Browsing Category
ରାଜ୍ୟ
(Video) ତିଗିରିଆ ବ୍ଲକରେ ମହାନଦୀର ବନ୍ଧରେ ସୃଷ୍ଟି ହେଲା ବଡ଼ ଘାଇ: ବାଲିବସ୍ତା ପକାଇବାରେ ଲାଗିଛନ୍ତି ଲୋକେ
ଆଠଗଡ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ମହାନଦୀରେ ବନ୍ୟା ପରେ ଆଠଗଡ…
ରାଜ୍ୟରେ ସାଙ୍ଘାତିକ ସ୍ଥିତି, ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ: ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ସେ…
ବୁଡି ଯିବ ଓଡିଶା!ଆସୁଛି ପୁଣି ଆଉ ଏକ ଲଘୁଚାପ
ଭୁବନେଶ୍ୱର: ବର୍ତ୍ତମାନ ବନ୍ୟାର ସ୍ଥିତି କିଛି ଭଲ ନଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଗୋଟିଏ ପରେ ଗୋଟିଏ ଲଘୁଚାପ ଓଡିଶାକୁ ଗ୍ରାସ କରିବାକୁ ଲାଗିଲାଣି । ବର୍ତ୍ତମାନ ବର୍ଷାରେ ଓଡିଶାର ବହୁ ସ୍ଥାନ ଜଳମଗ୍ନ…
ବଢ଼ୁଛି ଜଳସ୍ତର, ଫୁଲୁଛି ହୀରାକୁଦ ଡ୍ୟାମ୍: ଆଜି ୧୧ଟାରେ ବନ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି, ଯାହାର ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଜଳସ୍ତର ବଢ଼ିବା ଯୋଗୁଁ ଫୁଲିବାରେ ଲାଗିଛି ହୀରାକୁଦ ଡ୍ୟାମ୍ । ୬୨୫…
ଆଠଗଡ଼ ବନ୍ୟାପାଣିରେ ଭାସିଗଲା କାର୍: ଅଳ୍ପକେ ବର୍ତ୍ତିଲେ ୪ ଜଣ
ଆଠଗଡ଼(ଓଡ଼ିଶା ଭାସ୍କର): ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବନ୍ୟାପାଣି ମାଡ଼ିଆସିବା ଫଳରେ ଅନେକ ରାସସ୍ତାଘାଟ ବନ୍ଦ…
ଫୁଲୁଛି ମହାନଦୀ ପାଣି: ବିଭିନ୍ନ ସ୍ଥାନରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟାର ଆଶଙ୍କା ବଢାଇ ଦେଇଛି । ଫଳରେ ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦର ୨୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ…
ଅଧା ରହିଗଲା ବାହା ହେବା ଇଚ୍ଛା, ଏୟାରପୋର୍ଟରୁ ହିଁ ଗାଏବ ହୋଇଗଲା କନ୍ୟା
ଆପଣ ଅନେକ ସମୟରେ ଏଭଳି ଖବର ଶୁଣିଥିବେ ଯେ, କନ୍ୟା ବିବାହ ପରେ ଘରେ କଳାକନା ବୁଲାଇଦେଇଛି । କିମ୍ବା ଖରୁ ସବୁ ଲୁଟି ନେଇ ଫେରାର ହୋଇଯାଇଛି । କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବିବାହ ପରେ…
ବର୍ଷା କମିଛି ସତ, କିନ୍ତୁ ଏବେ ବି ରହିଛି ବନ୍ୟାର ଆଶଙ୍କା: ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପର ପ୍ରଭାବ । ଗତ କିଛି ଦିନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ପାଗରେ ସାମାନ୍ୟ ସୁଧାର ଆସିଛି । ଆଜି ପ୍ରବଳ ବର୍ଷାରୁ ଟିକିଏ ନିସ୍ତାର ପାଇଛନ୍ତି ରାଜ୍ୟବାସୀ…
(Video) ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ: ଧସ୍ତାଧସ୍ତି ହେଲେ ବିଜେଡିକର୍ମୀ-ବିଧାୟକ
ଗଞ୍ଜାମ: ବିଧାୟକଙ୍କୁ ବିରୋଧ... ସ୍ୱାଧୀନତା ଦିବସ ପାଳନବେଳେ ନିଜ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀଙ୍କ ବିରୋଧ । ପ୍ରଦୀପଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ ଠେଲାପେଲା କରିଥିଲେ…
ସମୁଦ୍ରରେ ଭାସିଗଲେ ୨, ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର
ପୁରୀ: ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଗଲେ ୨ ଯୁବକ । ଦିଗବାରିଣୀ ଖୁଣ୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ୨ ଜଣ ନିଖୋଜ ହୋଇଯାଇଛନ୍ତି ।
ମିଳିଥିବା ସୂଚନା ଅନୂଯାୟୀ, ଦୁଇବନ୍ଧୁ ବୁଲିବାକୁ ଆସି ଏଠାରେ…