Browsing Category
ରାଜନୀତି
(ଭିଡିଓ)ଗୃହ ମନ୍ତ୍ରଣାଳୟର ଚିନ୍ତନ ଶିବିର:ପୋଲିସଙ୍କ ପାଇଁ ‘ୱାନ୍ ନେଶନ, ୱାନ୍ ୟୁନିଫର୍ମ’ର ପରାମର୍ଶ ଦେଲେ ମୋଦୀ
ନୂଆଦିଲ୍ଲୀ :ହରିୟାଣାର ସୁରଜକୁଣ୍ଡରେ ଚାଲିଥିବା ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଦୁଇଦିନିଆ ‘ଚିନ୍ତନ ଶିବିର’କୁ ଭିଡିଓ କନ୍ଫରେନ୍ସ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅପରାଧ ଓ ଅପରାଧୀଙ୍କ ବିରୋଧରେ…
ମହଙ୍ଗା ପଡ଼ିଲା ହେଟ୍ ସ୍ପିଚ୍ : ଆଜମ୍ ଖାନଙ୍କ ବିଧାୟକ ପଦ ରଦ୍ଦ
ନୂଆଦିଲ୍ଲୀ: ଆଜମ ଖାନଙ୍କ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ପଦ ରଦ୍ଦ ହୋଇଛି । ସଦସ୍ୟ ପଦ ରଦ୍ଦ କରିଛନ୍ତି ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି । ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ତାଙ୍କର ବିଧାୟକ ପଦ…
ଘୃଣା ସୃଷ୍ଟିକାରୀ ଭାଷଣ ମାମଲାରେ ଆଜାମ ଖାନଙ୍କୁ ତିନି ବର୍ଷ ସଜା, ଯାଇପାରେ ବିଧାୟକ ପଦ
ନୂଆଦିଲ୍ଲୀ: ଘୃଣା ସୃଷ୍ଟି କରୁଥିବା ଭାଷଣ ମାମଲାରେ ଦୋଷି ସାବ୍ୟସ୍ତ ହୋଇଛନ୍ତି ସମାଜବାଦୀ ପାର୍ଟୀ ବିଧାୟକ ଆଜାମ ଖାନ୍। କୋର୍ଟ ଏହି ମାମଲାରେ ତାଙ୍କୁ ତିନି ବର୍ଷ ସଜା ଶୁଣାଇଛନ୍ତି। ବର୍ତ୍ତମାନ ତାଙ୍କର ବିଧାୟକ ପଦ…
ମା ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ଦେଖେଇ ସୋସିଆଲ ମିଡିଆରେ କିଛି ଏଭଳି ପୋଷ୍ଟ କଲେ ରାହୁଲ ଆଉ ପ୍ରିୟଙ୍କା
ନୂଆଦିଲ୍ଲୀ :ପ୍ରିୟଙ୍କା ଗାନ୍ଧୀ ଏକ ଭାବପ୍ରବଣ ଇନଷ୍ଟାଗ୍ରାମ ପୋଷ୍ଟ ଲେଖି ତାଙ୍କ ମା ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ମୁଁ ଜାଣେ ପ୍ରେମ ପାଇଁ ତୁମେ ଏସବୁ କରିଛ ।…
ମୁସଲମାନ ବହୁଳ ଦେଶ ଇଣ୍ଡୋନେସିଆର ମୁଦ୍ରାରେ ଭଗବାନ ଗଣେଶଙ୍କ ଫଟୋ ଅଛି କାହିଁକି ?
ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଭାରତୀୟ ମୁଦ୍ରା ଟଙ୍କାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ପ୍ରଭୁ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ମଧ୍ୟ ରହିବା ଉଚିତ। ନିଜର ମତ ରଖି ସିଏମ କେଜ୍ରିୱାଲ…
ଧାମନଗର ଉପନିର୍ବାଚନ Update:ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ହେବ ଚଳିତ ଉପନିର୍ବାଚନ ମୂଳମନ୍ତ୍ର
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ପ୍ରେସମିଟ କରିଛନ୍ତି। ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ସାରିବ ବୋଲି ସୂଚନା ଦେଇଛନ୍ତି। ୧୧୦୮ ଜଣ ପୋଲିଂ ଅଫିସରଙ୍କୁ ୨…
ଲୋକସଭା ନିର୍ବାଚନ ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲିବ ରାମ ମନ୍ଦିରର ଦ୍ଵାର, ୧୦୦୦ ବର୍ଷ ଧରି ରହିବ ଭବ୍ୟତା
ଅଯୋଧ୍ୟା: ଅଯୋଧ୍ୟାରେ ଭଗବାନ ରାମଲଲାଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି। ଭକ୍ତ ଅପେକ୍ଷା କରିଛନ୍ତି କେବେ କାମ ସରିବ ଏବଂ କେବେ ସେମାନେ ମନ୍ଦିର ଭିତରେ ଭଗବାନ ରାମଚନ୍ଦ୍ରଙ୍କ ଦର୍ଶନ…
ନୋଟ୍ ଉପରେ ଲଗାଯାଉ ଲକ୍ଷ୍ମୀ ଏବଂ ଗଣେଶ ଜୀଙ୍କ ଫଟୋ, ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ କେଜ୍ରିଓ୍ଵାଲ
ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଏବଂ ଗଣେଶଙ୍କ ଛବି। ଏମିତି ଦାବି କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ। ସେ ଅର୍ଥବ୍ୟବସ୍ଥାର ଉନ୍ନତ ସ୍ଥିତି ଏବଂ…
ନୂତନ ପଦଭାର ସମ୍ଭାଳିଲେ ଖଡ୍ଗେ,ସୋନିଆ କହିଲେ ମୋର ବିଶ୍ୱାସ ଖଡ୍ଗେ…
ନୂଆଦିଲ୍ଲୀ : କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ ଆଜି ତାଙ୍କର ନୂତନ ପଦଭାର ସମ୍ଭାଳିଛନ୍ତି । ଦଳର ପ୍ରମୁଖ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଛତିଶଗଡ ସିଏମ ଭୁପେଶ ବଗେଲ ଏବଂ ଦଳର ଅନ୍ୟ…
କଂଗ୍ରେସ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ମଲ୍ଲିକାର୍ଜୁନ ଖଡ୍ଗେ,ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା
ନୂଆଦିଲ୍ଲୀ : କଂଗ୍ରେସ ଦଳରେ କିଏ ହେବ ଅଧ୍ୟକ୍ଷ ତାହାକୁ ନେଇ ବହୁତ କଳ୍ପନା ଜଳ୍ପନା ଚାଲିଥିଲା । ଏହାପାଇଁ ବହୁ ଦିଗଜ ନେତା ମାନଙ୍କ ନାମ ଶୁଣିବାକୁ ମିଳୁଥିଲା କିନ୍ତୁ ଶେଷରେ ଏହି ରେସରେ ବାସ ଦୁଇ ଜଣ ନେତା ସାଂସଦ…