fbpx
BSKY
BJD YOUTH SKY
BJD MS SKY
Browsing Category

ଦେଶ

ଅଯୋଧ୍ୟାରେ ପହଞ୍ଚିଲା ସ୍ୱର୍ଣ୍ଣ ଅକ୍ଷରରେ ଲିଖିତ ରାମାୟଣ, ରାମଲଲାଙ୍କ ଗର୍ଭଗୃହରେ ରଖାଗଲା

ନୂଆଦିଲ୍ଲୀ: ଆଯୋଧ୍ୟାର ରାମ ମନ୍ଦିରରେ ସୁନାର ଅକ୍ଷରରେ ଲିଖିତ ରାମାୟଣର ସ୍ଥାପନା ମଙ୍ଗଳବାର ଦିନ ନବରାତ୍ରିର ପ୍ରଥମ ଦିନରେ କରାଯାଇଛି । ଜଣେ ପୂର୍ବତନ ଆଇଏସଏସ ଅଧିକାରୀ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀରାମ ଜନ୍ମଭୂମି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଲରାଉଣ୍ଡର ତଥା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇକୁ ମୁମ୍ବାଇ ପୋଲିସ ଗିରଫ କରିଛି । ତେବେ ୩ ବର୍ଷ ତଳର ଠକେଇ ମାମଲାରେ…

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ପରୀକ୍ଷା ଖାତା ଦେଖି ଭାବୁକ ହୋଇଗଲେ ଶିକ୍ଷୟିତ୍ରୀ: ଆନସର ଶିଟରେ ଲେଖାଥିଲା ପ୍ରିୟ ମାଡାମଙ୍କ ଉପରେ ନିବନ୍ଧ

ନୂଆଦିଲ୍ଲୀ: ଆଜିର ଇଣ୍ଟରନେଟ ଜମାନାରେ ଅନେକ ସମୟରେ କିଛି ଛାତ୍ର ଓ କର୍ମଚାରୀଙ୍କ ଅଜବ ପ୍ରକାରର ହରକତ ବିଷୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥାଏ । କେତେବେଳେ କୌଣସି କର୍ମଚାରୀ ତାଙ୍କ ଅଫିସର ବସଙ୍କ ନିକଟକୁ…

ଓଲଟିଲା ସ୍କୁଲ ବସ୍‌: ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ସରକାରୀ ଛୁଟିରେ ମଧ୍ୟ ଖୋଲା ଥିଲା ବିଦ୍ୟାଳୟ

ନୂଆଦିଲ୍ଲୀ : ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଯାଉଥିଲେ । ଏଥିରେ ଅନେକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି । ଏଥିରେ ଅନେକ…

‘ନେହେରୁଙ୍କ ପାଇଁ ଭାରତ ହୋଇପାରିଲାନି ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ’: ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଦିନ ରାଜସ୍ଥାନର ବିକାନେର ଜିଲ୍ଲାରେ ଅୟୋଜିତ ଏକ ରାଲିରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ,…

ଏପ୍ରିଲ-ମେ’ ମାସରେ ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ 

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ' ମାସରେ ଭାରତରୁ ପ୍ରାୟ ୬ ହଜାର ଶ୍ରମିକ ଇସ୍ରାଏଲ୍ ଯିବେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୨୦୨୩ରୁ ଗାଜା ଉପରେ ଇସ୍ରାଏଲ…

OSSTET ରେଜଲ୍ଟ କେବେ ପ୍ରକାଶ ପାଇବ: ସୂଚନା ଦେଲେ ବୋର୍ଡ ଉପସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଆଶାୟୀମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତିରେ ଆବେଦନ କରିପାରୁ…

ସ୍କାମ ମେସେଜରେ କ୍ଲିକ କରିବା ପୂର୍ବରୁ ମିଳିବ ୱାର୍ଣ୍ଣିଂ, ଆସିଲା ଗୁଗୁଲର ବଡ଼ ଅପଡେଟ

ନୂଆଦିଲ୍ଲୀ: ଗୁଗୁଲ କୋଟିକୋଟି ଆଣ୍ଡ୍ରୋଏଡ ୟୁଜର୍ସଙ୍କ ନୂଆ ଫିଚର ଆଣିବାକୁ ଯାଉଛି । ଯେଉଁଥିରେ ବ୍ୟବହାରକାରୀ ଠକେଇର ଶିକାର ହେବେନି । ଏହି ଅପଡେଟ ଜାରି ହେବା ପରେ ୟୁଜର୍ସଙ୍କ ଫୋନରେ ଆଣିବାକୁ ଥିବା କୌଣସି ମଧ୍ୟ…

ପୁଣି ଏକ ଝଟକା: କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଦରୁ ହଟାଇଲା ଭିଜିଲାନ୍ସ ବିଭାଗ

ନୂଆଦିଲ୍ଲୀ: ମଦ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ରହିଥିବା ବେଳେ ତାଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଗୋଟିଏ ପଟେ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା ମିଳିଥିବା…

ଆଜି ଇଦ୍ ପାଳୁଛନ୍ତି ଇସଲାମ ଧର୍ମୀ; ପରସ୍ପରକୁ ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା

କଟକ: (ଓଡ଼ିଶା ଭାସ୍କର) ଇଦ୍ ଇସଲାମ ଧର୍ମର ଏକ ପ୍ରମୁଖ ପର୍ବ, ଯାହା ରମଜାନ ଶେଷ ହେବା ପରେ ଶୱଲର ପ୍ରଥମ ତିଥିରେ ପାଳନ କରାଯାଏ । ମୁସଲମାନମାନେ ରମଜାନ ମାସରେ ଉପବାସ ରଖନ୍ତି ଏବଂ ରମଜାନ ଶେଷ ହେବା ସହିତ ଉପବାସ ମଧ୍ୟ…