Browsing Category

Featured

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ୨୦ହଜାର କୋଟି ପ୍ରକଳ୍ପର କରିବେ ଉଦ୍‍ଘାଟନ, ସୃଷ୍ଟି ହେବ ନିଯୁକ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ୨୦ହଜାର କୋଟି ଟଙ୍କାରୁ…

ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ଗବେଷଣା ପାଣ୍ଠି: ଗବେଷଣା ପାଇଁ ବାର୍ଷିକ ଖର୍ଚ୍ଚ ହେବ ୯ କୋଟି, ୩ଟି ମେଡିକାଲ କଲେଜକୁ ୧ କୋଟି ଲେଖାଏଁ ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗବେଷଣା କ୍ଷେତ୍ରରେ ଆଗ୍ରହୀ ଥିବା ଡାକ୍ତରଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ମେଡିକାଲ କଲେଜରେ ଗବେଷଣା ପାଇଁ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଦି…

ଇସ୍ରାଏଲରେ ଲେବନାନର ଆଣ୍ଟି ଟ୍ୟାଙ୍କ ମିସାଇଲ ଆକ୍ରମଣରେ ପୁଣି ଜଣେ ଭାରତୀୟଙ୍କର ମୃତ୍ୟୁ , ୨ ଗୁରୁତର

ନୂଆଦିଲ୍ଲୀ: ଇସ୍ରାଏଲ-ହାମାସ ଯୁଦ୍ଧରେ ସୋମବାର ଦିନ ଲେବନାନରୁ ଆସିଥିବା ଆଣ୍ଟି ଟ୍ୟାଙ୍କ ମିସାଇଲ ଆକ୍ରମଣରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । କେରଳର ଜଣେ ଭାରତୀୟ ନାଗରିକଙ୍କର…

‘ଲୋକସଭା ନିର୍ବାଚନ ଅଛି ସେଥିପାଇଁ ଆମେ ସମୟ ଦେଉଛୁ..’, ପାର୍ଟୀ ଅଫିସ ଖାଲି କରିବା ପାଇଁ AAPକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପକ୍ଷରୁ ଆମଆଦମୀ ପାର୍ଟୀକୁ ଏକ ବଡ଼ ଝଟକା ଲାଗିଛି । କୋର୍ଟ ଆପକୁ ଦିଲ୍ଲୀ କୋର୍ଟର ଜମିରେ ତିଆରି କାରିଥିବା କାର୍ଯ୍ୟାଳୟକୁ ଖାଲି କରିବାକୁ କହିଛନ୍ତି । କୋର୍ଟ ଆମଆଦମୀ ପାର୍ଟୀକୁ…

ନାଲକୋ ପକ୍ଷରୁ ଅନଲାଇନ୍ ଆବେଦନ ଆରମ୍ଭ ହେଲା: ଗ୍ରାଜୁଏଟ ଇଞ୍ଜିନିୟର ପଦରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଗ୍ରାଜୁଏଟ ଇଞ୍ଜିନିୟର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।…

OPSC ପକ୍ଷରୁ ଘୋଷଣା: ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ACF, ଫରେଷ୍ଟ ରେଞ୍ଜର ଗ୍ରୁପ-ଏ, ଗ୍ରୁପ-ବି ପଦର ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସହକାରୀ ବନ ସଂରକ୍ଷକ (ଏସିଏଫ), ଗ୍ରୁପ-ଏ (ଜେବି) ଓ ଫରେଷ୍ଟ ରେଞ୍ଜର, ଗ୍ରୁପ-ବି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ…

ମହିଳାମାନଙ୍କୁ ମିଳିଲା ଗର୍ଭପାତ ପାଇଁ ସାମ୍ବିଧାନିକ ଅଧିକାର, ଇତିହାସରେ ପ୍ରଥମଥର ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଗର୍ଭପାତ ଏକ ବେଆଇନ କାର୍ଯ୍ୟ ବୋଲି ଆଇନରେ ରହିଆସିଛି । ଯେଉଁମାନେ ଏପରି କାର୍ଯ୍ୟ କରନ୍ତି ପୋଲିସ ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ହେଲେ ବର୍ତ୍ତମାନ ଏହାକୁ ସାମ୍ବିଧାନିକ ଅଧିକାରର…

OSSC ଜୁନିୟର ଟାଇପିଷ୍ଟ, ଷ୍ଟେନୋ, ଜୁନିୟର କ୍ଲର୍କ, DEO ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ,…

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଯୋଗୁଁ କମ୍ପିଲା ପୃଥିବୀ, ଘରୁ ବାହାରି ଆସିଲେ ଲୋକ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରେ ଆଜି ସକାଳେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ବୋଲି ଆକଳନ କରାଯାଇଥିଲା ।…

(Video) ମୁଁ ପ୍ରତିଦିନ ପିଏ, ଫଟୋ ଉଠାଇଲେ ଉଠାଅ…ତମେ ମୋର କ’ଣ କରିବ କର: ମାତାଲ ଶିକ୍ଷକ

ଓଡ଼ିଶା ଭାସ୍କର: ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ଶିକ୍ଷକ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ମଦ ନିଶାରେ ଶିକ୍ଷକ ଜଣଙ୍କ ଏତେ ବୁଡ଼ି ଯାଇଥିଲେ, ତାହା ବର୍ଣ୍ଣନା…