Browsing Category
ରାଜ୍ୟ
ରଜରେ କୋଭିଡ୍ ନିୟମକୁ ଫୁ କରି ଦୋଳି ଖେଳିଳେ ସରପଞ୍ଚ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି
ମାଲକାନଗିରି (ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ମୃତ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ କରୋନା ମହାମାରୀ ଦ୍ୱିତୀୟ ଲହରୀ…
ବିରଳ ହଳଦିଆ କଇଁଛ ଉଦ୍ଧାର, ଓଜନ ପ୍ରାୟ ୨ କିଲୋ
ଭଦ୍ରକ (ଓଡ଼ିଶା ଭାସ୍କର) : ବୈତରଣୀ ନଦୀପଠାରୁ ଉଦ୍ଧାର ହୋଇଛି ହଳଦିଆ ରଙ୍ଗର କଇଁଛ । ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀ ପାଖ ରାସ୍ତାରେ କଇଁଛଟିକୁ ଉଦ୍ଧାର କରାଯାଇଛି । ଜଣେ ଯୁବକ ଘରକୁ…
ଭୁବନେଶ୍ୱରରୁ ଆଜି ୩୭୫ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୩୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
ପାଠ୍ୟକ୍ରମରେ ସାମିଲ ହେଲା ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବମ, ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । ସାହିତ୍ୟ (ଏଫଏଲଓ)ରେ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ ହୋଇଛି । ବନ୍ଦେ ଉତ୍କଳ ସାମିଲ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ…
ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ମଙ୍ଗ ଧରିଲେ ବନ୍ଦିତା ପରିଡ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ଏହାର ମହିଳା ଶାଖାରେ କିଛି ପରିବର୍ତ୍ତନ ଅଣାଯାଇଛି । ଓଡ଼ିଶା ପାଇଁ ନୂଆ ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ମନୋନୀତ କରାଯାଇଛି । ଏହା ଫଳରେ ବନ୍ଦିତାଙ୍କ ସମର୍ଥକଙ୍କ…
ରାଜ୍ୟରେ ନକଲି ଔଷଧ ମାମଲାରେ ୩ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନକଲି ଔଷଧ କାରବାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ୩ ଜଣଙ୍କ ମଧ୍ୟରେ ଜଣେ ମେଡିସିନ…
କ୍ରିଷ୍ଣା ଓ କୁନି ଭାଇକୁ ମିଳିଲା ଆଶ୍ୱସ୍ଥି; ଆପଣାଇ ନେଲେ ଅଭିନେତା ସ୍ୱରାଜ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ଛଡ଼ାଇ ନେଇଛି ଅନେକ ଜୀବନ । ଉଜୁଡି ଯାଇଛି ଅନେକ ସଂସାର । କାହାର ରୋଜଗାର ନାହିଁତ କାହାର ବାପା ମା ନାହନ୍ତି ତ କାହାର ନାହିଁ ସନ୍ତାନ । ଏମିତି ଏକ ଘଟଣା ପଦାକୁ ଆସିଛି ।…
‘ସବୁ ଜୀବନ ମୂଲ୍ୟବାନ’, ମୁଖ୍ୟମନ୍ତ୍ରୀ ଆଉ କଣ କହିଲେ ଜାଣନ୍ତୁ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତେ୍ୱ ଓଡ଼ିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ…
ଉବୁଟୁବୁ ରାଜଧାନୀ, କଲବଲ ଜନତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଙ୍ଗ ମୁତିଲେ ରାଜଧାନୀ ଉବୁଟୁବୁ! ଲଗାଣ ବର୍ଷା ହେଲେ ବେହାଲ ହେଉଛି ସ୍ମାର୍ଟ ସିଟି । ଫି’ ବରଷ ଏଭଳି ସମସ୍ୟା ଲାଗି ରହୁଥିଲେ ମଧ୍ୟ ସମସ୍ୟା ସୁଧାରି ପାରୁନାହାନ୍ତି ସରକାର । ପ୍ରଶାସନର…
ଛେରାପହଁରା କରିବେନି ଗଜପତି: ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ହାଇକୋର୍ଟଙ୍କ ଏପରି ଶୁଣାଣି
ପୁରୀ (ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ…