Browsing Category

Top Stories

ହିମାଚଳରେ ମୌସୁମୀ ନେଲା ୨୧୩ ଜୀବନ, ୬୩୨ କୋଟି ଟଙ୍କାର କ୍ଷତି

ଶିମଲା: ହିମାଚଳ ପ୍ରଦେଶରେ ଚଳିତବର୍ଷ ମୌସୁମୀ ବିପଦ ସୃଷ୍ଟି କରିଛି । ମୌସୁମୀ ଋତୁରେ ସେଠାରେ ଅଧିକ ସହଖ୍ୟାରେ ଧନ-ଜୀବନ ନଷ୍ଟ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ମୁତାବକ, ମୌସୁମୀ ଋତୁରେ…

ସୁପ୍ରିମକୋର୍ଟରେ ପେଗାସସ୍‌ ମାମଲା: ଅଗଷ୍ଟ ୫କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,: ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ଇସ୍ରାଏଲ୍‌ର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓୟାର ମାମଲା । ଏହି ପେଗାସସ୍‌ ସ୍ପାଏଓୟାର ସ୍ପଫ୍ଟଓୟାର ବ୍ୟବହାର କରି ଭାରତରେ ଅନେକ ବିଶିଷ୍ଟ…

ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ଆଜିଠାରୁ ଖୋଲିଯାଇଛି କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର । ସ୍ୱତନ୍ତ୍ର ଏସଓପିରେ…

ଜୁଲାଇରେ ବଢିଛି ଜିଏସଟି ପରିମାଣ: ଆଦାୟ ହୋଇଛି ଏତିକି ଲକ୍ଷ କୋଟି

ନୂଆଦିଲ୍ଳୀ: ଜୁଲାଇ ମାସରେ ଦେଶରେ ଜିଏସଟି ଆଦାୟ ପରିମାଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଜୁନ୍ ମାସ ତୁଳନାରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ଅଧିକ ଜିଏସଟି ଆଦାୟ ହୋଇଥିବା ଜଣାପଡିଛି । ଜୁନ ମାସରେ ୯୨ ହଜାର ୮୪୯…

ଗୋବରରୁ ପ୍ରାକୃତିକ ରଙ୍ଗ; ତିଆରି ହେବ ୫୦୦ ମ୍ୟାନୁଫ୍ୟାକ୍ଚରିଙ୍ଗ ୟୁନିଟ୍

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ କୃଷି ଛଡ଼ା ପଶୁପାଳନ କରିଥାନ୍ତି । ମୁଖ୍ୟତଃ ଗୋପଳନ କରିଥାନ୍ତି । ଭାରତର ଗାଁରେ ଗାଈପାଳକମାନଙ୍କ ପାଇଁ ଖୁସି ଖବର । ଗାଈ ପାଳନ କରି ଜୀବନ ଯାପନ କରୁଥିବା ଲୋକ ଏବେ ଖଦି ଗ୍ରାମୋଦ୍ୟୋଗ…

ଶତପ୍ରତିଶତ ଟିକାକରଣ: ଭୁବନେଶ୍ୱର ଦେଶର ପ୍ରଥମ ସହର

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଦେଶର ପ୍ରଥମ ସହର ଭାବରେ ନିଜର ସମସ୍ତ ନାଗରିକଙ୍କ ଟିକାକରଣ କରିଛି ବିଏମସି । କରୋନା ବିପକ୍ଷରେ ଶତ ପ୍ରତିଶତ…

ଟୋକିଓରେ ୭ଟି ପଦକ ସହିତ ମହିଳା ସନ୍ତରଣକାରୀଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଅଲିମ୍ପିକ୍ସରେ ମହିଳାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ରହିଥିବା ବେଳେ ଗୋଟିଏ ସଂସ୍କରଣରେ ୭ ପଦକ ସହିତ ବିଶ୍ୱ ରେକର୍ଡ କରିଛନ୍ତି ଏମ୍ମା ମେକନ୍ । ଅଷ୍ଟ୍ରେଲିଆର ମହିଳା ସନ୍ତରଣକାରୀ ଏମ୍ମା ୪ଟି…

ଭାରତର ୧୦ ପ୍ରସିଦ୍ଧ ଆଧ୍ୟାତ୍ମିକ ସ୍ଥାନ

ଭାରତର ସଂସ୍କୃତି ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ, ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ ଘାଟିର ପ୍ରାଚୀନ ସଭ୍ୟତା ସାମିଲ ରହିଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି, ଭାଷା,…

ମାସକୁ ୧.୩ ଲକ୍ଷ ଟଙ୍କା ଦେବ ଅର୍ଥ ମନ୍ତ୍ରାଳୟ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଆପଣଙ୍କୁ ମିଳିଛି କି ଏମିତି ମେସେଜ୍ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜରୁରୀ କାଳୀନ ଅର୍ଥରାଶି ଭାବରେ ମାସିକ ୧.୩ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯ।।ଉଛି । ଯଦି ଆପଣଙ୍କୁ ମଧ୍ୟ ଏଭଳି ମେସେଜ ମିଳିଛି…

୪୧ ବର୍ଷ ପରେ ସେମିରେ ଭାରତୀୟ ହକି ଦଳ: ୩-୧ରେ ଗ୍ରେଟ ବ୍ରିଟେନକୁ ହରାଇଲା

ନୂଆଦିଲ୍ଲୀ: ରବିବାର ଭାରତୀୟ ଫ୍ୟାନଙ୍କ ପାଇଁ ବେଶ ଖୁସି ଖବର ଆଣିଛି । ପ୍ରଥମେ ପି ଭି ସିନ୍ଧୁ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ବେଳେ ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି ଭାରତୀୟ ପୁରୁଷ ହକି ଦଳ । ରବିବାର…