fbpx
Browsing Category

ଖବର

‘ଆଡପ୍ଟ ଏ ଗୋଟ୍‌’ ପ୍ରୋଗ୍ରାମ ଅନ୍ତର୍ଗତ ନେଇପାରିବେ ଛେଳି, ଜାଣନ୍ତୁ କେଉଁଠି ରହିଛି ଏଭଳି ଅଜବ ସ୍କିମ୍‌

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ଦୁନିଆରେ ସବୁଦିନ ଅଜବ ଘଟଣା ସାମ୍ନାକୁ ଆସିଥାଏ । ବିଶେଷ କରି ମାଗଣା କିଛି ଜିନିଷ ମିଳିଗଲେ ଲଟେରି ଉଠିବା ପରି ଅନୁଭବ ହୋଇଥାଏ । ଅଧିକାଂଶ ଲୋକମାନେ ଏଭଳି ସୁଯୋଗକୁ ହାତଛଡ଼ା କରନ୍ତି…

ସାକ୍ଷାତକାର ନେବାର ନିଆରା ଅନ୍ଦାଜ୍‌, ଏଭଳି ବ୍ୟବହାର ଦେଖି କମ୍ପାନୀ ଚୟନ କରିଥାଏ ପ୍ରାର୍ଥୀ

ଓଡ଼ିଶା ଭାସ୍କର: ସାଧାରଣତଃ କୌଣସି କମ୍ପାନୀରେ ଯୋଗ ଦେବା ପୂର୍ବରୁ ସାକ୍ଷାତକାର ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବା ଇଣ୍ଟରଭ୍ୟୁ ହୋଇଥାଏ । ଏଥିପାଇଁ ପ୍ରାର୍ଥୀ ଏବଂ interviewer ନିଜ ନିଜ ପ୍ରସ୍ତୁତି କରିଥାନ୍ତି ।…

ସିବିଆଇ Vs ଇଡି; ଜାଣନ୍ତୁ ଏହି ଦୁଇଟି କେନ୍ଦ୍ରୀୟ ଏଜେନ୍ସି କିପରି କାର୍ଯ୍ୟ କରିଥାନ୍ତି

ଓଡ଼ିଶା ଭାସ୍କର: ଦେଶରେ ଭ୍ରଷ୍ଟାଚାର ଏବଂ ନ୍ୟାୟ ବ୍ୟବସ୍ଥାକୁ ନିୟନ୍ତ୍ରିତ ଏବଂ ବ୍ୟବସ୍ଥିତ ରଖିବା ପାଇଁ ଦୁଇଟି କେନ୍ଦ୍ରୀୟ ଏଜେନ୍ସି ପ୍ରମୁଖ ଭୂମିକା ତୁଲାଇଥାନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ…

ଏହି ଦେଶର ଲୋକେ Social Mediaରେ ବେଶି ଆକ୍ଟିଭ୍‌, ଜାଣନ୍ତୁ କେତେ ସଂଖ୍ୟାରେ ରହିଛି ଭାରତ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ହାତ ମୁଠାରେ ସାରା ଦେଶ । ଗୋଟିଏ କ୍ଲିକରେ ଘରେ ବସି ଅନେକ କାମ ସହଜରେ ହୋଇଯାଉଛି । କେବଳ ଯୁବପିଢ଼ି ନୁହନ୍ତି ବରଂ ବୟସ୍କମାନେ ମଧ୍ୟ ସୋସିଆଲ ମିଡ଼ିଆ ଜାଲରୁ ବର୍ତ୍ତି ପାରି…

ଚାକିରି କରିବେ ନା ପିଲା ସମ୍ଭାଳିବେ? ୩ ବର୍ଷର ଶିଶୁ ଠାରୁ ମୁକ୍ତି ପାଇଁ ଦମ୍ପତ୍ତି ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: କଥାରେ ଅଛି ମାତା ପିତାଙ୍କ ପାଇଁ ଦୁନିଆରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ସନ୍ତାନ । ସନ୍ତାନର ସୁରକ୍ଷା ପାଇଁ ମାତା ପିତାମାନେ ସାରା ଦୁନିଆ ସହ ଲଢ଼ିପାରିବେ । କିନ୍ତୁ ନିକଟରେ ଏପରି ଏକ ମାମଲା ସାମ୍ନାକୁ…

ଏପ୍ରିଲ ୨ରୁ ବନ୍ଦ ହୋଇଯିବ ଗୁଗୁଲର ଏହି ଆପ୍ ସେବା, ତୁରନ୍ତ ଟ୍ରାନ୍ସଫର କରି ନିଅନ୍ତୁ ଡାଟା

ନୂଆଦିଲ୍ଲୀ: ଆପଣ ଯଦି ଗୁଗୁଲ ପଡକାଷ୍ଟ ଆପ୍ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଖରାପ ଖବର । ଭିନ୍ନ ଭିନ୍ନ ପ୍ଲାଟଫର୍ମ ଏବଂ ଗୁଗୁଲ ପାଇଁ ପଡକାଷ୍ଟ(Podcast) ଲୋକପ୍ରିୟ ଅଟେ । ଏଥିମଧ୍ୟରେ ଗୁଗୁଲ ଏହାର…

ସହଜରେ ଲିଭିନଥାଏ ଭୋଟରଙ୍କ ହାତରେ ଲାଗୁଥିବା କାଳି, ଜାଣନ୍ତୁ ଏଥିରେ କେଉଁ କେମିକାଲ ରହିଛି ?

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତତି ଜାରି ରହିଥିବା ବେଳେ ସାଧାରଣ ଜନତା ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।…

ସ୍ୱାମୀକୁ ମାରିବା ପାଇଁ ସୁପାରୀ ଦେଲା ସ୍ତ୍ରୀ, ହ୍ୱାଟ୍ସଆପରେ ଲେଖିଲେ ଏପରି ଷ୍ଟାଟସ୍‌

ନୂଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ରୋଚକ ଏବଂ ଭାଇରାଲ ମାମଲା ସାମ୍ନାକୁ ଆସୁଛି । ଲୋକମାନେ ସୋସିଆଲ ମିଡ଼ିଆରେ ଫେମସ୍ ହେବା ପାଇଁ ଅଜବ ଗଜବ ରିଲ୍ସ କରିବାକୁ ପଛାଉନାହାଁନ୍ତି । ନିକଟରେ ଆଗ୍ରାରୁ…

ମୋବାଇଲ ଚାର୍ଜିଂ ସମୟରେ ଲାଗିପାରେ ନିଆଁ, ସୁରକ୍ଷା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ବର୍ତ୍ତମାନ ଏହା ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହା ଦ୍ୱାରା ଘରେ ବସି ଅନେକ ଜରୁରୀ କାର୍ଯ୍ୟ ସହ ଭିଡ଼ିଓ…

IP University Admission 2024: ସମସ୍ତ ପ୍ରୋଗ୍ରାମ ପାଇଁ ଏପ୍ରିଲ ୧୦କୁ ବୃଦ୍ଧି ହେଲା ଆବେଦନ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ(Guru Gobind Singh Indraprastha University) ଅନ୍ୟତମ । ଏହି ବିଶ୍ୱବିଦ୍ୟାଳୟ ନିଜର ସମସ୍ତ…