Browsing Category

Featured

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିଷୟରେ ଆସିଛି ନୂଆ ଅପଡେଟ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ଆବେଦନ ମାମଲାରେ ଇଡିକୁ ମିଳିଛି ମଞ୍ଜୁରୀ । ଏବେ ଅର୍ଚ୍ଚନାଙ୍କୁ ୭ ଦିନିଆ…

ଘରର ମନ୍ଦିରରେ କେବେବି କରନ୍ତୁ ନାହିଁ ଏହି ୭ଟି ଭୁଲ୍: ରାଗିଯିବେ ମା’ ଲକ୍ଷ୍ମୀ

ବାସ୍ତୁ ଅନୁସାରେ ମନ୍ଦିର ସବୁବେଳେ ଈଶାନ କୋଣ କିମ୍ବା ଉତ୍ତର କୋଣ ଦିଗରେ ରହିବା ଉଚିତ୍ । ଘରେ ମନ୍ଦିରର ସଠିକ୍ ଦିଗ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘରେ ଏକ ମନ୍ଦିର ରହିବାରୁ ଏହା ସକରାତ୍ମକ ଶକ୍ତିକୁ…

ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୭୫.୮୯% ମତଦାନ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ। ସକାଳ ୭ଟାରୁ ଆରମ୍ଭ ହୋଥିବା ମତଦାନ ଅପରାହ୍ନ ୪ଟାରେ ଶେଷ ହୋଇଛି । ତେବେ ଯେଉଁ ଭୋଟରମାନେ ଅପରାହ୍ନ ୪ଟା ସୁଦ୍ଧା ବୁଥ୍‌ରେ ପହଞ୍ଚିଥିଲେ, ସେମାନେ ଏବେ…

‘ପ୍ରତୀକ୍ଷା’ ଫିଲ୍ମ ସାହାଯ୍ୟରେ ସଚେତନ ବାର୍ତ୍ତା ଦେଲା ରାଜ୍ୟ ସଡ଼କ ପରିବହନ ବିଭାଗ, ପରିବାର ସୁରକ୍ଷା ପାଇଁ ହେଲମେଟ ପିନ୍ଧିବାକୁ ଅପିଲ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ଦଶ ହଜାର ଦୁର୍ଘଟଣା ଘଟୁଥିବା ବେଳେ ୫ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହି ଦୁର୍ଘଟଣା ଗୁଡିକୁ ଲକ୍ଷ୍ୟକଲେ ଜଣାପଡେ ଅନେକ ଲୋକେ ହେଲମେଟ ବ୍ୟବହାର କରି ନଥିବାରୁ…

ସପ୍ତାହର ପ୍ରଥମ ଦିନରେ ମହଙ୍ଗା ହେଲା ସୁନା-ରୂପା: ଜାଣନ୍ତୁ ୨୨ କ୍ୟାରେଟ୍ ପିଛା କେତେ ଅଛି ଗୋଲ୍ଡ ରେଟ୍ ?

ନୂଆଦିଲ୍ଲୀ: ଭାରତୀୟ ବୁଲିଅନ୍ ବଜାରରେ ସୋମବାର ଦିନ ସୁନା-ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ୯୯୯ ଶୁଦ୍ଧତା ସହିତ ଦଶ ଗ୍ରାମ ସୁନା ବୃଦ୍ଧି ସହିତ ୫୩ ହଜାରରୁ ଅଧିକ ରହିଥିବାବେଳେ ୯୯୯ ଶୁଦ୍ଧତା ସହିତ ଏକ…

ଝିଟିପିଟି ପାଇଁ ଚାଲିଗଲା ହଜାରେ ଘରର ବିଜୁଳି; କାରଣ ଜାଣି କର୍ମଚାରୀ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚାନ୍ଦୁଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଚାନ୍ଦସି ସବ୍ ଷ୍ଟେସନରୁ ବାହାରୁଥିବା ଫିଡର୍ ନମ୍ବର ୩ ଏବଂ ୬ର ବିଦ୍ୟୁତ ଯୋଗାଣ ହଠାତ ବନ୍ଦ ହୋଇ ଯାଇଥିଲା । ହଜାର ହଜାର ଘରର…

ଭାରତ ଯୋଡ଼ ଯାତ୍ରାରେ ମୋଦି ମୋଦି ନାର ଦେଲେ ଲୋକେ, ଫ୍ଲାଇଙ୍ଗ କିସ୍ ଦେଲେ ରାହୁଲ ଗାନ୍ଧୀ

ରାଜସ୍ଥାନ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଏବେ ମଧ୍ୟ ରାଜସ୍ଥାନରେ ପହଞ୍ଚିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ଏହି…

Repo Rate: ସାଧାରଣ ଲୋକଙ୍କୁ ଝଟକା, ଦେବାକୁ ପଡିପାରେ ଅଧିକ EMI

ନୂଆଦିଲ୍ଲୀ: ଦରଦାମ ବଢୁଥିବା ବେଳେ ସାଧାରଣ ଲୋକଙ୍କୁ ପୁଣି ଥରେ ଲାଗିପାରେ ଝଟକା। ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରେପୋ ହାର ବଢ଼ାଇପାରେ। ଏହା ଲୋକଙ୍କ ଋଣର EMI…

କାନ କୁଣ୍ଡେଇ ହେବା ସମସ୍ୟା ଦେଖାଯାଉଛି କି? ଏହି ପ୍ରତିକାର ଆପଣାନ୍ତୁ

କାନ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯଦି ଏହା ସଠିକ୍ ଭାବରେ କାମ ନକରେ ତେବେ ଦୁନିଆ ଏକ ନିଛାଟିଆ ସ୍ଥାନ ପରି ଅନୁଭବ କରିବାକୁ ଲାଗେ । ମଣିଷ କାନ ୨୦ ରୁ ୨୦ ହଜାର ହେର୍ଟଜ୍ ଫ୍ରିକ୍ୱେନ୍ସିର ଶବ୍ଦ ଶୁଣିପାରେ।…

ସାଧାରଣ ଲୋକଙ୍କ ସମସ୍ୟା:ଆରମ୍ଭ ହେଲା ଓଭରବ୍ରିଜ କାର୍ଯ୍ୟ ହେଲେ ସରିବ କେବେ ?

ଭୁବନେଶ୍ୱର: କଥା ରହିଛି ଚେଇଁ ଶୋଇଥିବ ଯିଏ, ତାକୁ ଜଗାଇବ କିଏ? ରାଜଧାନୀରେ ରାସ୍ତା ସମସ୍ୟା ସାଧାରଣ କଥା । ଏହା ପ୍ରଶାସନକୁ ମଧ୍ୟ ଅଛପା ନୁହେଁ । ଏହାକୁ ନେଇ ବାରମ୍ବାର ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ସମସ୍ୟାର…