Browsing Category

ବାଣିଜ୍ୟ

୮୧୫ ଟଙ୍କାର ଏଲପିଜି ଗ୍ୟାସ ସିଲିଣ୍ଡର କେବଳ ୧୫ ଟଙ୍କାରେ, ଜାଣନ୍ତୁ କେଉଁଠି ମିଳିଛି ଏହି ଅଫର

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ଗତ ୬ ମାସ ହେବ ବଢିଚାଲିଛି । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ଏବେ ଦିଲ୍ଲୀରେ ୮୧୫ ଟଙ୍କା ରହିଥିବା ବେଳେ ଅନ୍ୟ ସହରରେ ଦାମ ଏହାର ପାଖାପାଖି…

ବ୍ଲାକ ଫଙ୍ଗସର ଔଷଧ ହେଲା ଟ୍ୟାକ୍ସ ଫ୍ରୀ, କରୋନା ଟିକା ଉପରେ ୫% ଜିଏସଟି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।…

ଟଙ୍କା ଉଠାଉଛନ୍ତି କି? ଅନ୍ୟ ବ୍ୟାଙ୍କ ଏଟିଏମରେ ଲାଗିବ ଚାର୍ଜ; ଜାଣନ୍ତୁ କେତେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଏଟିଏମରୁ ଟଙ୍କା ଉଠାଉଥିଲେ ହୋଇଯାଆନ୍ତୁ ସତର୍କ । ଏଟିଏମ୍ ଜରିଆରେ ହେଉଥିବା ସମସ୍ତ ନେଣଦେଣ ଉପରେ ଲାଗିବ ଅଧିକ ଫି’ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏନେଇ ଘୋଷଣା…

ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ସିଲିଣ୍ଡର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଉପଭୋକ୍ତାଙ୍କୁ ଆରାମ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ରନ୍ଧନ ଗ୍ୟାସ ଉପଭୋକ୍ତା ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ଏଲପିଜି ସିଲିଣ୍ଡର ।…

ସାବିତ୍ରୀରେ ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ ଅଛି ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ସାବିତ୍ରୀ ବ୍ରତରେ ଶସ୍ତା ହୋଇଛି ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ସ୍ଥିର ରହିଛି…

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭରୁଛନ୍ତି କମ ଟ୍ୟାକ୍ସ, ଜାଣନ୍ତୁ କେତେ ଆୟକର ଦେଉଛନ୍ତି ଜେଫ ବେଜୋସ ଓ ଏଲନ ମସ୍କ

ନୂଆଦିଲ୍ଲୀ : ଦୁନିଆର ସବୁଠୁ ବିତଶାଳୀ ବ୍ୟକ୍ତି ତାଲିକାରେ ସାମିଲ ଆମେରିକାର ଅରବପତି ଜେଫ ବେଜୋସ, ଏଲନ ମସ୍କ ଓ ୱାରେନ ବଫେଟ୍‌ଙ୍କ ଆୟକର ସମ୍ବନ୍ଧିତ ସୂଚନା ଲିକ୍ ହୋଇଛି । ଏଥିରେ ଦାବି କରାଯାଇଛି ଯେ, ଇ-କମର୍ସ…

ସୋରିଷ ତେଲର ଦରବୃଦ୍ଧି ନେଇ କ’ଣ କହିଲେ କେନ୍ଦ୍ର କୃଷିମନ୍ତ୍ରୀ?

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼ । କରୋନା କାଳରେ ବି ଖାଇବା ତେଲର ଦର ଆକାଶଛୁଆଁ ହୋଇଛି । ଏହାରି ମଧ୍ୟରେ ସୋରିଷ ତେଲର ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…

ନୂଆ ୱେବ୍‌ସାଇଟ୍‌ ଲଞ୍ଚ ଆୟକର ବିଭାଗ, ଏଣିକି ସହଜ ହେବ ଇ-ଫାଇଲିଂ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଆୟକର ବିଭାଗ ସୋମବାରଠାରୁ ନିଜର ନୂଆ ୱେବ୍‌ସାଇଟ ଆରମ୍ଭ କରିଛି । କରଦାତାଏହି ୱେବସାଇଟ ମାଧ୍ୟରେ ଟିକସ ଫେରସ୍ତ ପାଇଁ ଆବେଦନ କଲେଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହୋଇ…

SBI ଗ୍ରାହକଙ୍କ ପାଇଁ ବଡଖବର: ୩୦ ଜୁନ୍ ପୂର୍ବରୁ କରିଦିଅନ୍ତୁ ଏହି କାମ, ନଚେତ୍…

ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBIରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ନିଜର ସମସ୍ତ ଗ୍ରାହକମାନଙ୍କୁ ଶୁବଶୀଘ୍ର ପାନ୍ ଓ ଆଧାର ଲିଙ୍କ କରିବାକୁ…

ସାଧାରଣ ଜନତାଙ୍କୁ ଝଟକା : ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ, ଜାଣନ୍ତୁ କେତେ ମହଙ୍ଗା ହେଲା ତେଲ ଦର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପରି ଦେଶରେ ତେଲ ଦର ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦାମ ବଢିବାରେ ଲାଗିଛି । ଏପରିକି ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପେଟ୍ରୋଲ ୧୦୦ ଅତିକ୍ରମ କରି…