Browsing Category

ଦେଶ ବିଦେଶ

ଟିକା ପାଇଁ କୋ-ୱିନ୍‌ରେ ପଞ୍ଜିକରଣ ଜରୁରି ନୁହେଁ, ଟିକାକରଣ କେନ୍ଦ୍ରକୁ ଯାଇ ନେଇ ପାରିବେ ଭ୍ୟାକ୍ସିନ୍: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : କରୋନା ଟିକା ନେବାକୁ କୋ-ୱିନ୍‌ ଆପ୍‌ରେ ପଞ୍ଜିକରଣ ନିହାତି ଜରୁରି ନୁହେଁ । ୧୮ ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରି ଟିକା…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର, ଆଜିଠୁ ସୁନା ହଲମାର୍କିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୩୭ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୩୭ ହଜାର ୬୦୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୭୩ ଲକ୍ଷ ୯୪…

ହାଟିଆ- ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟନମ୍‌-ମୁମ୍ବାଇ ଏଲଟି ସ୍ପେଶାଲ୍‌ ଅସ୍ଥାୟୀ ଭାବରେ ବାତିଲ୍‌

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରେଳ ମନ୍ତ୍ରଣାଳୟ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଂଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତି ନେଇଛି । ୦୮୬୩୭/ ୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଂଟ-ହାଟିଆ ବିଶେଷ ଟ୍ରେନ…

ଏହି ମୁସଲିମ ଦେଶ ରହିଛି ଭଗବାନ ବିଷ୍ଣୁଙ୍କ ବିଶାଳକାୟ ମୂର୍ତ୍ତି, ଏହାକୁ ଦେଖିଲେ ଯେକେହି ହୋଇଯିବ ଆଶ୍ଚର୍ଯ୍ୟ; ଏହାର ନିର୍ମାଣ ପାଇଁ ପଛରେ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ । ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ…

ପାନ୍-ଆଧାର ଲିଙ୍କ୍ ନକଲେ ଗଣିବେ ତଣ୍ଡ, ଜାଣନ୍ତୁ କେବେ ଶେଷ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଆପଣ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ କରିନାହାନ୍ତି ତା’ହେଲେ ଏଥିପାଇଁ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିପାରେ । କାରଣ ଆପଣଙ୍କ ପାନ୍-ଆଧାର ଲିଙ୍କ୍ ହୋଇନଥିଲେ ସେହି ପାନ କାର୍ଡ…

ବଲିଉଡ୍‌ର ସେକ୍ସିଗାର୍ଲ ମଲ୍ଲିକା ଏବେ ଲସ୍‌ ଏଞ୍ଜେଲ୍‌ସ ବାସଭବନରେ କାଟୁଛନ୍ତି ଦିନ, ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କଲେ ଫଟୋ

ମୁମ୍ବାଇ (ଓଡ଼ିଶା ଭାସ୍କର) : ଦ ମର୍ଡର ଗାର୍ଲ ମଲ୍ଲିକା ୨୦୦୩ରେ ‘ଖ୍ୱାହିସ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ । ପରେ ପ୍ୟାର୍‌ କେ ସାଇଡ୍‌ ଇଫେକ୍ଟସ୍‌, ଡର୍‌ନା ଜରୁରୀ ହୈ, ମର୍ଡର, ଆପ୍‌ କା…

ଆଉ ଲୋଡ଼ା ନାହିଁ କୋୱିନ୍ ରେଜିଷ୍ଟ୍ରେସନ୍, ସମସ୍ତେ ନେଇପାରିବେ ଟିକା

ନୂଆଦିଲ୍ଲୀ: ଏଣିକି ଆଉ ଲୋଡ଼ା ନାହିଁ ରେଜିଷ୍ଟ୍ରେସନ୍ । ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂ ଚିନ୍ତା ଦୂର ହୋଇଯାଇଛି । ୧୮ବର୍ଷରୁ ଉର୍ଦ୍ଧ୍ୱ ଯେ କୌଣସି ଭାରତୀୟ ନାଗରିକ ସିଧାସଳଖ ଟିକାକେନ୍ଦ୍ରକୁ ଯାଇ…

ଆନ୍ଧ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୧-୨୨ ଶିକ୍ଷାବର୍ଷରୁ ଡିଗ୍ରୀ କଲେଜରେ ବାଧ୍ୟତାମୂଳକ ହେବ ଇଂରାଜୀ ମାଧ୍ୟମ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର । ଡିଗ୍ରୀ କଲେଜରେ ଇଂରାଜୀ ମାଧ୍ୟମକୁ କରାଯିବ । ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀ ସରକାର ନେଇଛନ୍ତି ଏହି ନିଷ୍ପତ୍ତି ।…