fbpx
Browsing Category

କରୋନା

କରୋନା ରୋଗୀଙ୍କୁ ସାହାଯ୍ୟ ପାଇଁ ନିଜ ଅଟୋକୁ କରିଦେଲେ ଆମ୍ବୁଲାନ୍ସ… ସମସ୍ତେ କହୁଛନ୍ତି ସାବାସ୍

ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ସଂକଟ ପରିସ୍ଥିତିରେ ସମସ୍ତେ ନିଜ ଧନ-ଜୀବନ ପାଇଁ ବ୍ୟାକୁଳ ହେଉଛନ୍ତି । କିନ୍ତୁ ସେ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଃସ୍ୱାର୍ଥପର ଭାବେ ଅନ୍ୟକୁ ସହଯୋଗର ହାତ ବଢ଼ାଇବାରେ…

କରୋନାରୁ ପିଲାଙ୍କୁ ସୁରକ୍ଷା ଦେବ ଭାରତର ସ୍ୱଦେଶୀ ନାଜାଲ୍ ଭାକ୍ସିନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପାଇଁ ଚିନ୍ତା ବଢ଼ି ଯାଇଛି । ଏପରିକି ତୃତୀୟ ତରଙ୍ଗ ଆସିବା ନେଇ କେତେକ ମହଲରେ ଆଶଙ୍କା କରାଯାଉଛି । ତେବେ ଏହି ଆଶଙ୍କା କରାଯାଉଥିବା ତୃତୀୟ ତରଙ୍ଗ ପିଲାଙ୍କ ପାଇଁ…

କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୬୮ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୬୮ ହଜାର ୪୧ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୭୦ ଲକ୍ଷ ୨୯…

ଭ୍ୟାକ୍ସିନ ନେବା ପରେ ସିଗାରେଟ୍‌ ମନା, ଧୂମ୍ରପାନ କଲେ ଶରୀରରେ ଦେଖାଦେବ ଅନେକ ସମସ୍ୟା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କୋଭିଡ଼୍‌-୧୯ର ଦ୍ୱିତୀୟ ଚରଣ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାନୁସାରେ ୧ ମେ ରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ପିଲା ଓ ଲୋକମାନଙ୍କୁ କରୋନା…

ଖୁସି ଖବର : ଓଡ଼ିଶାରେ ଆଜି ୧୦, ୬୦୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ୧,୦୭୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୧,୦୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୮…

ଦେଶରେ ପ୍ରାୟ ୯ ହଜାର ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରମନ୍ତ୍ରୀ ଦେଲେ ତାଲିକା

ନୂଆଦିଲ୍ଲୀ: ମହାମାରୀ କରୋନାର କାୟା ବିସ୍ତାର ଓ ପ୍ରକୋପ କମିନାହିଁ । ଏହି ଭୂତାଣୁର ଦ୍ୱିତୀୟ ତରଙ୍ଗରେ ଦେଶ କଲବଲ ହୋଇପଡ଼ିଛି । ଏଭଳି ସ୍ଥିତିରେ ଆଉ ଏକ ମହାମାରୀ ବ୍ୟାପିବାରେ ଲାଗିଛି । ବ୍ଲାକ୍ ଫଙ୍ଗସ୍ ପାଇଁ ସମଗ୍ର…

ଡିଆରଡିଓ ପ୍ରସ୍ତୁତ କଲା ଆଣ୍ଟି ବଡି ଟେଷ୍ଟିଂ କିଟ୍‌ ‘ଡିପ୍‌କୋଭାନ୍‌’, ଜୁନ୍ ମାସରେ ବଜାରରକୁ ଆସିବ ଏହି କିଟ୍‌

ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ପରୀକ୍ଷା ବିଳମ୍ବିତ ନେଇ ଅନେକ ଅଭିଯୋଗ ହେଉଛି । ଏପରି ସ୍ଥିତିର  ମୁକାବିଲା ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ…

ଉପକାରାଗାରେ ଫୁଟିଲା କରୋନା ବୋମା, ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ

ପଦ୍ମପୁର ୨୨/୦୫ : ଝାରପଡା ଜେଲ ପରେ ପଦ୍ମପୁର ଉପକାରାଗାରେ ଫୁଟିଲା କରୋନା ବୋମା । ଗୋଟିଏ ଦିନରେ ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣଙ୍କୁ…