
Browsing Category
Featured
ରାହୁଲଙ୍କ ନାମାଙ୍କନ ପାଇଁ ଆମେଥିରେ ସଜବାଜ; କୋର୍ଟରେ ପହଞ୍ଚି ଫର୍ମ କିଣିଲେ କଂଗ୍ରେସ ପଦାଧିକାରୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟ ମତଦାନ ମେ' ୭ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା…
ଟଙ୍କା ଲୋଭରେ ବଜାରରେ ବିକ୍ରି ହେଉଛି ଅପମିଶ୍ରିତ ମସଲା, ଜାଣନ୍ତୁ କେମିତି ଚିହ୍ନିବେ ଅସଲି କି ନକଲି ?
ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ…
Big Breaking; ବିଜେଡିରୁ ଇସ୍ତଫା ଦେଲେ ଅନୁଭବ: ଟିକେଟ ନ ମିଳିବାରୁ ନେଲେ ନିଷ୍ପତ୍ତି
ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବାକି ଥିବା ଶେଷ ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହାପରେ ଦଳର ଜଣେ ଆଗ…
(Video) ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ! ବିରିୟାନୀରେ ବ୍ୟବହାର କରାଯାଉଛି କି ବିଲେଇ ମାଂସ, ଚୋରି ଘଟଣା ବଢ଼ାଇଲା ସନ୍ଦେହ
ନୂଆଦିଲ୍ଲୀ: ଆଜିର ସମୟରେ ବିରିୟାନୀ ଅନେକ ଲୋକଙ୍କର ମନପସନ୍ଦର ଖାଦ୍ୟ ଅଟେ । ବିଶେଷ କରି ଘରଠାରୁ ଦୂରରେ ରହୁଥିବା, କୌଣସି ଅଫିସରେ କାମ କରୁଥିବା ଯୁବପୀଢ଼ିମାନେ ଗଳିକନ୍ଦିରେ ପସରା ମେଲାଇଥିବା ଠେଲା ବେପାରୀଙ୍କ ଠାରୁ…
ଏମଡି ଏବଂ ସିଇଓ ସନ୍ଦୀପ ବକ୍ସିଙ୍କ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲା ICICI ବ୍ୟାଙ୍କ
ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଦ୍ୱିତୀୟ ବଡ଼ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜ ଏମଡି ଏବଂ ସିଇଓ ସନ୍ଦିପ ବକ୍ସିଙ୍କ ଇସ୍ତଫାର ଖବରକୁ ଖଣ୍ଡନ କରିଛନ୍ତି । ବ୍ୟାଙ୍କ ଏହି ଖବରକୁ ସଂପୂର୍ଣ୍ଣ ଭାବେ ମିଥ୍ୟା ଏବଂ ମନଗଢା…
୪୦୦ ପାର୍ ମଜାକ୍, ୩୦୦ ପାର୍ ଅସମ୍ଭବ; ଶଶି ଥରୁର କହିଲେ ବିଜେପି ଜିତିବ କେତେ ସିଟ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ମାହୋଲ ପୁରା ସରଗରମ ରହିଥିବା ବେଳେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ବିଜେପିର ୪୦୦ ପାର୍ ଦାବୀ ଏକ ମଜାକ୍ । ବିଜେପି ଏଥର ୩୦୦ ପାର୍ କରିବା ବି ଅସମ୍ଭବ । ଏପରିକି ୨୦୦…
Heeramandi ଦେଖି ନିରାଶ ହେଲେ ପ୍ରଶଂସକ, କମଜୋର କାହାଣୀ ପାଇଁ ଏପରି ଆସିଲା ଅଡିଏନ୍ସଙ୍କ ରିଆକ୍ସନ
ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରତ୍ୟେକ ପ୍ରୋଜେକ୍ଟକୁ ଲୋକମାନେ ବହୁ ଉତ୍ସାହର ସହ ଅପେକ୍ଷା ଥାଆନ୍ତି । ସଞ୍ଜୟ ନିଜ ଫିଲ୍ମମାନଙ୍କରେ ଚମତ୍କାର ଷ୍ଟା କାଷ୍ଟ, ଭବ୍ୟ ସେଟ୍ ଏବଂ ଦମଦାର କାହାଣୀ ପାଇଁ ଜଣାଶୁଣା ।…
ବିଧାନସଭା ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି…
(Video)ଏମିତି ବି ଆସେ ମୃତ୍ୟୁ, ନମାଜ ପଢୁଥିବା ବେଳେ ହଠାତ୍ ଟଳିପଡିଲେ ବ୍ୟକ୍ତି ଆଉ ତା’ପରେ ସବୁ ଶେଷ
ଗାଜିଆବାଦ:ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ମୁରାଦନଗର ମସଜିଦ୍ରେ ନମାଜ ପଢୁଥିବା ସମୟରେ ଅଚାନକ ହୃଦଘାତ ହେବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା…
ଇସ୍ରୋର ନୂଆ ଅଧ୍ୟୟନରେ ହେଲା ବଡ ଖୁଲାସା, ଚନ୍ଦ୍ରମାରେ ଆଶା ଠାରୁ ରହିଛି ୫ରୁ ୮ ଗୁଣ ଅଧିକ ପାଣି
ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ଆଶା ଠାରୁ ବହୁତ ଅଧିକ ପାଣିର ସନ୍ଧାନ ମିଳିଛି । ଇସ୍ରୋ ଓ ଅନ୍ୟ ବୈଜ୍ଞାନିକ ସଂସ୍ଥା ମିଳିତ ଭାବରେ ଏହି ସନ୍ଧାନ କରିଛନ୍ତି । ଚନ୍ଦ୍ରମାର ଉଭୟ ମେରୁରେ ପାଣିର ଭଣ୍ଡାର ରହିଛି । ଉତ୍ତର…