ଏମଏସପି ଦାବି: ସରକାରଙ୍କ ସହ ଆଲୋଚନା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଠନ କଲା ୫ ଜଣିଆ କମିଟି
ନୂଆଦିଲ୍ଲୀ: ନିଜ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପାଞ୍ଚ ସଦସ୍ୟ କମିଟି ଗଠନ କରିଛନ୍ତି। ଏଥିରେ କୃଷକ ନେତା ବଲବୀର ରାଜେଓ୍ଵାଲ, ଯୁଦ୍ଧବୀର ସିଂହ, ଯୁଦ୍ଧବୀର ସିଂହ, ଗୁରନାମ…