fbpx
Browsing Category

ବିଦେଶ

ଭାରତରେ ‘ଅବିଶ୍ୱସନୀୟ କାମ’ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଜେମି ଡିମୋନ୍

ନୂଆଦିଲ୍ଲୀ: ଜେପି ମୋର୍ଗାନ୍ ଚେଜ୍ ଆଣ୍ଡ୍ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମି ଡିମୋନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ 'ଅବିଶ୍ୱସନୀୟ କାମ' କରୁଛନ୍ତି। "୪୦୦ ନିୟୁତ ଲୋକ ଶୌଚାଳୟ…

ଏଲନ ମସ୍କଙ୍କ ଏହି ବଡ କମ୍ପାନୀରେ ଯିବ ୬,୦୦୦ଲୋକଙ୍କ ଚାକିରୀ, କାରଣ କ’ଣ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ: ଅରବପତି ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରିଦେଇଛି । ଜାନୁୟାରୀ-ମାର୍ଚ୍ଚ ୩ ମାସ ସୁଦ୍ଧା କମ୍ପାନୀର ମୋଟ ଲାଭ ୫୫%…

ଗାଜାର ଡାକ୍ତରଖାନାରୁ ମିଳିଲା ସାମୂହିକ କବର୍; ଜାତିସଂଘ ମାନବାଧିକାର ଭୟଭୀତ

ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣ ପରେ ଗାଜାର ନାସେର ଏବଂ ଅଲ-ଶିଫା ହସ୍ପିଟାଲ ନଷ୍ଟ ହେବା ଏବଂ ସେଠାରେ ମିଳିଥିବା ସାମୂହିକ କବରକୁ ନେଇ ସେ ଭୟଭୀତ ଅଛନ୍ତି ବୋଲି ଜାତିସଂଘ ମାନବାଧିକାର ମୁଖ୍ୟ କହିଛନ୍ତି। ଭୋଲକର ତୁର୍କ…

ପ୍ରେମୀ ଯୁଗଳଙ୍କୁ ଆଟାକ୍ କରିପାରେ ‘Love Brain’ ବୀମାରୀ’: ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡଙ୍କୁ ବାରମ୍ବାର କଲ୍ ଓ ମେସେଜ୍ କରୁଥିଲେ ସାବଧାନ

ନୂଆଦିଲ୍ଲୀ: ଯୁବାବସ୍ଥାରେ ପାଦ ଦେଇଥିବା ଯୁବକ, ଯୁବତୀମାନେ ମଉଜମସ୍ତି କରିବା ଏକ ସାଧାରଣ କଥା । ଏହି ବୟର ପୁଅ, ଝିଅମାନେ ପ୍ରେମରେ ପଡ଼ିବା ମଧ୍ୟ ଏକ ସାଧାରଣ କଥା । ତେବେ ପ୍ରତି ଖୁସି ପଛରେ ଯେପରି ଦୁଃଖ ଲୁଚି…

ମଣିଷକୁ ମିଳିଲା ବଡ଼ ଶିକ୍ଷା: ପ୍ରକୃତି ସହ ପର୍ଯ୍ୟାପ୍ତ ସମୟ ବିତାଇଲେ ହାର୍ଟଆଟାକ, ମଧୁମେହ ରୋଗ ହ୍ରାସ ପାଇବ- ରିସର୍ଚ୍ଚ

ନୂଆଦିଲ୍ଲୀ: ମଣିଷକୁ ପ୍ରକୃତି ଜନ୍ମ ଦେଇଛି । ମାତ୍ର ଆଜି ମଣିଷ ଆଧୁନିକତାର ଦ୍ୱାହି ଦେଇ ଏତେ ଆଗକୁ ମାଡ଼ିଗଲାଣି ଯେ ବେଳକୁ ବେଳ ଏହି ବିକାଶ ଏବେ ଆମର ବିନାଶର କାରଣ ସାଜିଲାଣି । ମଣିଷ ବିଜ୍ଞାନ ଦିଗରେ ଯେତେ ଅଗ୍ରଗତି…

ଲରିୟସ୍ ସ୍ପୋର୍ଟସ ଆୱାର୍ଡ: ୫ମ ଥର ପାଇଁ ଜିତିଲେ ନୋବାକ ଜୋକୋଭିକ୍, ଦେଖନ୍ତୁ ବିଜେତାଙ୍କ ତାଲିକା

ନୂଆଦିଲ୍ଲୀ: ଟେନିସ୍ କିମ୍ବଦନ୍ତୀ ନୋଭାକ୍ ଜୋକୋଭିଚ୍ ୨୦୧୨, ୨୦୧୫, ୨୦୧୬ ଏବଂ ୨୦୧୯ ପରେ ରେକର୍ଡ ପଞ୍ଚମ ଥର ପାଇଁ ଲରିୟସ୍ ୱାର୍ଲ୍ଡ ସ୍ପୋର୍ଟସମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। ଆର୍ଜେଣ୍ଟିନାର ଫୁଟବଲର…

ତାଇୱାନରେ ୮୦ ରୁ ଅଧିକ ଥର ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ସୋମବାର ଅପରାହ୍ନ ୫ ଟାରୁ ୧୨ଟା ମଧ୍ୟରେ ତାଇୱାନର ପୂର୍ବ ଉପକୂଳରେ ୮୦ ରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଛି। ଏଥିମଧ୍ୟରୁ ସର୍ବାଧିକ ତୀବ୍ରତା ୬.୩ ଏବଂ ୬ ରେ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁଯାୟୀ, ରାତି…

ଇସ୍ରାଏଲ ଆକ୍ରମଣରେ ଚାଲିଗଲେ ୮ମାସର ଗର୍ଭବତୀ , ମୃତ୍ୟୁ ପରେ ସୁରକ୍ଷିତ ଜନ୍ମନେଲା ଶିଶୁ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ ପୁଣି ଏହାର ଆକ୍ରମଣକୁ ଜୋରଦାର କରିଦେଇଛି । ରବିବାର ଏହି ଆକ୍ରମଣରେ ଗୋଟିଏ ରାତିରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଜଣଙ୍କ ଜନ୍ମ ହୋଇଛି । ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା…

(Video) ଶ୍ରୀଲଙ୍କାରେ ବଡ଼ ଦୁର୍ଘଟଣା: କାର ରେସିଂ ଇଭେଣ୍ଟ ସମୟରେ ଟ୍ରାକରୁ ଖସିଲା କାର୍: ୭ ମୃତ, ୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏକ କାର୍ ରେସିଂ ଇଭେଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ଏଠାରେ ସେଣ୍ଟ୍ରାଲ୍ ହିଲ୍ସରେ କାର୍ ରେସ୍ ସମୟରେ ଏକ କାର୍ ଟ୍ରାକରୁ ଖସିଥିଲା । ଏହି କାରଣରୁ ଅତି କମରେ ୭ ଜଣଙ୍କର ମୃତ୍ୟୁ…

ମାଲଦ୍ୱୀପ ସଂସଦୀୟ ନିର୍ବାଚନ: ବହୁମତ ହାସଲ କଲା ଭାରତ ବିରୋଧୀ ମୁଇଜୁଙ୍କ ପାର୍ଟୀ

ରବିବାର ମାଲଦ୍ୱୀପରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନେତୃତ୍ୱରେ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ୬୦ ରୁ ଅଧିକ ଆସନ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଛି । ମିଡିଆ ରିପୋର୍ଟରେ ଏହି ସୂଚନା…