fbpx
Browsing Category

ଅଲିମ୍ପିକ୍

କାଜାଖସ୍ତାନକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ଚତୁର୍ଥ ଦିବସରେ ଭାରତ ବିଜୟରୁ ତା’ର ଯାତ୍ରା ଆରମ୍ଭ କରିଛି । ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍ କାଜାଖସ୍ତାନକୁ ୬-୨ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଦଳରେ…

ଟୋକିଓ ୨୦୨୦: ପ୍ରଥମ ଦିନର ସେଲିଂରେ ବିଷ୍ଣୁ-୧୪, ନେତ୍ରା-୨୭

ନୂଆଦିଲ୍ଲୀ: ପ୍ରଥମ ଥର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଦୁଇ ଭାରତୀୟ ସେଲ ନେତ୍ରା କୁମାନନ ଓ ବିଷ୍ଣୁ ସରବାନନ ପ୍ରଥମ ଦିନର ସେଲିଂ ପ୍ରତିଯୋଗିତାରେ ବଢିଆ ପ୍ରଦର୍ଶନ କରିଛନ୍ତି । ରବିବାର ସେଲିଂର ପ୍ରଥମ ଦିନରେ…

ଅସଲି ସୁନା ନୁହେଁ ଅଲିମ୍ପିକ୍ସ ପଦକ; ଜାଣନ୍ତୁ କେଉଁଥିରୁ ତିଆରି ହୋଇଛି ଟୋକିଓ ମେଡାଲ

ନୂଆଦିଲ୍ଲୀ :ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବାସ୍ତବ ସୁନାରେ ତିଆରି ହେଉନାହିଁ । ନିଜର ଅନନ୍ୟ ଓ ବିକଶିତ ବୈଷୟିକ କୌଶଳ ପାଇଁ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା…

ଟୋକିଓ ୨୦୨୦: ଭାରତୀୟ ହକି ଦଳର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚରେ ବିଜୟୀ ହେବା ପରେ ଦ୍ୱିତୀୟ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି ଭାରତୀୟ ପୁରୁଷ ହକି ଦଳ । ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭-୧ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଅଷ୍ଟ୍ରେଲିଆ…

ଇତିହାସ ରଚିଲେ ଭାରତୀୟ ନୌଚାଳକ: ଡବଲ ସ୍କଲ ସେମିରେ ଅର୍ଜୁନ ଓ ଅରବିନ୍ଦ

ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଏହାର ଚମକ୍ରାର ପ୍ରଦର୍ଶନ ଜାରି ରଖିଛି । ଭାରତୀୟ ନୌଚାଳକ ଅର୍ଜୁନ ଜାଟ ଓ ଅରବିନ୍ଦ ସିଂ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଇତିହାସ ରଚିଛନ୍ତି । ଏହା ପୂର୍ବରୁ…

ସଂଘର୍ଷପୂର୍ଣ୍ଣ ବିଜୟ ସହ ତୃତୀୟ ରାଉଣ୍ଡରେ ମନିକା ବାତ୍ରା

ନୂଆଦିଲ୍ଳୀ: ଏକମାତ୍ର ଟେବଲ ଟେନିସ ଖେଳାଳି ଭାବରେ ଟୋକିଓରେ ଭାରତର ଆଶା ରହିଥିବା ମନିକା ବାତ୍ରା ରବିବାର କଡା ସଂଘର୍ଷପୂର୍ଣ୍ଣ ବିଜୟ ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ୭ ସେଟ ବିଶିଷ୍ଟ ମୁକାବିଲାକୁ ମନିକା…

ଟୋକିଓ ୨୦୨୦: ପ୍ରି କ୍ୱାର୍ଟରରେ ମେରୀକମ୍

ନୂଆଦିଲ୍ଲୀ: ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତୀୟ ଭାରୋତ୍ତଳିକା ମୀରାବାଇ ସାଇଖୋମ ଚାନୁ ରୌପ୍ୟ ପଦକ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନରେ ବିଜୟ ହାସଲ କରିଛନ୍ତି ଏମ୍ ସି ମେରୀକମ୍ । ରବିବାର ଅନୁଷ୍ଠିତ ମୁକାବିଲାରେ…

ବିଜୟରୁ ଅଲିମ୍ପିକ ଅଭିଯାନ ଆରମ୍ଭ କଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିଜୟରୁ ନିଜର ଟୋକିଓ ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିଛନ୍ତି । ଗ୍ରୁପ-ଜେରେ ନିଜର ପ୍ରଥମ ମ୍ୟାଚରେ ସେ ଇସ୍ରାଏଲର ସେନିୟା ପୋଲିକାରପୋବାଙ୍କୁ ସହଜରେ ୨୧-୭,…

ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ହକିରେ ଭାରତର ଦମଦାର ବିଜୟ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ୪୯ କେଜି ବର୍ଗରେ ସେ ସଫଳତା ପାଇଛନ୍ତି । ସେପଟେ ହକିରେ ଭାରତ ନିଜର ଚମକ ଦେଖାଇଛି ।…

ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ, ଟୋକିଓ ଅଲିମ୍ପିକରେ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ମିଳିଛି । ଏହି ଗୌରବ ହାସଲ କରିଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ପାଇଥିବା ଜଣାପଡ଼ିଛି । ୨୬ ବର୍ଷୀୟା ମୀରାବାଇ…