Browsing Category
ମନୋରଞ୍ଜନ
(Video) ଶାହରୁଖଙ୍କ ସହ ନଜର ଆସିଲେ ରାଜକୁମାର ହିରାନୀ, Party ପୂର୍ବରୁ ଦେଖାଦେଲା କିଙ୍ଗ ଖାନଙ୍କ ଜଲୱା
ମୁମ୍ବାଇ: ଶାହରୁଖ ଖାନଙ୍କ ଶେଷ ଦୁଇଟି ଚଳଚ୍ଚିତ୍ର 'ପଠାନ' ଏବଂ 'ଯବାନ'ର ରେକର୍ଡ ଭାଙ୍ଗିବା ପରେ ସୁପରଷ୍ଟାର ଖୁବ ଶୀଘ୍ର ତାଙ୍କ ଚଳଚ୍ଚିତ୍ର' ଡିଙ୍କି 'ସହିତ ବଡ ପରଦାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟିକୁ ପ୍ରସିଦ୍ଧ…
ଦଶହରା ବଜାରରେ ଘାଣ୍ଟୁଛି ଓଡ଼ିଆ ସିନେମା; କିଏ ମାରିବ ବାଜି…?
ଓଡ଼ିଶା ଭାସ୍କର: ଦଶହରା ବଜାରରେ କିଏ ମାରିବ ବାଜି , ଚାଲିଛି ପାର୍ବଣ ଆଉ ଗୋଟିଏ ପରେ ଫିଲ୍ମ ରିଲିଜ ହୋଇ ସାରିଛି । ଦଶହରା ବଜାରରେ ଘାଣ୍ଟୁଛି ଏବେ ଓଡିଆ ସିନେମା । ସିନେମା ହଲ ରେ ମୁହଁ ମିଳୁନଥିବା ବେଳେ ଫ୍ୟାନ୍ସ…
ମୁମ୍ବାଇ ଛାଡ଼ିବାକୁ ଯାଉଛନ୍ତି ଆମୀର ଖାନ୍; ଜାଣନ୍ତୁ କାହିଁକି ନେଲେ ଏପରି ନିଷ୍ପତ୍ତି ?
ମୁମ୍ବାଇ: (ଓଡ଼ିଶା ଭାସ୍କର) ବଲିଉଡର ସୁପରଷ୍ଟାର୍ ଅମୀର ଖାନଙ୍କୁ ନେଇ ଆସିଛି ଏକ ବଡ଼ ଖବର । ସ୍ୱପ୍ନର ସହର ମୁମ୍ବାଇକୁ ବିଦାୟ ଦେବାକୁ ଯାଉଛନ୍ତି ଅମୀର । କୁହାଯାଉଛି ଯେ ଆମୀର ଖାନ ଆସନ୍ତା ଦୁଇ ମାସ ମଧ୍ୟରେ…
କଙ୍ଗନା ରାଣାୱତଙ୍କ ଘରେ ନୂଆ ଅତିଥି, ଶିଶୁ ସହ ଫଟୋ ହେଲା ଭାଇରାଲ
ମୁମ୍ବାଇ : ବଲିଉଡର କୁଇନ କଙ୍ଗନାଙ୍କ ଘର ଏବେ ଚର୍ଚ୍ଚାରେ । ନବରାତ୍ରରେ ତାଙ୍କ ଘରେ ନୂଆ ଅତିଥିକୁ ସ୍ୱାଗତ କରିଛନ୍ତି । କଙ୍ଗନା ଏବେ ମାଉସୀ ପରେ ପିଉସୀ ହୋଇଛନ୍ତି । ଏହାର ସୂଚନା କଙ୍ଗନା ତାଙ୍କ ସୋସିଆଲ ମିଡିଆ…
ପ୍ରକାଶ ପାଇଲା ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍ର ନୂଆ ତାଲିକା, ଭାରତରୁ ମନୋନୀତ ହେଲେ ଜୁନିୟର NTR
ଓଡ଼ିଶା ଭାସ୍କର: ଜୁନିୟର ଏନଟିଆରଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍ ପକ୍ଷରୁ ପ୍ରକାଶ ପାଇଛି 'ଆକ୍ଟର ବ୍ରାଞ୍ଚ୍'ର ଏକ ନୂଆ ତାଲିକା , ଯେଉଁଥିରେ ରହିଛି ଭାରତର…
ବାପା ଶାହାରୁଖଙ୍କ ସହ ଆକ୍ସନ କରିବେ princess ସୁହାନା, ବକ୍ସ ଅଫିସରେ ହେବ ବଡ଼ ଧମାକା
ମୁମ୍ବାଇ: ସୁହାନା ଖାନ ପ୍ରଥମ ଥର ପାଇଁ OTT ରେ ଅଭିନୟ କରୁଥିବା ଦେଖିବାକୁ ମିଳିବ, କିନ୍ତୁ ଶାହାରୁଖ ଖାନ ତାଙ୍କ ଝିଅର ବଲିଉଡ ଡେବ୍ୟୁ ପାଇଁ ଏକ ବଡ଼ ସ୍କେଲରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶାହାରୁଖ ଖାନ ତାଙ୍କ…
ରିଲିଜ ହେବା ମାତ୍ରେ ପ୍ରେକ୍ଷାଳୟରେ ଧମାଲ କରୁଛି ଥାଲାପତି ବିଜୟଙ୍କ ‘ଲିଓ’, ଫ୍ୟାନ୍ସ କହିଲେ ଫିଲ୍ମ ହେବ ବ୍ଲକବଷ୍ଟର
ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର 'ଲିଓ' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଭାତ ଶୋ’ରେ ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ମାଇକ୍ରୋବ୍ଲଗିଂ ସାଇଟ୍ X ର…
୪୩ ବର୍ଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରଭାସ, ଜାଣନ୍ତୁ କିଏ ତାଙ୍କ ଜୀବନସାଥି
ମୁମ୍ବାଇ : ପ୍ରଶଂସକ ମାନେ ତାଙ୍କ ଫିଲ୍ମକୁ ଅପେକ୍ଷା କରିଥିବା ବେଳେ ଏବେ ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଭାସଙ୍କ ପ୍ରଶଂସକ ଜାଣିବାକୁ ଚାହୁଛନ୍ତି ସେ କାହାକୁ ବିବାହ କରିବାକୁ ଚାହୁଛନ୍ତି । ପ୍ରଭାସ…
ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’; ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’ । ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ତଥା…
National Film Awards 2023: ଅଲ୍ଲୁ ଅର୍ଜୁନ ଶେଷ୍ଠ ଅଭିନେତା, ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର
ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅଭିନେତ୍ରୀ ୱାହିଦା ପାଇଛନ୍ତି ଦାଦା ସାହେବ ଫାଲକେ ପୁରଷ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଫାଲକେ ଆୱାର୍ଡ । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ…