
Browsing Category
ମନୋରଞ୍ଜନ
ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା ସହ ଜଡିତ ମାଷ୍ଟର ମାଇଣ୍ଡ ଗିରଫ: ଭାରତ ଆଣିବାକୁ ଚାଲିଛି ପ୍ରସ୍ତୁତି !
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏବେବି ଅନେକ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କର ମୃତ୍ୟୁକୁ ଆଜିବି ଅନେକ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ ମାମଲାରେ…
‘Bigg Boss 16’ରେ ଆସିପାରନ୍ତି ପ୍ରକୃତି ମିଶ୍ର
କଲର୍ସ ଟିଭିର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍ ବସ୍’ । ଏଥର ନଜର ଆସିପାରନ୍ତି ମୁମ୍ବାଇରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ‘ବିଗ୍…
Brahmastra କୁ ଆଉ ଏକ ସଫଳତା: ‘ଦ କାଶ୍ମୀର ଫାଇଲ୍ସ’କୁ ଟପିଲା, ନର୍ଦ୍ଦେଶକ ଦେଲେ ଏମିତି ରିଆକ୍ସନ
ମୁମ୍ବାଇ: ବଲିଉଡରେ ଏବେ ଦମଦାର ଇନକମ୍ ଜାରି ରଖିଛି ‘ବ୍ରହ୍ମାସ୍ତ୍ର’ । ରିଲିଜ ହେବା ଦିନରୁ ଲଗାତାର ଚର୍ଚ୍ଚାରେ ରହିଛି ରଣବୀର-ଆଲିଆଙ୍କ ଏହି ସୁପରହିଟ ଫିଲ୍ମ । ଇନକମ୍ କ୍ଷେତ୍ରରେ ପ୍ରତିଦିନ ନୂଆ ନୂଆ ରେକର୍ଡ…
ବାଦଶାହାଙ୍କ ଏପରି ପୋଷ୍ଟକୁ ନେଇ ଚିନ୍ତାରେ ଫ୍ୟାନ୍ସ: ଆଉ ଶୁଣିବାକୁ ମିଳିବନି ରାପ୍ ସଙ୍ଗ !
ମୁମ୍ବାଇ: ଦେଶର ପ୍ରସିଦ୍ଧ ରାପରଙ୍କ ନାଁ କହିଲେ ପ୍ରଥମେ ବାଦଶାହଙ୍କ ନାଁ ସାମ୍ନାକୁ ଆସିଥାଏ । କାରଣ ଭାରତୀୟ ପପ୍ ତାରକା ବାଦଶାହ ତାଙ୍କର ମହାନ ଗୀତ ପାଇଁ ବେଶ୍ ଜଣାଶୁଣା । ନାଇଟ୍ ପାର୍ଟି ଶୋ ହେଉ କିମ୍ବା ବିବାହ…
ମହାପ୍ରଭୁଙ୍କର କ୍ଷୀରରେ ହେଉଛି ଅଭିଷେକ: ଭକ୍ତଙ୍କ ଘରେ ଉଭା ହେଲେ ଜଗତର ନାଥ ଜଗନ୍ନାଥ
ମହାପ୍ରଭୁଙ୍କ ଉପରେ ଢଳା ହେଉଛି କ୍ଷୀର ପରେ କ୍ଷୀର । କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁଙ୍କର ଆଜି ହେଉଛି ଦୁଗ୍ଧ ସ୍ନାନ । ପରମ ଭକ୍ତର ମନ ସ୍କାମନା ଆଜି ପୂରଣ ହୋଇଛି ଆଉ ଦେଖିବାକୁ ମିଳିଛି ଏକ ଅଲୌକିକ ଏବଂ ଅଭିନ୍ନ…
ଆଉ ଏକୁଟିଆ ରହିବେନି ପୋପଟଲାଲ୍: ଆସୁଛନ୍ତି ମିସେସ୍ ପୋପଟଲାଲ୍
ମୁମ୍ବାଇ: ଟେଲିଭିଜିନ୍ ଜଗତର ସବୁଠୁ ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ । ଦୀର୍ଘ ୧୪ ବର୍ଷ ଧରି ଲୋକଙ୍କ ମନୋରଞ୍ଜନ କରିଆସୁଛି । ଏହାର ପ୍ରତିଟି ଚରିତ୍ର ଲୋକଙ୍କ ହୃଦୟରେ ରହିଛନ୍ତି ।…
ଏହି ଅଭିନେତାଙ୍କୁ ଡେଟ୍ କରୁ଼ଛନ୍ତି କୀର୍ତ୍ତି ସାନନ୍! ଏହି କାରଣରୁ ସମସ୍ତଙ୍କୁ କହିବାକୁ ଡରୁଛନ୍ତି ଦୁହେଁ
ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କଥା ଭାଇରାଲ ହେବାର ଲାଗିଛି । ରାଜନେତା ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତ ଏହି ସୋସିଆଲ ମିଡିଆରେ ବ୍ୟସ୍ତ । ତେବେ ଏହାରି ମଧ୍ୟରେ ଅଭିନେତ୍ରୀ…
ଅନୁଭବଙ୍କ ଟ୍ୱିଟର ଆଟାକ: ସୋସିଆଲ ମିଡିଆରେ ପତ୍ନୀ ବର୍ଷାଙ୍କୁ ମାରିଲେ ପ୍ରଶ୍ନବାଣ
କଟକ: କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଫ୍ୟାମିଲି କୋର୍ଟ ବାରଣ କରିବା ପରେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି ସାଂସଦ ଅନୁଭବ । ଯାହାକୁ ନେଇ ପୁଣି ଆରମ୍ଭ…
Big Budgetରେ ଆସୁଛି ଐତିହାସିକ ‘ମହାଭାରତ’: ବଡ ପରଦାରେ ଦର୍ଶକ ଦେଖିବେ କୌରବ-ପାଣ୍ଡବଙ୍କ କାହାଣୀ
ମୁମ୍ବାଇ: ଭାରତୀୟ ସିନେମା ଇତିହାସରେ ପୁଣି ଥରେ ସୃଷ୍ଟି ହେବାକୁ ଯାଉଛି ରେକର୍ଡ । ସିନେ ପରଦାକୁ ଆସୁଛି ଦର୍ଶକଙ୍କୁ ପସନ୍ଦ ଆସିଲା ଭଳି କିଛି ଅଲଗା ଏବଂ ଖାସ ଚଳଚ୍ଚିତ୍ର । ବାହୁବଳୀ ଏବଂ ପୁଷ୍ପା ପରେ ପୁଣି ଥରେ ସିନେ…
ପୁଣି ଜେରା ହେବେ ଜ୍ୟାକଲିନ: ଉତ୍ତରରେ ଅସନ୍ତୋଷ ଥିଲେ ଦିଲ୍ଲୀ ପୋଲିସ, କାଲି ନୋରାଙ୍କ ପାଳି
ନୂଆଦିଲ୍ଲୀ: ମନି ଲଣ୍ଡ୍ରିଙ୍ଗ ମାମଲାରେ ଆଜି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ଜେରା କରିଛି EOW । କିନ୍ତୁ ଜ୍ୟାକଲିନଙ୍କ ଉତ୍ତରରେ ଅଧିକାରୀମାନେ ଅସନ୍ତୋଷ ଜାହିର କରିଛନ୍ତି । ସବୁ ଉତ୍ତର ଭିତରେ…