Browsing Category

ବାଣିଜ୍ୟ

ପୁଣି ମହଙ୍ଗା ହେଲା ସିଏନଜି: ଏହି ସହରରେ ୨୪ ଦିନରେ ୪ଥର ବଢ଼ିଲା ରେଟ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଗତ କିଛିଦିନ ହେବ ସ୍ଥିର ଥିବା ବେଳେ ସିଏନଜି ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରର ପୁଣେ ସହରରେ ସିଏନଜି…

ଏକ୍ସପ୍ରେସ୍‌ କାର୍‌ ଲୋନ୍‌: ମାତ୍ର ୩୦ ମିନିଟ୍‌ରେ ଏଚ୍‌ଡିଏଫ୍‌ସି ଯେଗାଇବ କାର୍‌

ମୁମ୍ବାଇ : ପ୍ରାଇଭେଟ୍‌ ସେକ୍ଟରର ସବୁଠୁ ବଡ଼ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଗ୍ରାହକଙ୍କୁ କାର୍‌ ଲୋନ୍‌ ଦେବା ପାଇଁ ଏକ ନୂଆ ସର୍ଭିସ୍‌ ଲଞ୍ଚ କରିଛି । ଏହି ସର୍ଭିସ୍‌ ଅନୁଯାୟୀ ଗ୍ରାହକଙ୍କୁ ଏବେ କାର୍‌ ନେବା ଅତି ସହଜ…

ସଫଳ ହେଉଛି ସରକାରଙ୍କ ମେଡ ଇନ୍ ଇଣ୍ଡିଆ ଯୋଜନା, ଚଳିତ ବର୍ଷ ଭାରତରେ ଉତ୍ପାଦନ ହେବ ୭୦ ଲକ୍ଷ ଆଇଫୋନ୍

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଆପଲ୍ ର ଚୁକ୍ତିଭିତ୍ତିକ ଉତ୍ପାଦନକାରୀମାନେ ଭାରତରେ ୪୭,୦୦୦ କୋଟି ମୂଲ୍ୟର ଆଇଫୋନ୍ ତିଆରି କରିବେ ବୋଲି ଆଶା ଫକ୍ସକନ୍ ଏବଂ ୱିଷ୍ଟ୍ରନ୍ ଦ୍ୱାରା ଆର୍ଥିକ ବର୍ଷ୨୦୨୧-୨୨ ରେ ଦେଶରେ…

୨୦୨୩ ସୁଦ୍ଧା ଆସିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ ମୁଦ୍ରା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସୀ ଲଞ୍ଚ କରିବା ଦିଗରେ ଭାରତ ତ୍ୱରିତ ପଦକ୍ଷେପ ନେଉଛି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ସୁଦ୍ଧା ଭାରତ ଏହାର ଡିଜିଟାଲ ମୁଦ୍ରା ପ୍ରସ୍ତୁତ କରିବ ।…

ପୁଟିନ୍ ଙ୍କ ଜିଦ୍ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ଋଷଠୁ ଗ୍ୟାସ୍ କିଣିବା ଲାଗି ରୁବେଲରେ କରିବେ ପେମେଣ୍ଟ

ମସ୍କୋ: ଚାଲିଥିବା ଋଷ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଛନ୍ତି ଚାରି ୟୁରୋପୀୟ ଦେଶ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଛି ଦିନ ତଳେ କହିଥିଲେ ଯେ, ଯେଉଁ ଦେଶମାନେ ପ୍ରାକୃତିକ ଗ୍ୟାସ୍…

୨୦୨୧ ଡିସେମ୍ବର ତ୍ରୈମାସିକରେ ୯ ଟି ଶିଳ୍ପରେ ହୋଇଛି ୩.୧୪ କୋଟି ନିଯୁକ୍ତି: କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ସରକାରୀ ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୨୧ ତ୍ରେିମାସିକରେ ଦେଶର ପ୍ରମୁଖ ସଂସ୍ଥାମାନଙ୍କରେ ୪ ଲକ୍ଷ ଲୋକ ନୂଆ ଚାକିରି ପାଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଗୁରୁବାର ତ୍ରୈମାସିକ ରୋଜଗାର…

ମୋଦୀ ସରକାର ଆଣିଛନ୍ତି ଯୋଜନା: ୬୦ ବର୍ଷ ହେଲେ ଶ୍ରମିକ ମଧ୍ୟ ପାଇବେ ପେନ୍ସନ୍, ଜାଣନ୍ତୁ ପ୍ରସେସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଶ୍ରମିକମାନଙ୍କୁ ପେନସନ୍ ସୁବିଧା ଯୋଗାଇବେ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉତ୍ତମ ଯୋଜନା । ଏହା ଅଧୀନରେ ରାସ୍ତାଘାଟ…

ଖିମଜୀ ଜୁଏଲର୍ସରେ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍’ର ଶୁଭାରମ୍ଭ, ଜାଣନ୍ତୁ କେତେ ମିଳିବ ରିହାତି?

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଖରିଫ ଋୁତୁକୁ ସ୍ୱାଗତ କରି ଧାନ ବୁଣିବାର ସୁବର୍ଣ୍ଣ ପର୍ବକୁ ପାଳନ କରିବା ପାଇଁ, ଓଡିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ, ଖିମଜୀ ଜୁଏଲର୍ସ ନିଜର ଆକର୍ଷଣୀୟ ଅଳଙ୍କାର ସଂଗ୍ରହ…

ହାଣ୍ଡିଶାଳରେ ମହଙ୍ଗା ମାଡ଼, କଲବଲ କରୁଛି ପରିବା ଦର

ଭୁବନେଶ୍ୱର : ହାଣ୍ଡିଶାଳକୁ ଲୋଡ଼ା ପଡ଼ିଥାଏ ପରିବା । ପ୍ରତ୍ୟେକ ପରିବାରରେ ଏହା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ତେବେ ଏହାରି ଭିତରେ ଏବେ ସବୁଜ ପନି ରିବାର ଦର ଆକାଶଛୁଆଁ ହେବା ସାଧାରଣ ଲୋକଙ୍କୁ କଲବଲ କରିବା ସହ…

୩୦ ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଯିବ ଆପଣଙ୍କ ଟଙ୍କା, ଆଦାନୀ ଗୃପର ଏହି ଷ୍ଟକ୍ ରେ କରନ୍ତୁ ନିବେଶ

ମୁମ୍ବାଇ: ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଗ୍ରୁପର ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ୭ ଟି କମ୍ପାନୀ ମଧ୍ୟରୁ ଗୋଟିଏର ରିଟର୍ନ ଏତେ ଭଲ ହୋଇଛି ଯେ ଏହା ଏକ ମାସ ମଧ୍ୟରେ…