fbpx
Browsing Category

ଖବର

ବାରାଣାସୀରେ ମୋଦୀଙ୍କୁ ଟକ୍କର ଦେବେ ଅଜୟ ରାୟ, ଜାଣନ୍ତୁ କିଏ ସେ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଶନିବାର ଏହାର ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ୪୬ ପ୍ରାର୍ଥୀଙ୍କ ନାଁ ସାମିଲ ଅଛି । କଂଗ୍ରେସ ବାରାଣାସୀ ଆସନରୁ ଅଜୟ ରାୟଙ୍କ…

ପାଟନା ଜଙ୍କସନ୍ କ୍ୟାମ୍ପସରେ ଚାଲିଥିଲା ମଦ ପାର୍ଟି, କେନ୍ଦ୍ରୀୟ ନିଷେଧ ବିଭାଗର ଚଢ଼ାଉ, ରେଳବାଇର ୭ ଇଂଜିନିୟର ସାମିଲ

ପାଟନା: ବିହାର ସ୍ଥିତ ପାଟନା ଜଙ୍କସନରେ ହୋଲି ପୂର୍ବରୁ ଦେଖିବାକୁ ମିଳିଛି ମଦ ପାର୍ଟି । ଏଥିରେ ସମ୍ପୃକ୍ତ ଥିବା ରେଳବାଇର ୭ ଜଣ ଇଞ୍ଜିନିୟରଙ୍କ ସମେତ ୧୦ ଜଣ ଲୋକଙ୍କୁ କେନ୍ଦ୍ରୀୟ ନିଷେଧ ବିଭାଗ(Central…

ଆମାଜନରେ ମହଙ୍ଗା ହେବ ଶପିଂ, ଏହି ତାରିଖରୁ ବୃଦ୍ଧି ପାଇବ ଉତ୍ପାଦର ମୂଲ୍ୟ

ନୂଆଦିଲ୍ଲୀ: ଆପଣ ଯଦି ଅନଲାଇନ୍ ଶପିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଚିନ୍ତାର ବିଷୟ । ବିଶିଷ୍ଟ ଇ-କମର୍ସ କମ୍ପାନର ଆମାଜନ୍‌(Amazon)ରେ ବର୍ତ୍ତମାନ ଶସ୍ତାରେ ଜିନିଷ ମିଳିବା କଷ୍ଟକର ହେବ । ଏହାର କାରଣ…

ଏୟାରପୋର୍ଟରେ ‘ବେବୋ’ଙ୍କ ସ୍ୱାଗ୍… ପିନ୍ଧିଥିଲେ ଏପରି ଜ୍ୟାକେଟ୍, ଅଟକିଥିଲା ସମସ୍ତଙ୍କ ନଜର

ମୁମ୍ବାଇ: ବଲିଉଡ଼ର ବେବୋ ଭାବେ ପରିଚିତ କରୀନା କପୁର ଖାନ୍ । ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜର ସମସ୍ତେ ଦିୱାନା । ସୋସିଆଲ ମିଡ଼ିଆରେ ସେ ବେଶ ଆକ୍ଟିଭ୍ ମଧ୍ୟ । ତାଙ୍କ ପ୍ରଶଂସକଙ୍କ ତାଲିକା ବି ଖୁବ୍ ଲମ୍ବା । ନିକଟରେ ସେ…

ଦୁନିଆକୁ ଅଲବିଦା କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସଇଦ୍ ଅହମଦ

ଇସଲାମାବାଦ୍‌: ପାକିସ୍ତାନ କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ସଇଦ୍ ଅହମଦ(Saeed Ahmed)ଙ୍କ ନିଧନ ହୋଇଛି । ୮୬ ବର୍ଷ ବୟସରେ ଲାହୋରରେ ସେ ଶେଷ ନିଶ୍ୱାସ ତ୍ୟାଗ…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମଗନ୍ତୀ କୀର୍ତ୍ତି

ଓଡ଼ିଶା ଭାସ୍କର: ହିମାଚଳପ୍ରଦେଶ ସ୍ଥିତ ନାଗରୋଟା ଭବନ ରେନବୋ ଇଣ୍ଟରନ୍ୟାସନାଲ ସ୍କୁଲରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜାତୀୟ ମାନ୍ୟତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯେଗୀତାରେ…

ଆସନ୍ତା ୨୨କୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖକୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ଦିନ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ଘୋଷଣା କରାଯିବ । ଏଥର ପ୍ରାର୍ଥୀ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ…

ଭାରତୀ ହେକ୍ସାକମ୍ IPO ମାଧ୍ୟମରେ କରିପାରିବ ପୁଞ୍ଜି ସଂଗ୍ରହ, ଅନୁମୋଦନ କଲା SEBI

ନୂଆଦିଲ୍ଲୀ: ଭାରତୀ ଏୟାରଟେଲର ସହାୟକ କମ୍ପାନୀ ଭାରତୀ ହେକ୍ସାକମ୍(Bharati Hexacom) ଇନିସିଆଲ ପବ୍ଲିକ୍ ଅଫରିଂ(IPO) ମାଧ୍ୟମରେ ପୁଞ୍ଜି ସଂଗ୍ରହ ପାଇଁ SEBI ପକ୍ଷରୁ ଅନୁମୋଦନ ମିଳିଛି । ଭାରତୀ ହେକ୍ସାକମର IPOରେ…

PSLରେ ସିଗାରେଟ ଟାଣୁଥିବାର ନଜର ଆସିଲେ ଏହି ପାକିସ୍ତାନ ଖେଳାଳୀ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

କାରାଚି: ପାକିସ୍ତାନ ସୁପର ଲିଗ୍(PSL)ର ଫାଇନାଲ ମ୍ୟାଚ୍ ଇସଲାମାବାଦ ୟୁନାଇଟେଡ୍ ଏବଂ ମୁଲତାନ୍ ସୁଲତାନ୍ସ ମଧ୍ୟରେ ଖେଳାଯାଇଥିଲା । ସୋମବାର କରାଚି ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ…

PNBରେ ଆକାଉଣ୍ଟ ଥିଲେ ଶୀଘ୍ର ଶେଷ କରନ୍ତୁ ଏହି କାମ, ନଚେତ୍ ଫ୍ରିଜ୍ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ଆପଣଙ୍କ ଆକାଉଣ୍ଟ ଅଛି କି ? ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ଆପଣ କଣଉ ଅପଡେଟ୍ କରିନାହାଁନ୍ତି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ । PNB…