fbpx
Browsing Category

Featured

କରୋନାର ନାହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ବର୍ତ୍ତମାନ କୋଭିଡର ଦ୍ୱିତୀୟ ଲହର ଜାରି ରହିଛି । କିଛି ଦିନ ହେବ ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇବାରେ ଲାଗିଛି । ଏହି ସମୟରେ ଟିକାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା…

ଗୋଟିଏ ପଟେ ଜୀବନ, ଅନ୍ୟପଟେ ଜୀବିକା: କରୋନା ଆଉ କଟକଣା ମଧ୍ୟରେ ବଢ଼ିଚାଲିଛି ବେକାରି, ଏଥିରୁ କିପରି ମିଳିବ ମୁକ୍ତି

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରାୟ ରାଜ୍ୟରେ କଟକଣା ଜାରି ହୋଇଛି । ତେବେ ଗୋଟିଏ ପଟେ ଜନସାଧାରଣ ଜୀବନ ରକ୍ଷା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି । ସେହିପରି ଅନ୍ୟପଟେ ଜୀବିକା ବିପନ୍ନ…

ନୂଆ ଗାଇଡଲାଇନ: ଏବେ ବିନା ଲକ୍ଷଣ ରୋଗୀଙ୍କୁ ଔଷଧ ଖାଇବା ଦରକାର ନାହିଁ, ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ହୋଇ ପାରିବେ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଚିକିତ୍ସାର ଗାଇଡଲାଇନରେ ପରିବର୍ତନ କରିଛନ୍ତି । ଏହା ଅନୁଯାୟୀ, ଯେଉଁ ରୋଗୀଙ୍କଠାରେ କରୋନା ଲକ୍ଷଣ ନାହିଁ କିମ୍ବା ହାଲୁକା ଲକ୍ଷଣ ରହିଛି, ସେମାନଙ୍କୁ କୌଣସି…

ବେଲୁଚିସ୍ତାନରେ ହିନ୍ଦୁ ବ୍ୟବସାୟୀଙ୍କୁ ମିଳୁଛି ହତ୍ୟା ଧମକ, ଭୟରେ ଦୋକାନ ବଜାର ଖୋଲୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିନ୍ଦୁ ବ୍ୟବସାୟୀଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ଯାହା ଏବେ ସୀମା ପାର୍ କରିଛି । ବାରମ୍ବାର ହିନ୍ଦୁ ବ୍ୟବସାୟୀଙ୍କୁ ଧମକ ଦିଆଯାଉଛି । ଯାହା ଫଳରେ ସେମାନେ…

କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡରେ ସୃଷ୍ଟି ହେଉଛି ଅଧିକ ଆଣ୍ଟିବଡି

ନୂଆଦିଲ୍ଲୀ: ଫଙ୍ଗସ୍ ଏବଂ ଟିକାକୁ ନେଇ ଦେଶରେ ବିଭିନ୍ନ ପ୍ରକାରର ଅଧ୍ୟୟନ ଜାରି ରହିଛି । ଏହାରି ମଧ୍ୟରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ କୁ ନେଇ ୧୨ ରାଜ୍ୟର ୧୯ ହସ୍ପିଟାଲରେ ହୋଇଥିବା ଅଧ୍ୟୟନରୁ ଏକ ଗୁରୁତ୍ୱପୂର୍ଣ୍ଣ…

ରାଜଧାନୀରେ ଆରମ୍ଭ ହେଲା ଅନଲକ୍, ଜାଣନ୍ତୁ କଣ ଖୋଲିବ…

ଭୁବନେଶ୍ୱର: ଦୀର୍ଘ ଦିନ ପରେ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଚାରିଆଡ଼େ ପଡ଼ିଥିବା ତାଲା ଖୋଲିବା ପ୍ରକ୍ରିୟା ହେଲା ଆରମ୍ଭ । ରାଜଧାନୀରୁ ଆରମ୍ଭ ହୋଇଛି ଏହି ଅନଲକ୍ ଉଦ୍ୟମ । ତେବେ…

ଦେଶରେ କରୋନା ସଂକ୍ରମଣ ତଳକୁ ଖସିଲା: ଆଜି ୨୪୨୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୪୨୭ ଜଣଙ୍କ…

୧୧ ମାସର ଶିଶୁକୁ ଟବରେ ବସାଇ ଦେଇ ଫୋନରେ ବ୍ୟସ୍ତ ରହିଥିଲେ ବାପା, ଏହି ସମୟରେ ୪ ବର୍ଷର ପୁଅ ଖୋଲିଦେଲା ଟ୍ୟାପ୍, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଜଣେ ପିତାଙ୍କର ଖାମଖିଆଲି ମନୋବୃତ୍ତି କାରଣରୁ ଜଣେ ଶିଶୁର ମୃତ୍ୟୁ ଘଟିଛି । ପିତାଜଣକ ନିଜ ୧୧ ମାସର ଶିଶୁକୁ ଟବରେ ବସାଇ ଦେଇ ଫୋନରେ ମଜ୍ଜି ରହିଥିଲେ । ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କର ୪ ବର୍ଷର ପୁଅ…

୯ ବର୍ଷ ଓ ୪ ବର୍ଷ ବୟସର ଦୁଇ ଭଉଣୀଙ୍କ ଅଜବ ସଉକ: ପିତାମାତାଙ୍କ କାର୍ ଚୋରି କରି ସହର ଓ ବେଳାଭୂମି ବୁଲିବାକୁ ବାହାରିଥିଲେ, ହେଲେ କିଛି ଦୂର…

ନ୍ୟୁୟର୍କ: ଆଜିକାଲିର ଛୋଟ ପିଲାଙ୍କର ସଉକ କିଛି କମ୍ ନୁହେଁ । ୯ ବର୍ଷ ଓ ୪ ବର୍ଷ ବୟସର ଦୁଇଜଣ ଭଉଣୀ ନିଜର ସଉକକୁ ପୂରା କରିବାକୁ ଯାଇ ଏକ ଭୟଙ୍କର କାଣ୍ଡ କରିଛନ୍ତି । ଦୁହେଁ ସେମାନଙ୍କ ଘର ଠାରୁ ପ୍ରାୟ ୧୦ କିମି…

ଦୁଇ ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା: ମୃତକଙ୍କ ସଂଖ୍ୟା ୩୦ ଛୁଇଁଲା, ୫୦ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଇସଲାମାବାଦ: କରୋନା କାଳରେ ପାକିସ୍ତାନରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଦୁଇଟି ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ସଂଘଟିତ…