Browsing Category

ଦେଶ

କରୋନାରେ ଚାଲିଗଲେ ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା

ନୂଆଦିଲ୍ଲୀ: ଚିପକୋ ଆନ୍ଦୋଳନର ଅନ୍ୟତମ ପ୍ରଭାରୀ ତଥା ବିଶ୍ୱ ପ୍ରସିଦ୍ଧ ପରିବେଶବିତ ସୁନ୍ଦରଲାଲ ବହୁଗୁଣା ଆଜି ଆମ ଗହଣରେ ନାହାନ୍ତି । ଏମ୍ସରେ ଚିକିତ୍ସିତ ଅବସ୍ଥାରେ ୯୫ ବର୍ଷ ବୟସରେ ସେ କରୋନାରେ ମୃତ୍ୟୁବରଣ…

ଦେଶରେ ଆଜି ୪୧୯୪ ମୃତ, ୨.୫୭ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୯୪ ଜଣଙ୍କ ମୃତ୍ୟୁ…

ଗତବର୍ଷ ଥିଲା ‘ଚାଇନିଜ୍ କରୋନା’, ବର୍ତ୍ତମାନ ସମଗ୍ର ବିଶ୍ୱରେ ‘ଇଣ୍ଡିଆନ କରୋନା’: ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିବାଦୀୟ ମନ୍ତବ୍ୟକୁ…

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଗତକାଲି ଏକ ପ୍ରେସ୍ କନଫରେନ୍ସିଂରେ କମଲ ନାଥ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ…

ଗ୍ରାମବାସୀ କରୁନାହାନ୍ତି କୋଭିଡ୍ ଟେଷ୍ଟ: ବଢ଼ିଚାଲିଛି କରୋନା, ୨୫ ଜଣଙ୍କ ମୃତ୍ୟୁ

ଜୟପୁର: ସଂପ୍ରତି ଦେଶରେ କରୋନାକୁ ନେଇ ଆଶଙ୍କା ଜାରି ରହିଥିବା ବେଳେ ରାଜସ୍ଥାନରୁ ଏକ ନୂଆ ଘଟଣା ସାମନାକୁ ଆସିଛି । ଚପୋଲି ଗ୍ରାମରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । କରୋନାରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

୧୨୦ ବର୍ଷରେ ଭ୍ୟାକ୍ସିନ ନେଇ ଗାଁ ପାଇଁ ଉଦାହରଣ ପାଲଟିଲେ ବୃଦ୍ଧା, ସେନା ଦ୍ୱାରା ହେଲେ ସମ୍ମାନିତ

ଶ୍ରୀନଗର: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି  । ଏଭଳି ସ୍ଥିତିରେ ମହାମାରୀକୁ ରୋକିବା ପାଇଁ ସରକାର ଭ୍ୟାକ୍ସିନକୁ ଗୁରୁତ୍ୱ ଦେଇଛନ୍ତି । ତେବେ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣା ଯୋଗୁଁ ଲୋକମାନେ ଏବେବି…

୪ଘଣ୍ଟାରେ ଚନ୍ଦ୍ରର ୫୦ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ପ୍ରଥମେଶ, ସୋସିଆଲ ମିଡିଆରେ ଭାଇରାଲ୍‌ ଜହ୍ନର ୩ଡି ଚିତ୍ର

ପୁନେ: ନାସା ଏବଂ ଇସ୍ରୋ  ପରି ସ୍ପେସ୍‌ ଏଜେନ୍ସି ଗୁଡ଼ିକ ଚନ୍ଦ୍ର ଅନେକ ଫଟୋ ଶେୟାର କରନ୍ତି । କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଫଟୋ ଦେଖିବା ପରେ ସମସ୍ତେ…

ଜୁନ୍ ୭ରେ ଲଞ୍ଚ ହେବ ଆୟକର ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ, ପହିଲାର ପ୍ରଥମ ୬ ଦିନ କାମ କରିବନି ପୁରୁଣା ଇ-ଫାଇଲିଂ ୱେବସାଇଟ୍

ନୂଆଦିଲ୍ଲୀ, ଆୟକର ବିଭାଗ ଆସନ୍ତା ମାସ ୭ ତାରିଖରେ ନୂଆ ଇ-ଫାଇଲିଂ ପୋର୍ଟାଲ ଶୁଭାରମ୍ଭ କରିବ । ଆୟକର ନିର୍ଦ୍ଦେଶାଳୟ ମୁତାବକ ନୂଆ ପୋର୍ଟାଲ ଆରମ୍ଭ ହେବାକୁ ଥିବାରୁ ଜୁନ ୧ରୁ୬ ତାରିଖ ପର୍ଯ୍ୟନ୍ତ ପୁରୁଣା ଇ-ଫାଇଲିଂ…

ଚୀନ୍ ର ଚିତ୍କାର: ଆମ ଇଚ୍ଛାନୁସାରେ ହିଁ ଚୟନ କରାଯିବ ଦଲାଇ ଲାମାଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଚୀନ ପୁଣି ନିଜର ଦାବି ଦୋହରାଇଛି । ଶୁକ୍ରବାର ଚୀନ୍ ସରକାର କହିଛନ୍ତି ଯେ ୧୪ଶ ଦଳାଇ ଲାମାଙ୍କ ଉତ୍ତରାଧିକାରୀ ସେମାନେ ହିଁ ଚୟନ କରିବେ । ଖାଲି ସେତିକି ନୁହେଁ, ଏଥିସହ ଚୀନ ଚେତାବନୀ ଦେଇଛି ଯେ ଯଦି…

କରୋନା କାଳ ମଧ୍ୟରେ ଆସୁଛି ନୌତପା, ତତଲା କଡ଼େଇରେ ଭାଜିହେବେ ଲୋକେ !

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ କରୋନା ମାହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହା ମଧ୍ୟରେ ମେ ୨୫ ତାରିଖରୁ ନୌତପା ଆରମ୍ଭ ହେବାକୁ ଯାଉଛି । ଏହା ଜୁନ୍ ୩ ତାରିଖ ଯାଏ ଜାରି ରହିବ । ଏହି ୯ଦିନ ଅବଧି ମଧ୍ୟରେ…

ଅସିଦ୍ଧ ଘୋଷଣା ହେଲା କୋଟିଆ ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଲାଗିଛି ଏକ ବଡ଼ ଝଟକା । କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ଅସିଦ୍ଧ ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । କହିଲେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍…