Browsing Category
Featured
ଯୁକ୍ତ ୨ ମୂଲ୍ୟାୟନ ପାଇଁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ
ଭୁବନେଶ୍ଵର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ବାତିଲ୍ ହୋଇଛି। କରୋନାକାଳରେ କେମିତି ବୋର୍ଡ ପରୀକ୍ଷା ହେବ ନେଇ ତାକୁ ନେଇ ଛାତ୍ର-ଛାତ୍ରୀ ଏବଂ ଅଭିଭାବକ ମହଲ ଚିନ୍ତାରେ ଥିଲେ। ଏବେ…
ଜୀବନ ବଞ୍ଚାଉଛି ଡବଲ ଡୋଜ୍ ଟିକା
ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ ଟିକାକୁ ନେଇ ଖୁସି ଖବର ଦେଇଛି ଏମସ ଗବେଷଣା । ଏମସ ପକ୍ଷରୁ କୁହାଯାଇଛି ଯେ, ଟିକା ନେଇଥିବା ଲୋକଙ୍କ ପ୍ରତି ଘାତକ ହୋଇପାରୁନି କରୋନା । ଡବଲ ଡୋଜ ଟିକା…
ରିଅଲ୍ମି ଏକ୍ସ୭ ମ୍ୟାକ୍ସ ୫ଜି ଏବଂ ରିଅଲ୍ମି ସ୍ମାର୍ଟଟିଭି ୪କେ’ ଉନ୍ମୋଚିତ : ୨ଟି ଷ୍ଟୋରେଜ୍ ଭାରିଆଣ୍ଟ୍ରେ ଉପଲବ୍ଧ ସ୍ମାର୍ଟଫୋନ୍
ମୁମ୍ବାଇ (ଓଡ଼ିଶା ଭାସ୍କର): ୫ଜି ସକ୍ଷମ ସ୍ମାର୍ଟଫୋନ୍ ଶୁଭାରମ୍ଭ କରିଥିବା ଭାରତର ପ୍ରଥମ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ଭାରତର ପ୍ରଥମ ମିଡିଆଟେକ୍ ଡାଇମେନ୍ସିଟି ୧୨୦୦ ୫ଜି ପ୍ରୋସେସର୍ ଥିବା ଏହାର ନୂତନ ଓ…
ଭୁବନେଶ୍ୱରରୁ ଆଜି ୫୯୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଭୁବନେଶ୍ୱରରୁ ଆଜି ୫୯୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
ଭାରତ ବାହାରେ ହେବ ଟି-୨୦ ବିଶ୍ୱକପ, ଏନେଇ ICCକୁ ସୂଚନା ଦେଲା BCCI
ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜନ ଏବେ ଦେଶ ବାହାରେ ହେବାକୁ ନିଷ୍ପତ୍ତି ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜିତ କରିବାକୁ…
ଗର୍ଭାବସ୍ଥା ସମୟରେ କରୋନା ସଂକ୍ରମିତ ଶିଶୁଙ୍କଠାରେ ଦେଖାଯାଉଛି ଏହି ସାଙ୍ଘାତିକ ରୋଗ, ଡାକ୍ତର କଲେ ଆଲର୍ଟ
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନ୍ୟ ରୋଗ ମଧ୍ୟ ନିଜର ପ୍ରକୋପ ଦେଖାଇବା ଆରମ୍ଭ କରିସାରିଛି । ଏହାର ପ୍ରଭାବ ସେହି ଶିଶୁମାନଙ୍କ ଉପରେ ଦେଖିବାକୁ ମିଳୁଛି, ଯେଉଁମାନେ ଜନ୍ମ ବି ହୋଇନାହାନ୍ତି । ପୋଷ୍ଟ କୋଭିଡ…
ପ୍ରାଣ ହରାଉନାହାନ୍ତି ଟିକା ନେଇଥିବା ସଂକ୍ରମିତ ବ୍ୟକ୍ତି: ଏମ୍ସ ଗବେଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏଭଳି ସ୍ଥଳେ ଅଧିକରୁ ଅଧିକ ଲୋକ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ତେବେ ଅନେକ ଦିନକୁ ଏମ୍ସ ପକ୍ଷରୁ…
ଜୁନ ୧୦ରେ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ରାଶି ପାଇଁ କିପରି ପ୍ରଭାବ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖରେ ହେବାକୁ ଯାଉଛି । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ଭାରତରେ କେବଳ ଜାମ୍ମୁ-କାଶ୍ମୀରର…
ଭାରତ ଏବଂ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମାଧାନ କରିବାରେ ଦୁଇଦେଶ ସକ୍ଷମ, ତୃତୀୟ ଶକ୍ତିର ଆବଶ୍ୟକତା ନାହିଁ: ପୁଟିନ୍
ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶନିବାର ମତବ୍ୟକ୍ତ କରିଛନ୍ତି । ପୁଟିନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶି…
ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ଏନେଇ ଆଜି ପ୍ରେସମିଟ୍ କରି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।…