Browsing Category
Top Stories
ବନ୍ଦ ହେଲା ପୋଲିସ ସିଗ୍ନାଲ ଟ୍ରେନିଂ ସ୍କୁଲ: ୧୫ ଜଣ ପଜିଟିଭ ଚିହ୍ନଟ ପରେ ବନ୍ଦ କଲା ସିଏମସି
କଟକ: ବନ୍ଦ ହେଲା କଟକ ତୁଳସୀପୁର ସିଗ୍ନାଲ ହେଡକ୍ୱାଟର୍ସ ଟ୍ରେନିଂ ସ୍କୁଲ । ଟ୍ରେନିଂ ସ୍କୁଲର ୧୫ଜଣ ପଜିଟିଭ୍ ଚିହ୍ନଟ ପରେ ବନ୍ଦ କଲା ସିଏମସି । ଟ୍ରେନିଂ ସ୍କୁଲକୁ ଆସନ୍ତା ୧୪ ତାରିଖ ଯାଏଁ ବନ୍ଦ କଲା ସିଏମସି ।…
ବିଜୁ ସ୍ମାର୍ଟ କାର୍ଡ ବ୍ୟବସ୍ଥା ଏକ ପ୍ରହସନ ନୁହେଁ ତ? : ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଦେଖିବାକୁ ମିଳିଛି ନିର୍ବାଚନୀ ଉଷ୍ମତା । ଜାନୁଆରୀ ୧୦ ତାରିଖରେ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ…
ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା କେନ୍ଦ୍ରର ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ନିୟମ ଅନୁସାରେ, ଏବେ ଭାରତ ଆସିବା ପରେ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ…
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ହମଲା ଆଶଙ୍କା: ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି, ଟାର୍ଗେଟରେ ହାଇ ପ୍ରୋଫାଇଲ ନେତା
ନୂଆଦିଲ୍ଳୀ: ସାଧାରଣତନ୍ତ୍ର ଦିବସ ଅବସରରେ ବଢିଛି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଶୁକ୍ରବାର ବିଭିନ୍ନ ଗୁଇନ୍ଦା ଏଜେନ୍ସିରୁ ସତର୍କ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ବର୍ତ୍ତମାନ ହାଇ ଆଲର୍ଟରେ ଅଛନ୍ତି । ଏହା…
ବଡ଼ ଖବର: ଓଡ଼ିଶାରେ ୧୦ରୁ କଲେଜ-ବିଶ୍ୱବିଦ୍ୟାଳୟ ବନ୍ଦ, SRCଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ କଲେଜ ଓ…
ମାତ୍ର ୯୭୭ ଟଙ୍କାରେ ବିମାନ ଯାତ୍ରା! ଫଟାଫଟ୍ କରନ୍ତୁ ଟିକେଟ୍ ବୁକିଂ, ଆଜି ଶେଷ ସୁଯୋଗ
ନୂଆଦିଲ୍ଲୀ: ଦେଶର ଜଣାଶୁଣା ଏୟାରଲାଇନ କମ୍ପାନୀ ‘ଭିସ୍ତାରା’ ଫ୍ଲାଇଟ୍ ଟିକେଟ୍ ଉପରେ ଜବରଦସ୍ତ ଅଫର୍ ଦେଇଛି । କମ୍ପାନୀ କିଛି ଦିନରେ ନିଜର ୭ତମ ବାର୍ଷିକ ଉତ୍ସବ ପାଳନ କରିବ । ବାର୍ଷିକ ଉତ୍ସବ ଅବସରରେ କମ୍ପାନୀ ନିଜ…
ପୋଲିସର ଭୟ: ତିହାର ଜେଲରେ କଏଦୀ ଗିଳିଦେଲା ମୋବାଇଲ, ଏବେବି ପେଟରେ ରହିଛି ଫୋନ
ନୂଆଦିଲ୍ଳୀ: ଦେଶର ସବୁଠାରୁ ବଡ ଜେଲ ତିହାର ଜେଲରେ ପୋଲିସ ପକ୍ଷରୁ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ପୋଲିସ ଡରରେ ଜଣେ କଏଦୀ ଏକ ମୋବାଇଲ ଫୋନ ଗିଳି ପକାଇଥିଲା । ଦୁଇ ଦିନ ତଳେ ତିହାର ଜେଲରେ ପୋଲିସ…
ବଦଳିଲା ଜଗା ଦର୍ଶନ ସମୟ: ଏଣିକି ରାତି ୮ଟା ୩୦ ଯାଏଁ ଶ୍ରୀମନ୍ଦିର ଖୋଲା
ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର । ଶ୍ରୀମନ୍ଦିର ଏଣିକି ରାତି ୮ଟା ୩୦ ଯାଏଁ ଖୋଲା ରହିବ । ନାଇଟ୍ କର୍ଫ୍ୟ ଲାଗୁ ହେବାକୁ ଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି ।…
T-20କୁ ନେଇ ICCର ନୂଆ ନିୟମ: ଏହି ନିୟମ ନ ମାନିଲେ ଜଣେ ଫିଲ୍ଡର ହଟିବେ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଟି-୨୦କୁ ନେଇ ଏକ ନୂଆ ନିୟମ ପ୍ରଣୟନ କରାଯାଇଛି । ଏଣିକି ସ୍ଲୋ ଓଭର ରେଟ ପାଇଁ ଦଣ୍ଡବିଧାନ କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ସମାପ୍ତ କରି ନ…
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ମାମଲା: ଗିରଫ ହେଲା ବ୍ଲାକମେଲର ପିଣ୍ଟୁଆ(Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମଙ୍ଗଳପୁର ଥାନା ଅନ୍ତର୍ଗତ ଗଣପତି ପାଟଣା ଗ୍ରାମର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଉଭୟଙ୍କୁ ବ୍ଲାକ ମେଲ କରୁ୍ଥିବା ଅଡିଓ ଭାଇରାଲ ପରେ ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁଆ କୁ ଗିରଫ…