Browsing Category

ଜୀବନଚର୍ଯ୍ୟା

ଝାଡୁ କରିବା ସମୟରେ ଓ ରଖିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ: ହୋଇଯିବେ କାଙ୍ଗାଳ

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ…

ଆପଣ କେତେ ସୁସ୍ଥ, ଜାଣିବେ କିପରି: ଡାକ୍ତରଙ୍କ ବିନା ପରାମର୍ଶରେ ଘରେ ବସି ଏହାର ଟେଷ୍ଟ କରିପାରିବେ

ଆଜିକାଲି ମଣିଷ ଦେହରେ ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳୁଛି । ଆଜକୁ ୨୦-୩୦ ବର୍ଷ ପୂର୍ବରୁ ପରିସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଲୋକମାନେ ୮୦-୧୦୦ ବର୍ଷ ବୟସ ପର୍ଯ୍ୟନ୍ତ ସହଜରେ ବଞ୍ଚିବା ସହିତ…

କ’ଣ ଆପଣ ବି ବିନା ସଟଡାଉନରେ ଲାପଟପ୍ ବନ୍ଦ କରୁଛନ୍ତି କି ? ବୋମା ପରି ହୋଇପାରେ ବ୍ଲାଷ୍ଟ

ଆଜିକାଲି ମୋବାଇଲ୍ ସହିତ ଲାପଟପ୍ ମଧ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ୱାର୍କ ଫ୍ରମ୍ ହୋମ୍ ଧାରା ବୃଦ୍ଧି ପାଇଥିବାରୁ ଅଧିକାଂଶ ଲୋକ ଡେସ୍କଟପ୍ ବଦଳରେ ଲାପଟପ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି ।…

ଆସୁଛି ସୌଭାଗ୍ୟ ଲକ୍ଷ୍ମୀ ଯୋଗ: ଏସବୁ ରାଶିର ଲୋକଙ୍କୁ ମିଳିବାକୁ ଯାଉଛି ମା’ ଲକ୍ଷ୍ମୀଙ୍କର ଅପାର କୃପା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୧୯ରୁ ଏହି ସବୁ ରାଶିରେ ହେବାକୁ ଯାଉଛି ସୌଭାଗ୍ୟ ଲକ୍ଷ୍ମୀ ଯୋଗ। ସେମାନଙ୍କ ଜୀବନରେ ଘଟିବାକୁ ଯାଉଛି ଆଶ୍ଚର୍ଯ୍ୟଜନକ ଘଟଣା ଏବଂ ମିଳିବ ଲକ୍ଷ୍ମୀଙ୍କର ଅପାର…

କେବେ, କାହା ଉପରେ ଏବଂ କାହିଁକି ପିତୃପୁରୁଷ ରାଗିଥାନ୍ତି? ଜାଣନ୍ତୁ ବଡ଼ ରହସ୍ୟ

ହିନ୍ଦୁ ମାନ୍ୟତା ଅନୁଯାୟୀ, ପ୍ରତିବର୍ଷ ଅଶ୍ୱିନ ମାସର କୃଷ୍ଣ ପକ୍ଷର ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷରେ ପିତୃପୁରୁଷମାନେ ପିତୃ ଲୋକରୁ ପୃଥିବୀକୁ ଅନେକ ପ୍ରକାରର ଜୀବ ରୂପେ ଆସନ୍ତି । ବିଶ୍ୱାସ କରାଯାଏ…

ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର: ଅପମାନର ପ୍ରତିଶୋଧ ନେବା ପାଇଁ ଏହାକୁ ଆପଣାନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ…

ଏହି କାରଣ ପାଇଁ କମ ବୟସରୁ ହେଉଛି ହାର୍ଟ ଆଟାକ୍, ବଞ୍ଚିବା ପାଇଁ କରନ୍ତୁ ଏହି ଟେଷ୍ଟ

ଗତ ଏକ ବର୍ଷ ମଧ୍ୟରେ ସାରା ଦେଶରେ ହୃଦଘାତ ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ୨୦ ରୁ ୪୦ ବର୍ଷ ବୟସର ଲୋକ ହୃଦଘାତରେ ପୀଡିତ ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ ମରୁଛନ୍ତି। ଏହା ଦେଖାଯାଉଛି ଯେ,…

ଚାକିରିରେ ଚାପ ଏବଂ କମ୍ ଦରମା ହୋଇପାରେ ମାରାତ୍ମକ: ନୂଆ ରିସର୍ଚ୍ଚରେ ଆଶ୍ଚର୍ଯ୍ୟକର ଖୁଲାସା

ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ, ଚାପଗ୍ରସ୍ତ ଚାକିରି ଏବଂ ସ୍ୱଳ୍ପ ବେତନ ପାଉଥିବା ପୁରୁଷଙ୍କୁ ଅନ୍ୟମାନଙ୍କ ତୁଳନାରେ ହୃଦଘାତ ହେବାର ଆଶଙ୍କା ଦୁଇଗୁଣ ଅଧିକ । ଜର୍ନାଲ ସର୍କୁଲେସନ୍: କାର୍ଡିଭାସ୍କୁଲାର୍ କ୍ୱାଲିଟି…

ଆଗାମୀ ୫ ବର୍ଷରେ ୭ଟି ଚାକିରିର ଡିମାଣ୍ଡ ଅଧିକ ମାତ୍ରାରେ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଜୀବନରେ ସମସ୍ତେ ସଫଳତା ପାଇବାକୁ ଚାହିଁଥାନ୍ତି ଆଉ ଖୁସିରେ ରହିବାକୁ ଚାହିଁଥାନ୍ତି । ମାତ୍ର ସଫଳତା ପାଇବାକୁ ହେଲେ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ । ତେବେ ଅନେକ କ୍ଷେତ୍ରରେ କିଛି ବ୍ୟକ୍ତି କଠୋର…

କେବେ ବି ବାଥରୁମରେ ରଖନ୍ତୁ ନାହିଁ ଟୁଥ୍ ବ୍ରସ୍: ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି….

ଓଡ଼ିଶା ଭାସ୍କର: ବଡ଼ ପରିବାର କିମ୍ବା ବାହାରେ ରହୁଥିବା ଲୋକମାନେ ପ୍ରାୟତଃ କମନ୍ ବାଥରୁମ୍ ବ୍ୟବହାର କରନ୍ତି । ସେଠି ସମସ୍ତଙ୍କ ଟୁଥ୍ ବ୍ରସ୍ ସବୁ ଏକାଠି ରଖାଯାଏ, ଯାହା ଅତ୍ୟନ୍ତ ଖରାପ ହୋଇଥାଏ । ଦାନ୍ତ…