Browsing Category
Featured
ବଲିଉଡ ସିଙ୍ଗର ଅରିଜିତ ସିଂହ ଆହତ: କନସର୍ଟରେ ଜଣେ ଫ୍ୟାନ୍ ଗାୟକଙ୍କ ହାତକୁ ଜୋରରେ ଝିଙ୍କିଦେଲେ
ନୂଆଦିଲ୍ଲୀ: ସାଧାରଣ ଭାବେ ବିଭିନ୍ନ ଶୋ’ମାନଙ୍କରେ ନୃତ୍ୟ ବା ସଂଗୀତ ପରିବେଷଣ କରୁଥିବା କଳାକାରଙ୍କ ଠାରୁ ସେଲଫି ନେବା ପାଇଁ ପ୍ରଶଂସକମାନେ ଘେରି ଯାଇଥାନ୍ତି । ଏଭଳି ଭିଡ଼ ଭିତରେ ଅନେକ ସମୟରେ ସେଲିବ୍ରେଟି, କ୍ରିକେଟର…
ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଭାଷଣ ସମୟରେ ବିଜୁଳି କଟିଯିବା ପ୍ରସଙ୍ଗ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ମୟୁରଭଞ୍ଜ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଭାଷଣ ଦେବା ସମୟରେ ବିଜୁଳି କଟିଯିବା ମାମଲାରେ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ। ଏପ୍ରକାର ଘଟଣା ଘଟିଲା ପାଇଁ ଓଡ଼ିଶାକୁ…
ଆଶ୍ଚର୍ଯ୍ୟ ! QR କୋଡ ସ୍କାନ କଲେ ଜାଣିପାରିବେ… ଆମ୍ବ କେଉଁ ବଗିଚାର ଓ ଏହା କେଉଁ ପ୍ରଜାତିର ?
ନୂଆଦିଲ୍ଲୀ : ଆମ୍ବ ଋତୁ ଆସିଗଲାଣି । ଆମ୍ବ ପ୍ରେମୀଙ୍କ ପାଇଁ ଏକ ବିଶେଷ ଖବର ରହିଛି । ଏଥର ଆମ୍ବ କିଣିଲା ବେଳେ କଞ୍ଚା କି ପାଚିଲା ନୁହେଁ ବରଂ ଆମ୍ବ କେଉଁ ପ୍ରଜାତିର କେଉଁ ବଗିଚାର ଏବଂ ତାର ମାଲିକ କିଏ ତାହା ମଧ୍ୟ…
ନଦୀ, ପୋଖରୀ, ପାଇପ୍ ପାଣି ପାଲଟିଛି ବିଷ: ନୟାଗଡ଼ରେ ବଢ଼ୁଛି କିଡନୀ ରୋଗ, ଫ୍ଲୋରାଇଡ୍ ପାଣି ନେଇ ଯାଉଛି ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ କିଡନୀ ରୋଗ ବଢ଼ିବାରେ ଲାଗିଛି । ଜଳରେ ମାତ୍ରାଧିକ ମାତ୍ରାରେ ଫ୍ଲୋରାଇଡ ରହିଥିବା କାରଣରୁ ତାହା ସେବନ କରି ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେବା…
ମଣିପୁର ହିଂସାକାଣ୍ଡ ନେଇଛି ୬୦ ଜଣଙ୍କ ଜୀବନ: ୨୩୧ ଜଣ ଆହତ, ୧୭୦୦ ଘର ଜଳିଯାଇଛି, ମୁଖ୍ୟମନ୍ତ୍ରୀଙ୍କ ସୂଚନା
ନୂଆଦିଲ୍ଲୀ: ମଣିପୁରରେ ଦେଖାଦେଇଥିବା ହିଂସା ସାରା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ହିଂସାକାଣ୍ଡରେ ବହୁ ଲୋକ ମୃତାହତ ହେବା ସହ ଶହ ଶହ ଘରଦ୍ୱାର ଜଳିପୋଡ଼ି ଭସ୍ମ ହୋଇ ଯାଇଛି । ଏଥିସହିତ ବିଭିନ୍ନ…
ଏସିଆ କପ୍ ୨୦୨୩: ଭାରତ ସହିତ ସ୍ୱର ମିଶାଇଲେ ଦୁଇ ପଡ଼ୋଶୀ, ପାକିସ୍ତାନ ଟିମ୍ ପଠାଇବାକୁ ମନାକଲେ
ନୂଆଦିଲ୍ଲୀ: ମଉଳିବାରେ ଲାଗିଛି ପାକିସ୍ତାନର ଏସିଆ କପ୍ ଆୟୋଜନ କରିବାର ସ୍ୱପ୍ନ । ଆଉ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଉଛି ଏସିଆ କପ୍ ୨୦୨୩ । କାରଣ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଲାଗିଛି ଆଉ ଏକ ଝଟକା । ଏସିଆନ…
ଅନ୍ତବସ୍ତ୍ର ପିନ୍ଧିଥିଲେ NEEG UG ପରୀକ୍ଷା ଦେଇ ପାରିବେ ନାହିଁ: ଛାତ୍ରୀଙ୍କ ପ୍ରତି ଏପରି ବ୍ୟବହାର କ’ଣ ଠିକ୍, କ’ଣ ରହିଛି ନିୟମ
ନୂଆଦିଲ୍ଲୀ: ଗତ ୭ ତାରିଖରେ ମଣିପୁରକୁ ଛାଡ଼ି ସାରା ଦେଶରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) ୟୁଜି ୨୦୨୩ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ପାଖାପାଖି ୨୧ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା…
ବଡ଼ ଦୁର୍ଘଟଣା: ରାସ୍ତାରେ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ, ୨୦ ଯାତ୍ରୀ ଆହତ, ୬ ଜଣଙ୍କ ଅବସ୍ଥା ଶୋଚନୀୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଜଣଙ୍କର ଭୁଲ ପାଇଁ ବହୁ ଲୋକଙ୍କର ଜୀବନ ଅକାଳରେ ଚାଲିଯିବା ସହ ଅନେକ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ଅନେକ ସମୟରେ କିଛି ବ୍ୟକ୍ତି…
WTC: ବିଶ୍ୱ ଟେଷ୍ଟ ଚାମ୍ପିୟନସୀପରୁ ବାଦ୍ ପଡ଼ିଲେ କେ.ଏଲ୍ ରାହୁଲ, ଟିମ୍ ଇଣ୍ଡିଆରେ ସାମିଲ ହେଲେ ଇଶାନ କିଶାନ
ନୂଆଦିଲ୍ଲୀ: ଭାରତୀୟ ଦଳର ଯୁବ ୱିକେଟ୍ କିପର ଇଶାନ କିଶାନଙ୍କୁ ଆହତ କେଏଲ୍ ରାହୁଲଙ୍କ ବଦଳ ଖେଳାଳି ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସୀପ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ଆଇପିଏଲ୍ ମ୍ୟାଚ୍ ସମୟରେ ଆହତ ହେବାରୁ ରାହୁଲ…
‘The Kerala Story’ ଫିଲ୍ମ ବ୍ୟାନ: ଶାନ୍ତି ବଜାୟ ରଖିବା ପାଇଁ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ‘ଦି କେରଳ ଷ୍ଟୋରି’ ଫିଲ୍ମକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଛି । କେରଳର ୩୨ ହଜାର ମହିଳା ଆଇଏସଆଇଏସରେ ଭର୍ତ୍ତି ହୋଇଥିବାର କାହାଣୀକୁ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଥିଲା । ଫଳରେ ଏହାକୁ ନେଇ…