Browsing Category
Top Stories
ଦୀପକ ଚହରଙ୍କ ଲଢୁଆ ଇନିଂସ ବ୍ୟର୍ଥ: ୩-୦ରେ ସିରିଜ ହାରିଲା ଭାରତ
ନୂଆଦିଲ୍ଲୀ: ବ୍ୟର୍ଥ ହେଲା ଦୀପକ ଚହରଙ୍କ ଲଢୁଆ ଇନିଂସ । ଦଳକୁ ବିଜୟର ନିକଟତର କରେଇଲେ ହେଲେ ବିଜୟୀ କରି ପାରିଲେନି । ଚହରଙ୍କ ଲଢୁଆ ଏବଂ ଧୂଆଁଧାର ୫୪ ରନ ବଳରେ ଭାରତ ବିଜୟର ନିକଟତର ହୋଇଥିଲେ ହେଁ ଶେଷରେ ବାଜି ମାରି…
ବିହାରରେ ଅଜବ ଘଟଣା: ପୁଅ ପିଲାଙ୍କୁ ମିଳିଲା ସାନିଟାରୀ ପ୍ୟାଡ
ନୂଆଦିଲ୍ଳୀ: ସରକାରଙ୍କ ପକ୍ଷରୁ ବେଟି ବଚାଓ ବେଟି ପଢାଓ ନାମରେ କୋଟି କୋଟି ଟଙ୍କା ଦିଆଯାଉଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ଅର୍ଥର ହରିଲୁଟ ହେଉଛି । ଏହାର ଏକ ସଦ୍ୟ ଉଦାହରଣ ବିହାରରେ ଦେଖିବାକୁ ମିଳିଛି । ବିହାରର…
ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହେଲେ ୧୧ ପ୍ରାର୍ଥୀ: ଜାଣନ୍ତୁ କେଉଁଠି
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗମ୍ଭାରୀ ପଞ୍ଚାୟତର ସମସ୍ତ ପ୍ରାର୍ଥୀ ଅପ୍ରତିନ୍ଦ୍ୱନ୍ଦୀ ଭାବେ ବିଜୟୀ ହୋଇଛନ୍ତି । ସରପଞ୍ଚ, ସମିତି ସଭ୍ୟ, ୧୧ ୱାର୍ଡ ମେମ୍ବର ଅପ୍ରତିନ୍ଦ୍ୱନ୍ଦୀ ଭାବେ ହୋଇଛନ୍ତି ବିଜୟୀ ।…
ବିରାଟ କୋହଲିଙ୍କୁ ଅନେକ ଲୋକ ଇର୍ଷା କରୁଥିଲେ, ଆହୁରି ୨ ବର୍ଷ ଟେଷ୍ଟ ଅଧିନାୟକ ରହି ପାରିଥାନ୍ତେ’
ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ବଡ ବୟାନ ଦେଲେ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ସେ କହିଛନ୍ତି, କୋହଲିଙ୍କୁ ଆଉ ଦୁଇ ବର୍ଷ ଟେଷ୍ଟ ଦଳର ଅଧିନାୟକ ପଦରେ ରହିବାର ଥିଲା। ତଥାପି ଆମେ ତାଙ୍କ ନିଷ୍ପତ୍ତିକୁ…
(ଭିଡିଓ) ଦୁଇ ଚଳନ୍ତା ଟ୍ରେନ ମଧ୍ୟରେ ଫସିଲା ଘୋଡ଼ା, ଭିଡିଓ ଭାଇରାଲ…
ଘୋଡ଼ା ଦୌଡ ତ ସମସ୍ତେ ଦେଖିଥିବେ । ଏହି ଖେଳ ଦେଖିବାପାଇଁ ସମସ୍ତେ ବହୁତ ଉତ୍ସାହିତ ହୁଅନ୍ତି । ହେଲେ ଟ୍ୱିଟରରେ ଏବେ ଘୋଡା ଦୌଡୁଥିବାର ଗୋଟିଏ ଏମିତି ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି…
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ମାମଲା: ବହିଷ୍କାର ଦାବି କଲା ବିଜେଡି
ବାରିପଦା: ସରକାରୀ କର୍ମଚାରୀଙ୍କୁ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ମାମଲା । ମାମଲାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବର୍ଷିଲା ବିଜେଡି । ଘଟଣାକୁ ନିନ୍ଦା କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ବହିଷ୍କାର…
ସ୍ତନରେ କ୍ଷୀର ଜମାଟ ବାନ୍ଧୁଥିଲେ ଆଜି ହିଁ ଆପଣାନ୍ତୁ ଏହି ସବୁ ଉପାୟ: ହୋଇପାରେ ସ୍ତନ କ୍ୟାନ୍ସର
ନୂଆଦିଲ୍ଳୀ: ମା" ସ୍ତନରେ କୌଣସି କାରଣରୁ କ୍ଷୀର ଜମା ହେଈ ରହିଲେ ତାହାକୁ BREAST ENGORGEMENT କୁହାଯାଏ ।
ଏହାରକାରଣ -
--ମା"ର କ୍ଷୀରର ପରିମାଣ ଅଧିକ ହେଇଗଲେ ଏବଂ ଶିଶୁଟି ଠିକ୍ ଭାବରେ କ୍ଷୀର ନଖାଇପାରିଲେ ଏହି…
ବଡ଼ ଖବର: ଚାକିରିଆଙ୍କୁ ମିଳିବ ୫ ଲକ୍ଷ ଯାଏଁ EPF ରିହାତି, ବଜେଟରେ ଆସିବ ବିଲ୍
ନୂଆଦିଲ୍ଳୀ: ଚାକିରିଆଙ୍କ ପାଇଁ ଖୁସି ଖବର । ଇପିଏଫ୍ ଜମା ଉପରେ ମିଳିବାକୁ ଯାଉଛି ବଡ ରିହାତି । ୫ ଲକ୍ଷ ଟଙ୍କା ଯାଏଁ ଇପିଏଫ୍ ଜମା ଉପରେ ଆୟକର ରିହାତି ପ୍ରଦାନ କରାଯିବ । ପୂର୍ବରୁ ସରକାରୀ ଚାକିରିଆଙ୍କ ପାଇଁ ଏହି…
ଭାମିକାଙ୍କ ପ୍ରଥମ ଝଲକ୍, ମ୍ୟାଚ୍ ସମୟରେ ଅନୁଷ୍କାଙ୍କ ସହ ଆସିଲେ ନଜର
ନୂଆଦିଲ୍ଲୀ: ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଆଉ ମ୍ୟାଚରେ ସାଉଥ ଆଫ୍ରିକାର ବ୍ୟାଟିଂ ସମୟରେ ଟିଭି ସ୍କ୍ରିନରେ କିଛି ଏମିତି ଦୃଶ୍ୟ ଦେଖାଯାଇଥିଲା, ଯାହାକୁ ସମସ୍ତେ ଉତ୍ସୁକତାର…
ନେତାଜୀ ଜୟନ୍ତୀରେ ବିଜେପି-ଟିଏମସି କର୍ମୀ ମଧ୍ୟରେ ମାରପିଟ୍, ପୋଲିସର ଲାଠିଚାର୍ଜ
କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ମଧ୍ୟ ନେତାଙ୍କ ବାଡିଆପିଟା। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ବିଜେପି) ଓ ତୃଣମୂଳ କଂଗ୍ରେସ(ଟିଏମସି) କାର୍ଯ୍ୟକର୍ତ୍ତା ମଧ୍ୟରେ ସଂଘର୍ଷ ଘଟିଛି।…