବାବ । ରକେଟ୍ ମାଡ଼ କରି ରୁଷର ୫ଟି ଲଢ଼ୁଆ ବିମାନ ଖସାଇଛି ୟୁକ୍ରେନ୍ । ରୁଷର ୫ଟି ଲଢ଼ୁଆ ବିମାନ…
Featured ହତିଆର ରଖି ଦିଅ ଏବଂ ଘରକୁ ଫେରି ଯାଅ, ୟୁକ୍ରେନ ସେନାଙ୍କୁ ପୁଟିନଙ୍କ ଖୋଲା ଧମକ Abinash Kumar Dhal Feb 24, 2022 ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣର ଘୋଷଣା କରି ଦେଇଛନ୍ତି। କେବଳ ଏତିକି ନୁହେଁ ପୁଟିନ ଯୁଦ୍ଧକୁ ନେଇ ବହୁତ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି। ହତିଆର ରଖି ନିଜ ଘରକୁ ଫେରିଯିବାକୁ…
Breaking News Ukrain-Russia War: ମିସାଇଲ୍ ଦ୍ୱାରା ୟୁକ୍ରେନର ଏୟାରବେସ୍ ଓ ସେନା ଆଡ୍ଡାକୁ ଉଡ଼ାଇଲା ରୁଷ୍ Odisha Bhaskar Bureau Feb 24, 2022 ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ମିଲିଟାରୀ ଆକ୍ସନ୍ ଜାରି ରହିଛି । ୟୁକ୍ରେନର ୧୧ ରୁ ଅଧିକ ସହର ଉପରେ ରୁଷ ମିସାଇଲ୍ ବର୍ଷା କରିବାରେ ଲାଗିଛି । ଯାହାଫଳରେ ଅଧିକାଂଶ ସହର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି ।…
Breaking News ଯୁଦ୍ଧ ଯୋଗୁଁ ଅଧାବାଟରୁ ଫେରିଲା ଏୟାର ଇଣ୍ଡିଆ, ୟୁକ୍ରେନରେ ଅଛନ୍ତି ୨୦ ହଜାର ଭାରତୀୟ Sushreejyoti Routray Feb 24, 2022 ନୂଆଦିଲ୍ଲୀ: ୟୁକ୍ରେନ ଯାଉଥିବା ଭାରତୀୟ ବିମାନ ଅଧାରୁ ଫେରିଆଇଛି । ଏୟାର ଇଣ୍ଡିଆର ଏଆଇ୧୯୪୭ ବିମାନଟି ଅଧାରୁ ଦିଲ୍ଲୀ ଫେରିଥିବା ଜଣାପଡିଛି । ୟୁକ୍ରେନ ନୋ ଫ୍ଲାଇଂ ଜୋନ ଘୋଷଣା କରିଥିବାରୁ ବିମାନଟି ଅଧାରୁ ଫେରିଆସିଛି…
Breaking News ୟୁକ୍ରେନ ମହିଳାଙ୍କୁ ଭେଟିବାକୁ ଡକାଉଛନ୍ତି ଋଷ ସେନା! ପଠାଉଛନ୍ତି ଏପରି ମେସେଜ୍ Odisha Bhaskar Bureau Feb 24, 2022 ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ୟୁକ୍ରେନ ରାଜଧାନୀ କିଭ ଓ ଖରକିଭ୍ ସହର ସମେତ ଅଲଗା ଅଲଗା ସ୍ଥାନରେ ବିସ୍ଫୋରଣ ହେଉଥିବାର ଖବର ସାମନାକୁ ଆସିଛି । ଋଷ ରାଷ୍ଟ୍ରପତି ପୁଟିନ୍ ଯେଉଁ ସମୟରେ…
Breaking News ନିଆଳିରେ ୫ଟି ବୁଥରେ ମତଦାନ ବନ୍ଦ, ପ୍ରଶାସନର ଚାଲିଛି ତଦନ୍ତ Sushreejyoti Routray Feb 24, 2022 କଟକ(ଓଡ଼ିଶା ଭାସ୍କର) : ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ନିଆଳି ପୋଖରୀଗାଁ ପଞ୍ଚାୟତର ୫ଟି ବୁଥରେ ମତଦାନ ବନ୍ଦ ରହିଛି । ୨, ୧୧, ୧୬, ୧୭ ଓ ୧୮…
Featured ଜାଣିଶୁଣି ଓଢ଼ଣୀ ଖସାଇଲେ ଆଲିୟା, ବାରମ୍ବାର ଦେଖାଇଲେ ଡିପ୍ ନେକ୍; ଦେଖନ୍ତୁ ଭିଡିଓ Odisha Bhaskar Bureau Feb 24, 2022 ନୂଆଦିଲ୍ଲୀ: ଆଲିୟା ଭଟ୍ଟ ନିଜର ଆଗାମୀ ଫିଲ୍ମ "ଗଙ୍ଗୁବାଇ"କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ଆଲିୟାଙ୍କର ସମସ୍ତ ଲୁକ୍ ଜୋରସୋରରେ ଭାଇରାଲ୍ ହେଉଛି । ଧଳା ରଙ୍ଗର ଶାଢ଼ୀ ଓ ଶୁଟ୍ ରେ କମାଲ ଲାଗୁଛନ୍ତି ଆଲିୟା…
Breaking News Ukraine-Russia war: ବାଇଡେନ କହିଲେ- ‘ଏକାଠି ରୁଷିଆକୁ ଜବାବ ଦେବୁ’ Sushreejyoti Routray Feb 24, 2022 ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧ ଯୁଦ୍ଧ ଆରମ୍ଭ କରିଛି ରୁଷ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ଯୁଦ୍ଧ ଘୋଷଣାକୁ ନେଇ ନିନ୍ଦା କରିଛି ଆମେରିକା । ହ୍ୱାଇଟ ହାଉସ ପକ୍ଷରୁ ରାଷ୍ଟ୍ରପତି ବାଇଡେନ୍ ପ୍ରେସ୍ ରିଲିଜ କରିଛନ୍ତି ।…
Breaking News ୟୁକ୍ରେନ ସଙ୍କଟ: ବଢ଼ିଲା ଅଶୋଧିତ ତୈଳ ଦର Odisha Bhaskar Bureau Feb 24, 2022 ନୂଆଦିଲ୍ଲୀ: କରୋନା କଟକଣା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଅଶୋଧିତ ତୈଳ ଦର ପୂର୍ବରୁ ଆକାଶ ଛୁଆଁ ହୋଇଥିଲା । ଆଉ ଏବେ ପୁଣି ୟୁକ୍ରେନ୍ ସଙ୍କଟ ଦେଖାଦେବା ପରେ ଭାରତରେ ଉପରେ ଏହାର ପ୍ରଭାବ ପଡ଼ିଛି । ଆନ୍ତର୍ଜାତୀୟ ବଜାରରେ…
Breaking News ୟୁକ୍ରେନ-ରୁଷ ଯୁଦ୍ଧ: ୟୁକ୍ରେନର ରାଜଧାନୀ କିଭରେ ପ୍ରଚଣ୍ଡ ବିସ୍ଫୋରଣ Sushreejyoti Routray Feb 24, 2022 କିଭ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ୟୁକ୍ରେନର ରାଜଧାନୀ କିଭ ସହିତ ଅଲଗା ଅଲଗା ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିାକୁ ମିଳିଛି । କିଭ ବ୍ୟତୀତ ଖାରକିଭ ସହରରେ ବି ବ୍ଲାଷ୍ଟ ହୋଇଛି । ଏହା…