fbpx
Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ମେଟାକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲେ ରୁଷ ସରକାର: ଲଗାଇଲେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ମେଟାକୁ ଆତଙ୍କବାଦୀ ଓ ଉଗ୍ରବାଦୀ ସଙ୍ଗଠନ ବୋଲି ଘୋଷଣା କରିଛି ରୁଷ । ସମାଚାର ଏଜେନ୍ସି ରଏଟର୍ସ ନିଜର ରିପୋର୍ଟରେ ଏହି ସୂଚନା ଦେଇଛି ଏବଂ କହିଛି ଯେ,…

ପୁଟିନ୍ ନେଲେ ପ୍ରତିଶୋଧ: ୟୁକ୍ରେନର ରାଜଧାନୀ କିଭରେ କଲେ ୭୫ଟି ମିସାଇଲ ମାଡ଼: ଚାଲିଗଲା ୧୨ ଜୀବନ

କିଭ: କ୍ରିମିୟା ପୁଲ୍ ବିସ୍ଫୋରଣର ପ୍ରତିଶୋଧ ନେବାକୁ ଯାଇ ସୋମବାର ଦିନ ୟୁକ୍ରେନର ରାଜଧାନୀ କିଭ ସମେତ ଅଲଗା ଅଲଗା ସହରରେ ମିସାଇଲ ମାଡ଼ କରିଛି ରୁଷ । ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧ ପାଖାପାଖି ୧୨ ଜଣଙ୍କର ମୃତ୍ୟୁ…

ଋଷର ରକ୍ଷାମନ୍ତ୍ରୀ କରିବେ କି ଆତ୍ମହତ୍ୟା? ୟୁକ୍ରେନଠୁ ହାରିବା ପରେ ନେତାମାନେ ଏମିତି ଦେଲେ ଉପଦେଶ

ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ‘ସ୍ପେଶାଲ ମିଲିଟାରୀ ଅପରେସନ’ରେ ଆଶାନୁରୂପ ସଫଳତା ନ ମିଳିବାରୁ ବଢିବାରେ ଲାଗିଛି ବିରୋଧ । ଋଷ ଦ୍ୱାରା କବଜା ହୋଇଥିବା ୟୁକ୍ରେନ ସହରରେ ସ୍ଥାପିତ ନେତା ପୁତିନଙ୍କ…

Russia Ukraine war:ହାର ମାନି ଯିବ ରୁଷ! ଯୁଦ୍ଧରେ ବିଜୟୀ ହେବ ୟୁକ୍ରେନ?

ନୂଆଦିଲ୍ଲୀ: ରଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ୮ ମାସ ହେବା ଜାରି ରହିଛି । ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ୨୪୦ ଦିନ ପୁରା କରିବ । ୟୁକ୍ରେନ ଠାରୁ ଅତ୍ୟନ୍ତ ଶକ୍ତିଶାଳୀ ଦେଶ ହେଉଛି ଋଷ । ଏହା…

ଘରେ କିପରି ଭାଙ୍ଗିବେ ହାତ ଗୋଡ: ଗୁଗୁଲରେ ଟ୍ରେଣ୍ଡ ହେଉଛି ଅଜବ ପ୍ରଶ୍ନ…

ଋଷ: ଗୁଗୁଲରେ ଆମେ ଅନେକ ଜିନିଷ ସର୍ଚ୍ଚ କରିଥାନ୍ତି । ପାଠପଢା ଠାରୁ ଆରମ୍ଭ କରି ଅନେକ ଅଜଣା କଥା ବିଷୟରେ ଆମେ ଗୁଗୁଲ ମାଧ୍ୟମରେ ହିଁ ଜାଣିପାରନ୍ତି । ତେବେ ବର୍ତ୍ତମାନ ଗୁଗୁଲରେ ଏକ ଅଜବ ପ୍ରଶ୍ନ ଟେଣ୍ଡ ହେଉଛି ।…

Be Ready ର ଡାକରା ଦେଲେ ପୁଟିନ ; ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଘଟିବ କି ଅନ୍ତ ?

ନୂଆଦିଲ୍ଲୀ : ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ରୁଷକୁ ବଡ ମୁକାବିଲା ପାଇଁ ଘୋଷଣା କରିଛନ୍ତି । କାରଣ ୟୁକ୍ରେନ ଏବଂ ଋଷ ଭିତରେ ଚାଲିଥିବା ଯୁଦ୍ଧ ପ୍ରାୟ ସାତ ମାସରେ ପହଞ୍ଚିଛି। ଯୁଦ୍ଧ ଥମିବାର ନା ହିଁ ନେଉ…

ୟୁକ୍ରେନକୁ ୮୨ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଦେବ ଆମେରିକା, ଆହୁରୀ ତୀବ୍ର ହେବ ଯୁଦ୍ଧ

କିଭ୍‌: ଋଷ-ୟୁକ୍ରେନ ଯୁଦ୍ଧ ୧୨୮ ଦିନରେ ପହଞ୍ଚି ଥିବାବେଳେ ଥମିବାର ନାଁ ଧରୁନି । ଏହି କ୍ଷେତ୍ରରେ ଆମେରିକା ୟୁକ୍ରେନକୁ ୮୨ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଓ ବିଭିନ୍ନ ସରଞ୍ଜାମ ସହାୟତା ଦେବ ବୋଲି ଘୋଷଣା କରିଛି । ଫଳରେ…

ମିଶନ ୟୁକ୍ରେନରେ ନୂଆ ଟ୍ୱିଷ୍ଟ: ଋଷ କରିପାରେ ଫାଇନାଲ ଆଟାକ

ନୂଆଦିଲ୍ଲୀ: ଦୀର୍ଘ ୧୦୯ ଦିନ ଧରି ଚାଲିଥିବା ଋଷ ୟକ୍ରେନ ଯୁଦ୍ଧରେ ଆସିଛି ନୂଆ ମୋଡ଼ । ଯୁଦ୍ଧାସ୍ତ୍ର ସରି ଆସୁଥିବା ବେଳେ ନୂଆ ନିଷ୍ପତ୍ତି ନେଇଛି ପୁଟିନସେନା । ଲମ୍ବା ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଉଭୟ ଦେଶର…

ନାଟୋ ବୈଠକରେ ସାମିଲ ହେବେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ନାଟୋର ବିସ୍ତାରିତ ଦିଗକୁ ନେଇ ଚର୍ଚ୍ଚା ହେବ

କିଏଭ: ଚଳିତ ମାସରେ ହେବାକୁ ଥିବା ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ୍‌ (ନାଟୋ) ବୈଠକରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଅଂଶଗ୍ରହଣ କରିବେ । ନାଟୋ ଉପମହାସଚିବ ମିରାସିୟା ଜୋଏନ୍‌ ସୂଚନା ଦେଇଛନ୍ତି…

ଋଷ-ୟୁକ୍ରେନ ସୈନିକଙ୍କ ଯୁଦ୍ଧରେ ବନ୍ଦ ହୋଇଗଲା ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ୟୁକ୍ରେନର ପୂର୍ବ ସହରରେ ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଦେଖିବାକୁ ମିଳିଛି । ଏହି ଯୁଦ୍ଧ ସମୟରେ ପ୍ରବଳ ବୋମା ବିସ୍ଫୋରଣ କରାଯାଇଛି । ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ୟୁକ୍ରେନ ଉପରେ ଆଧିପତ୍ୟ ବିସ୍ତାର…