Browsing Category
Breaking News
ରାଜ୍ୟରୁ ପୁଣି ବାହାରିଲେ ୭୬୨ ପଜିଟିଭ୍, ୧୦୨ ଶିଶୁ ଆକ୍ରାନ୍ତ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
ଆଫଗାନିସ୍ତାନର ନୂଆ ଶିକ୍ଷାମନ୍ତ୍ରୀଙ୍କ ‘ଜ୍ଞାନ’, କହିଲେ- ‘ଡିଗ୍ରୀର ମୂଲ୍ୟ ନାହିଁ, ଆମେ ତା ବିନା ଏଠି ପହଞ୍ଚିଛୁ’
କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ନିଜ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କୁ ଆଫଗାନିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ନୂଆ ସରକାର ଆସିବା ପରେ ନିଜ ନୀତିର ଘୋଷଣା କରିଛି…
ଆସନ୍ତା ୩ ଘଣ୍ଟା ପାଇଁ ୪ ଜିଲ୍ଲା ସାବଧାନ୍! ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଆସନ୍ତା ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ସେହି…
‘ଇଛା ହେଲା ତ ମାରି ଦେଲି’, ମହିଳାଙ୍କୁ ଛୁରିରେ ମାରିବା ପରେ କହିଲା ଅଭିଯୁକ୍ତ
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦର ଲିଙ୍କ ରୋଡ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଘରେ ପ୍ରବେଶ କରି ଏକ ଅଜଣା ବ୍ୟକ୍ତି ୨ ମହିଳାଙ୍କୁ ଛୁରି ମାରି ଆଘାତ କରିଥିଲା । ଆକ୍ରମଣ ପରେ ଅଭିଯୁକ୍ତ ରହସ୍ୟମୟ ଭାବେ ଘଟଣାସ୍ଥଳରୁ…
ଆଜିଠୁ ବିକ୍ରି ହେବ ଓଲା ଇ-ସ୍କୁଟର, ଅକ୍ଟୋବରରେ ଆରମ୍ଭ ହେବ ଡେଲିଭରି
ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ଆଜିଠୁ ଓଲା ଇଲେକ୍ଟ୍ରିକ୍ର ଏସ୍୧ ଇ-ସ୍କୁଟର ବିକ୍ରି ଆରମ୍ଭ ହେବ । ସେହିଭଳି ଅକ୍ଟୋବରରେ ଏହାର ଡେଲିଭରି ଆରମ୍ଭ ହେବ ନେଇ କମ୍ପାନି ପକ୍ଷରୁ ଘୋଷଣା ହୋଇଛି । ଅଗଷ୍ଟ ମାସରେ ଓଲା…
ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରବାହିତ
ଜଳେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା କାରଣରୁ ବିପଦ ସଙ୍କେତ ଉପରେ…
ଭବାନୀପୁର ଉପନିର୍ବାଚନ: ଆଜିଠୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି)…
ମୁଲ୍ଳା ମହମ୍ମଦ ହସନଙ୍କ ନେତୃତ୍ୱରେ ତାଲିବାନ ସରକାର; ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲର ୩ ସପ୍ତାହ ପରେ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ନେତୃତ୍ୱରେ ଆଫଗାନ ସରକାର ଗଠନ ହୋଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ ସରକାର ଗଠନ…
୫ ଟଙ୍କିଆ କଏନ୍ ଢ଼ୋକି ଆଖି ବୁଜିଲା ୪ ବର୍ଷର ଶିଶୁ
ମହିଶୁର୍: ୫ ଟଙ୍କିଆ କଏନ୍ ଢ଼ୋକିଦେଲା ୪ ବର୍ଷର ଶିଶୁ । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ମହିଶୁର୍ ଜିଲ୍ଲାର ହୁନସୁର ଅଞ୍ଚଳରେ ହୋଇଛି । କଏନ୍ ଗିଳିବା ପରେ ତାକୁ ପରିବାର…
ଅନ୍ଧବିଶ୍ୱାସ: ନାବାଳିକାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଲେ, ଭିକ ମଗାଇଲେ; କହିଲେ- ଭଗବାନ ଖୁସି ହେବେ
ଭୋପାଳ: ଆଜିବି ଦେଶରେ ବଞ୍ଚିଛି କୁପ୍ରଥା । ଆଉ ଏହାର ଶିକାର ହେଉଛନ୍ତି କିଛି ନୀରିହ ନାବାଳିକା । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଅନ୍ଧବିଶ୍ୱାସ ନାମରେ…