Browsing Category

ଦେଶ

ହେଲିକପ୍ଟର କ୍ରାସ: ସହିଦ ସାଇତେଜାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବିଶାଖାପାଟଣା: ତାମିଲନାଡୁର କନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସହିତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ସହିଦ ହୋଇଥିବା ଲାନ୍ସ ବି ନାଏକ ସାଇଜେତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ…

କୃଷକଙ୍କୁ ମିଳିବ ୪ ହଜାର ଟଙ୍କା; E-KYC ନଥିଲେ ଆକାଉଣ୍ଟକୁ ଆସିବନି ପିଏମ କିଷାନ ରାଶି

ନୂଆଦିଲ୍ଲୀ: କୃଷକ ମାନଙ୍କୁ ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର ୧୦ମ କିସ୍ତି ଟଙ୍କା । ପ୍ରାୟ ୧୨ କୋଟି କୃଷକଙ୍କ ଖାତାକୁ ଏହି ଅର୍ଥରାଶି ଯାଉଥିବା ବେଳେଇ କେୱାଇସି ନକଲେ ଏହି ଅର୍ଥ ରାଶି ଆକାଉଣ୍ଟକୁ ଆସିବନି…

ମଳଦ୍ୱାରରୁ ବାହାରିଲା ୭ କିଲୋ ସୁନା, ଏୟାରପୋର୍ଟରେ ଯାଞ୍ଚ ସମୟରେ ହେଲା ଖୁଲାସା

ହାଇଦ୍ରାବାଦ୍: କଷ୍ଟମ୍ ବିଭାଗର ଆଖି ଆଗରୁ ବଞ୍ଚିବା ପାଇଁ ତସ୍କର ମାନେ ନୂଆ ନୂଆ ଉପାୟ ଆପଣାଇଥାନ୍ତି । ହେଲେ ହାଇଦ୍ରାବାଦ୍ ଏୟାରପୋର୍ଟରେ ତସ୍କର ମାନେ ଏପରି ଏକ ପନ୍ଥାରେ ସୁନାର ତସ୍କରୀ କରୁଥିଲେ, ଯାହା ଶୁଣିଲେ ଆପଣ…

ଓମିକ୍ରନଠାରୁ କେତେ ପ୍ରତିଶତ ରକ୍ଷା କରିବ କୋଭିଶିଲ୍ଡର ବୁଷ୍ଟର ଡୋଜ୍? ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଟିକା ନେଇଥିବା ଲୋକଙ୍କୁ ସଂକ୍ରମିତ କରୁଛି । ଲୋକମାନଙ୍କର ଇମ୍ୟୁନିଟି ବଢ଼ାଇବାକୁ ତୃତୀୟ ବୁଷ୍ଟର ଡୋଜ୍ ନେବାକୁ ଯୁକ୍ତି ଚାଲିଛି । ଏହାରି ମଧ୍ୟରେ ୟୁକେ ହେଲଥ୍…

ଦିଗ୍ଗଜ ଫୁଟବଲର୍ ମାରାଡୋନାଙ୍କ ଚୋରି ଘଣ୍ଟା ଆସାମରୁ ହେଲା ଜବତ, ଦୁବାଇ ପୋଲିସ ସହାୟତାରେ ଅଭିଯୁକ୍ତ ଗିରଫ

ଦିଶପୁର: ଦିବଙ୍ଗତ ତଥା ଦିଗ୍ଗଜ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ଘଣ୍ଟାର ସନ୍ଧାନ କରିବାରେ ଆସାମ ପୋଲିସ୍ କୁ ବଡ଼ ସଫଳତା ମିଳିଛି । ଦୁବାଇ ପୋଲିସ୍ ର ମିଳିତ ସହାୟତାରେ ଆସାମ ପୋଲିସ୍ ଘଣ୍ଟାଟିକୁ ଠାବ କରିବାରେ ସଫଳତା…

ରାଜଧାନୀରୁ ଓମିକ୍ରନର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୩

ନୂଆଦିଲ୍ଲୀ: ଭାରତରେ କରୋନାର ନୂତନ ଭାରିଆଣ୍ଟର ପ୍ରଭାବ ବଢ଼ିବାରେ ଲାଗିଛି । ପୂର୍ବରୁ ଏଠାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଏକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍…

ଦେଶର ସବୁଠାରୁ ବଡ଼ ସିରିଞ୍ଜ ଫ୍ୟାକ୍ଟ୍ରିରେ ଲାଗିଲା ତାଲା, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ କାରଣରୁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଥିବା ବେଳେ ଆଉ ଏକ ନିରାଶ କରିବା ପରି ଖବର ସାମନାକୁ ଆସିଛି । ଦେଶର ସବୁଠାରୁ ବଡ଼ ସିରିଞ୍ଜ ଓ ଛୁଞ୍ଚି କମ୍ପାନୀ ହିନ୍ଦୁସ୍ତାନ ସିରିଞ୍ଜ ଆଣ୍ଡ…

ପିଲାଙ୍କ ଅନଲାଇନ୍ ଗେମିଂ ଅଭ୍ୟାସକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍, ଜାଣନ୍ତୁ କଣ ରହିଛି

ନୂଆଦିଲ୍ଲୀ: ପିଲାମାନଙ୍କୁ ଅନଲାଇନ୍ ଗେମିଂ ବିପଦରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ଗେମ୍ ଡାଉନଲୋଡ୍ କରିବା ସମୟରେ ବ୍ୟକ୍ତିଗତ ସୂଚନା ନ…

ଓମିକ୍ରନ ପ୍ରଭାବ: ମାୟାନଗରୀରେ ଲାଗୁ ହେଲା ୧୪୪ ଧାରା

ମୁମ୍ବାଇ: ଦେଶରେ ଦିନକୁ ଦିନ ଓମିକ୍ରନ ସଂକ୍ରମିତ ବଢ଼ିଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୩୨ ମାମଲା ସାମନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମାୟାନଗରୀ ମୁମ୍ବାଇରେ ଦୁଇଦିନ ୧୪୪ ଧାରା ଲାଗୁ କରଯାଇଛି । ୧୧…

ଚପର କ୍ରାସ୍: ଆଜି ଆସୁଛି ଓଡ଼ିଆ ଯବାନଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁରେ ହେଲିକପ୍ଟର୍ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରି ରଖିଦେଇଛି । ଇତିମଧ୍ୟରେ ଆଉ ୪ ବାୟୁସେନା କର୍ମଚାରୀଙ୍କ ମୃତଦେହ ଠାବ କରାଯାଇଛି । ଏଥିରେ…