CHARIDHAM
Browsing Category

ଦେଶ

ନିର୍ବାଚନ ଜିତିଲେ ମହିଳାଙ୍କୁ ମାସିକ ୨୫୦୦: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଦେଖନ୍ତୁ VIDEO

ନୂଆଦିଲ୍ଳୀ: ମହିଳାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା । ରବିବାର ଏମିତି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ଅଢେଇ ହଜାର ଟଙ୍କା ପ୍ରଦାନ…

ଜାନୁଆରୀ-ଫେବୃଆରୀ ବେଳକୁ ପିକ୍ ରେ ଥିବ କୋଭିଡର ତୃତୀୟ ଲହର- IIT ପ୍ରଫେସର୍ କଲେ ଏପରି ଦାବି

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୁତନ ଭାରିଆଣ୍ଟ ଓମିକ୍ରନ୍ ର ପ୍ରଭାବ ନୂଆ ବର୍ଷ ବେଳକୁ ବୃଦ୍ଧିପାଇବାର ଆଶଙ୍କା ରହିଛି । ବର୍ତ୍ତମାନ ଦୁଇ ଦିନ ଭିତରେ ୫ଟି ମାମଲା ସାମନାକୁ ଆସିଛି । ଜାନୁଆରୀ ମାସ ଶେଷ ଆଡ଼କୁ ଏବଂ…

ରାଜଧାନୀରେ ପ୍ରଥମ ‘ଓମିକ୍ରନ୍’ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: : ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଓମିକ୍ରନର ୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ ରୋଗୀ…

ନାଗାଲାଣ୍ଡରେ ସୁରକ୍ଷାବଳଙ୍କ ଫାୟାରିଂ,୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀ ଦେଲେ ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାଗାଲାଣ୍ଡରେ ସୁରକ୍ଷାବଳଙ୍କ ଫାୟାରିଂ ଘଟଣାରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି ଓ ଦୁଇ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଏବେ ସବୁଆହେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ଦୁର୍ଭାଗ୍ୟଜନକ…

ଦକ୍ଷିଣ ଆଫ୍ରିକାରୁ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିଲା ‘ଓମିକ୍ରନ’, ଏତେ ଲୋକ ହୋଇଗଲେ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଓମିକ୍ରନର ୪ ରୋଗୀ ଚିହ୍ନଟ ହୋଇଛନ୍ତି । ମୁମ୍ବାଇର କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲଟି କମିଶନର…

ମହାଠକ ଚନ୍ଦ୍ରଶେଖରକୁ ନେଇ ବଡ଼ ଖୁଲାସା; ଜାକଲିନଙ୍କୁ ଗିଫ୍ଟ କରିଥିଲେ ୫୨ ଲକ୍ଷର ଘୋଡା ଓ ୯ଲକ୍ଷ ଟଙ୍କାର ବିଲେଇ

ନୂଆଦିଲ୍ଲୀ: ତିହାଡ ଜେଲରେ ବସି ୨୦୦ କୋଟି ଟଙ୍କା ଠକେଇ କରିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟରେ ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ କରାଯାଇଛି । ଶନିବାର ଦିନ…

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ରୋସେୟାଙ୍କ ପରଲୋକ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାମିଲନାଡ଼ୁର ପୂର୍ବତନ ରାଜ୍ୟପାଳ କେ.ରୋସେୟା ଆଉ ନାହାନ୍ତି । ୮୮ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘଦିନରୁ ସେ ଅସୁସ୍ଥ…

୨୧ ହଜାର କିଲୋରୁ ଅଧିକ ଗୋମାଂସ ଜବତ, ଦୁଇ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ପୋଲିସ୍ ପାଳଘରର କାସା ଅଞ୍ଚଳରୁ ୨୧ହଜାର ୧୮ କିଲୋର ଗୋମାଂସ ଜବତ କରିଛି । ଏହା ସହିତ ତାମିଲନାଡ଼ୁର ଦୁଇ ଗଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଦୁଇଜଣ ଗୋମାଂସକୁ ଏକ ଟ୍ରକ୍ ଯୋଗେ ତାମିଲନାଡ଼ୁରୁ…

ଓମିକ୍ରନ୍ ଆଣିବ ଭାରତରେ ତୃତୀୟ ଲହର! ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୁତନ ଭାରିଆଣ୍ଟ୍ ଓମିକ୍ରନ୍ ପ୍ରଭାବ ଦେଖାଇବା ଆରମ୍ଭ କରିଛି । ୨୪ ନଭେମ୍ବରରେ ଓମିକ୍ରନ୍ ର ପ୍ରଥମ ମାମଲା ଚିହ୍ନଟ ହେବା ପରଠାରୁ, ଏହି ନୂତନ ପ୍ରଜାତି ୩୮ଟି ଦେଶକୁ ବ୍ୟାପିଗଲାଣି ।…

ମଝି ଆକାଶରେ ଉଡ଼ିଗଲା ଯାତ୍ରୀଙ୍କ ପ୍ରାଣବାୟୁ, ମେଡିକାଲ ଏମରଜେନ୍ସିରେ ପୁଣି ଦିଲ୍ଲୀ ଫେରିଆସିଲା ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ିଗଲା ପ୍ରାଣବାୟୁ । ବିମାନରେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କର ଘଟିଛି ମୃତ୍ୟୁ । ସେ ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିଲେ । ତେବେ ବାଟରେ ତାଙ୍କର…