Browsing Category

Breaking News

ଚାଇନାରେ ୧୧ ହଜାର ସ୍କ୍ରିନରେ ରିଲିଜ୍ ହେବ ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ "ଛିଛୋରେ" ଏବେ ଚୀନର ୧୦୦ଟି ସହରରେ ରିଲିଜ୍ ହେବ । ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇସାରିଛନ୍ତି । ଟ୍ରେଡ୍…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୯୭୪ କରୋନା ପଜିଟିଭ ଚିହ୍ନଟ, ୩୪୩ ଜଣଙ୍କ ପ୍ରାଣ ନେଲା କୋଭିଡ୍

ନୂଆଦିଲ୍ଲୀ :  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଇତିମଧ୍ୟରେ ୭୯୪୮ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା…

କିଛି ଦିନ ସାଙ୍ଗ ହୋଇ ରହିବା ଅର୍ଥ ଲିଭ୍-ଇନ୍ ନୁହେଁ, ଆବେଦନ ଖାରଜ କରିବାପରେ ହାଇକୋର୍ଟ ଲଗାଇଲା ଜୋରିମାନା

ହରିୟାଣା: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଯୁବକ-ଯୁବତୀ ପାରସ୍ପରିକ ସହମତି ଅନୁଯାୟୀ କିଛି ଦିନ ଏକାଠି ରୁହନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ…

ସ୍କୁଲ ଭିତରେ ବୁଲିଲେ ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଖଇରପୁଟ (ଭାସ୍କର ନ୍ୟୁଜ୍‌):ସ୍କୁଲ ଭିତରେ ଭାଲୁ ଗୋଟିଏ କି ଦୁଇଟି ନୁହେଁ ତିନୋଟି ଭାଲୁ ସ୍କୁଲ ହତା ଭିତରେ ପଶିଥିବା ଦେଖିବାକୁ ମିଳିଛି । ତା ପୁଣି ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଳ୍ଲା…

ଓମିକ୍ରନ ଭାରିଆଣ୍ଟରୁ କିପରି ବର୍ତ୍ତିବେ ଡାଇବେଟିସ୍ ରୋଗୀ ? ଜାଣନ୍ତୁ କ’ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି । ଓମିକ୍ରନ ମାମଲାର ଦ୍ରୁତ ବୃଦ୍ଧି ଯୋଗୁଁ ଖୁବଶୀଘ୍ର ଟିକା ନେବା ସହିତ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଡାଇଟ୍…

ଶ୍ରୀମନ୍ଦିରରେ ପବିତ୍ର ଧନୁସଂକ୍ରାନ୍ତି, ଆଜିଠୁ ମାସେ ଯାଏଁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ (ଭାସ୍କର ନ୍ୟୁଜ୍): ଆଜି ମାର୍ଗଶିର ମାସ ଶୁକ୍ଳ ପକ୍ଷ ତ୍ରେୟାଦାଶୀ ତିଥି। ଶ୍ରୀମନ୍ଦିରରେ ପବିତ୍ର ଧନୁସଂକ୍ରାନ୍ତି। ଏହି ତିଥିରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଅନୁଷ୍ଠିତ ହୁଏ । କୋଠଭୋଗ ରୋଷଘରେ…

୨ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । କୁଲଗ୍ରାମର ରେଡୱାନି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ୍ ସମୟରେ ଏହି ଏନକାଉଣ୍ଟର ହୋଇଛି । ସର୍ଚ୍ଚ ଅପରେସନ୍…

୨୧ ପୂର୍ବରୁ ଝିଅଙ୍କ ବିବାହ ମନା, କେନ୍ଦ୍ର କ୍ୟାବିନେଟରୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଏଣିକି ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ବୟସରେ ବିବାହ କରିବେ ଝିଅ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ…

ଆଜିଠୁ ଭିତରକନିକାରେ ଡଲଫିନ୍‌ ଗଣନା, ୯ଟି ଟିମ୍‌ ୩ ଦିନରେ ଶେଷ କରିବେ ଡଲଫିନ୍‌ ଗଣନା

ରାଜନଗର (ଭାସ୍କର ନ୍ୟୁଜ୍‌): ଆଜିଠୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଅଞ୍ଚଳର ଡଲଫିନ ଗଣନା ଆରମ୍ଭ ହେବ। ଡଲଫିନ ଗଣନା ତିନିଦିନରେ ଶେଷ କରାଯିବ ବୋଲି ବିଭାଗୀୟ…

ଏହିଦିନ ହେବ ଭିକି-କ୍ୟାଟଙ୍କ ରିସେପ୍ସନ୍ ପାର୍ଟି, ସଲମାନ ଖାନଙ୍କ ସମେତ ଏହି ଷ୍ଟାର୍ ମାନେ ହେବେ ସାମିଲ; ଜାଣନ୍ତୁ ତାରିଖ

ମୁମ୍ବାଇ: କାଟ୍ରିିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ପରେ ଦୁର୍ହେ ଲଗାତର ଭାବରେ ଖୁବ୍ ସୁନ୍ଦର ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି । ଦୁହେଁ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟରେ…