Browsing Category

ରାଜନୀତି

ମୋଦୀଙ୍କୁ ହତ୍ୟା ଷଡଯନ୍ତ୍ର ; ପୋଲିସକୁ ମିଳିଲା ହ୍ୱାଟ୍ସଆପରେ ମେସେଜ

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି । ସେ ତାଙ୍କ ଦଳକୁ ଜିତାଇବା ପାଇଁ ଗୁଜୁରାଟ ଗସ୍ତ କରିଥିବା ବେଳେ, ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର…

ପଶ୍ଚିମବଙ୍ଗରେ ଉଠିଲା ଦୁଇଟି ରାଜ୍ୟ ଗଠନ ଦାବି, ବିଜେପିରେ ମତଭେଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅଲଗା ଅଲଗା ରାଜ୍ୟ ଗଠନ ଦାବି ପୁଣି ଥରେ ମୁଣ୍ଡ ଟେକିଛି। ଏହି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ଭିତରେ ଦ୍ଵିମତ ଦେଖିବାକୁ ମିଳିଛି। ବିଜେପି ବିଧାୟକମାନେ ଅଲଗା ରାଜ୍ୟ ଦାବି କରୁଥିବା…

ସତ୍ୟପାଲ ମଲିକଙ୍କ ଟାର୍ଗେଟ୍‌ରେ ବିଜେପି: କହିଲେ ‘ଇନ୍ଦିରାଙ୍କ ସରକାର ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଚାଲିଯିବେ,…

ମଧ୍ୟପ୍ରଦେଶ: 'ଇନ୍ଦିରା ଗାନ୍ଧୀ ଦିନେ ନିଜକୁ ସର୍ବଶକ୍ତିମାନ ଭାବୁଥିଲେ, କିନ୍ତୁ ତାଙ୍କ ସରକାର ଭାଙ୍ଗିଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦିନେ ଚାଲିଯିବେ।' ଗତ କିଛି ଦିନ ହେବା ଲଗାତାର…

ବିଧାନସଭାରୁ ହଟିଲା କୋଭିଡ କଟକଣା,ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଯିବାକୁ ମିଳିଲା ଅନୁମତି

ଭୁବନେଶ୍ୱର: କୋଭିଡ ମହାମାରୀ ପାଇଁ ବିଧାନସଭାରେ ବହୁ କଟକଣା ଲାଗୁ କରାଯାଇଥିଲା । ବର୍ତ୍ତମାନ ଏହି ସବୁ କଟକଣାକୁ ସମ୍ପୁର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଏଥର ବିଧାନସଭାରେ ସନ୍ଧ୍ୟା ୭ଟା ଯାଏଁ ଗୃହ ଚାଲିବାକୁ ଥିବା…

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦେଲେ ହଳଦିଆ ଚାଉଳ, କାହିଁକି ଦେଲେ ଜାଣନ୍ତୁ ?

ମୁମ୍ବାଇ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ମଧ୍ୟପ୍ରଦେଶରେ ପ୍ରବେଶ କରିବାକୁ ଯାଉଛି । ଯାହାକୁ ସଫଳ ବନାଇବା ପାଇଁ ପାର୍ଟିର ନେତା ଏବଂ କାର୍ଯ୍ୟକର୍ତ୍ତା ଜୋରସୋରରେ ଲାଗି ପଡିଛନ୍ତି । ଏହା ପୂର୍ବରୁ ପ୍ରଦେଶ…

(ଭିଡିଓ)ନିଜ ସୁନ୍ଦର ରୂପକୁ ନେଇ ମାଆଙ୍କୁ ରାହୁଲ ପଚାରିଲେ କିଛି ଏପରି , ସୋନିଆଙ୍କ ଉତ୍ତର ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଅନେକ ଘଟଣା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିବା ବେଳେ ରାହୁଲ ମଧ୍ୟ ଏହି ଯାତ୍ରା ଭିତରେ ତାଙ୍କର ଅତୀତର ଅନେକ ସ୍ମୃତିର ପେଡି ଖୋଲିଛନ୍ତି । ଯାତ୍ରା ସମୟରେ ରାହୁଲ ମା…

କଂଗ୍ରେସର କୌଣସି ବିକାଶ ଯୋଜନା ନାହିଁ, ଏହା ପଛରେ ଆପଣଙ୍କର ଭୋଟ୍ ନଷ୍ଟ କରନ୍ତୁ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଗୁଜରାଟ: ଆସନ୍ତା ମାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଲାଣି। ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଆମ୍ରେଲି ଜିଲ୍ଲାର ଲୋକଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ନିବେଦନ…

ଫାରୁକ୍ ଅବଦୁଲ୍ଲାଙ୍କ ବଡ ବୟାନ: ‘ରାମ କେବଳ ହିନ୍ଦୁ ନୁହଁନ୍ତି ସମଗ୍ର ଜଗତର ପ୍ରଭୁ ଅଟନ୍ତି’

ଜାମ୍ମୁ: 'ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହଁନ୍ତି। ସେ ସମଗ୍ର ଜଗତର ପ୍ରଭୁ ଅଟନ୍ତି।' ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏକ ବଡ଼ ବୟାନ ଦେଇଛନ୍ତି।…

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ: ଦ୍ୱିତୀୟ ଦିନରେ ମନ୍ଦିରରେ ମୋଦୀ କରିଲେ ପୂଜା

ଅହମାଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ଗସ୍ତର ଆଜି ୨ୟ ଦିନ । ଆଜି ସକାଳେ ସେ ସୋମନାଥ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ତେବେ ସେଠାରେ ସେ ପହଁଚି ସୋମନାଥ ଶିବ ଠାକୁରଙ୍କୁ ପୂଜା କରିଥିଲେ ।…

ପିଏମ ମୋଦୀ ଜଣେ ସ୍ଵଂୟସେବକ, ମାତ୍ର RSS କଦାପି ରିମୋଟ୍ କଣ୍ଟ୍ରୋଲର ବ୍ୟବହାର କରେନି: ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ) ସରସଂଘଚାଳକ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଭାଗବତ ଶନିବାର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ…