Browsing Category

ଦେଶ

ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି ନେତାଙ୍କ ଭିଣୋଇଙ୍କୁ ଛାଡ଼ିଥିଲା ଏନସିବି

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଶନିବାର ଏନସିବି ଉପରେ ଅଭିଯୋଗ ଆଣିଛନ୍ତି  । ସେ କହିଛନ୍ତି ଏନସିବି ମୁମ୍ବାଇରେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଜଣେ ବିଜେପି କର୍ମୀଙ୍କ ଭିଣୋଇଙ୍କୁ…

୬୦ ହଜାର ପଏଣ୍ଟ ଛୁଇଁଲା Sensex; ନୂତନ ରେକର୍ଡ କଲା Nifty

ମୁମ୍ବାଇ: ପୁଣି ଥରେ ନିବେଶକଙ୍କୁ ମାଲାମାଲ କରିଛି ଭାରତୀୟ ଶେୟାର ବଜାର । ବିଏସଇ ସୂଚକାଙ୍କ ସେନସେକ୍ସ ପୁଣି ଥରେ ୬୦ ହଜାର ପଏଣ୍ଟ ଛୁଇଁଥିବା ବେଳେ ନୂତନ ରେକର୍ଡ କରିଛି ଏନଏସଇର ନିଫ୍ଟି । ଶୁକ୍ରବାର ସପ୍ତାହର…

ବିଜେପି କର୍ମୀଙ୍କ ହତ୍ୟା ଯୁକ୍ତିଯୁକ୍ତ; ଲଖୀମପୁର ମାମଲାରେ ଟିକାୟତଙ୍କ ବିବାଦୀୟ ବୟାନ

ନୂଆଦିଲ୍ଳୀ: ଲଖୀମପୁର ଖେରୀ ହିଂସାକାଣ୍ଡକୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଶନିବାର ଟିକାୟତଙ୍କ ଏହି ବୟାନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ଶନିବାର ଟିକାୟତ ନିଜ ବୟାନରେ…

ଏହି ରାଜ୍ୟରୁ ଆସିଛି ରାମ ମନ୍ଦିର ପାଇଁ ସର୍ବାଧିକ ଚାନ୍ଦା, କେନ୍ଦ୍ର ମନ୍ତ୍ରୀ ଦେଲେ ସୂଚନା

ଅହମଦାବାଦ୍: ରାମ ମନ୍ଦିର ନିର୍ମାଣ ପାଇଁ ସର୍ବାଧିକ ଆର୍ଥିକ ସହଯୋଗ ରାଜସ୍ଥାନରୁ ଆସିଛି । କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ କୈଳାସ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଅହମଦାବାଦ୍ ରେ ରାଜସ୍ଥାନ-ଗୁଜୁରାଟ ମନ୍ତ୍ରୀ ସଂଘ…

ଭାରତର ଏହି ରହସ୍ୟମୟୀ ସୁଡଙ୍ଗରେ ଗାଏବ ହୋଇଥିଲା ବିଶାଳ ବରଯାତ୍ରୀ, ଲୁଚିରହିଛି କୋଟି କୋଟି ସମ୍ପତ୍ତିର ରତ୍ନ-ଅଳଙ୍କାର

ନୂଆଦିଲ୍ଲୀ: ଆଜିର ଯୁଗରେ ବିଜ୍ଞାନ ଯେତେ ଆଗକୁ ଗଲେ ବି ଅନେକ ରହସ୍ୟରୁ ପରଦା ଉଠିନାହିଁ । ଅନେକ ସ୍ଥାନରେ ବିଜ୍ଞାନ ବି ଫେଲ୍ ମାରିଛି । ଏପରି ଏକ ରହସ୍ୟମୟୀ ସୁଡ଼ଙ୍ଗ ଭାରତରେ ରହିଛି, ଯେଉଁଠି ପୁରା ବରଯାତ୍ରୀ ଗାଏବ…

୧୭ ଲୋକଙ୍କ ହତ୍ୟାକାରୀ, ପାଣିରେ ବୁଡ଼ାଇ ବୁଡ଼ାଇ ମାରୁଥିଲା; ଏବେ ପୋଲିସ୍ ପଞ୍ଝାରେ

ନୋଏଡା: ହରିୟାଣାର ରୋହତକରେ ରହୁଥିବା ରୋହିତ୍ ଙ୍କର ହତ୍ୟା କରିଥିବା "ଗଦର୍ ଗ୍ୟାଙ୍ଗ"ର ସରଗନା ନବୀନ ଜାଟ୍ ୧୭ରୁ ଅଧିକ ହତ୍ୟା କରିସାରିଛି । ପୋଲିସ୍ ର ପଚରାଉଚରା ବେଳେ ସେ ସତ ମାନିଛି । ଗୁରୁବାର ଦିନ ବିଳମ୍ବିତ…

ଲକ୍ଷ୍ମୀପୁର କାଣ୍ଡ: ପୋଲିସ ସାମ୍ନାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ହାଜର ହେବା ପରେ ଅନଶନ ଭାଙ୍ଗିଲେ ସିଦ୍ଧୁ

ଲକ୍ଷ୍ମୀପୁର ଖେରି : ଲକ୍ଷ୍ମୀପୁର ଖେରି ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ପୋଲିସ ସମ୍ମୁଖରେ ହାଜର ହେବା ପରେ ଅନଶନ ଭାଙ୍ଗିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ପୋଲିସ ଦ୍ୱାରା…

ଇତିହାସ ରଚିଲେ ମୁକେଶ ଅମ୍ବାନୀ, ଏଲନ ମସ୍କ-ଜେଫ ବେଜୋସଙ୍କ ସହିତ ଏହି ସ୍ପେଶାଲ କ୍ଲବରେ ହେଲେ ସାମିଲ୍

ନୂଆଦିଲ୍ଲୀ : କେବଳ ଦେଶ ନୁହେଁ ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆଉ ଏକ ଚତିହାସ ରଚିଛନ୍ତି । ସେ ଏଲନ ମସ୍କ ଓ ଜେଫ ବେଜୋସଙ୍କ ସହିତ ଦୁନିଆର ୧୦୦ ବିଲିୟନ ଡଲାର ସଂପତ୍ତି ଥିବା ଅରବପତିଙ୍କ ତାଲିକାରେ…

ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ: ଚଳନ୍ତା ଟ୍ରେନରେ ମହିଳାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ପୀଡିତା ମହିଳା ଜଣକ ଲଖନଉ ରୁ ମୁମ୍ବାଇକୁ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍ ଟ୍ରେନରେ ଯାଉଥିଲେ । ଏହି ମାମଲାରେ ଏପର୍ଯ୍ୟନ୍ତ ୪…

ଭାକସିନ୍ ସାର୍ଟିଫିକେଟରେ କାହିଁକି ଅଛି ମୋଦୀଙ୍କ ଫଟୋ? ହାଇକୋର୍ଟ ମାଗିଲା କେନ୍ଦ୍ରକୁ ଜବାବ

ଥିରୁବନନ୍ତପୁରମ୍: ଭାକସିନ୍ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି । ଶୁକ୍ରବାର ଦିନ କେରଳ ହାଇକୋର୍ଟ ଏକ ଆବେଦନ ଉପରେ ନୋଟିସ୍ ପଠାଇ ଜବାବ…