CHARIDHAM
Browsing Category

Featured

ଫାଣ୍ଡିରେ ଯବାନ କଲେ ଆତ୍ମହତ୍ୟା

ମାଲକାନଗିରି(ଓଡ଼ିଶା ଭାସ୍କର): ଜଣେ ଯବାନ ଫାଣ୍ଡିରେ ଆତ୍ମହତ୍ୟା କରିଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିର ପୋଟେରୁ ଫାଣ୍ଡିରେ । ଏସଏସବିଏନ୍ ର ଯବାନ ଦୁର୍ଯ୍ୟୋଧନ ମାଝୀ ଫାଣ୍ଡିରେ ଆତ୍ମହତ୍ୟା…

ପିସ୍ତଲ ଦେଖାଇ ଦୋକାନ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌, ୨ ଅଭିଯୁକ୍ତଙ୍କ ଟେର୍ ପାଇବାରେ ବିଫଳ ପୋଲିସ୍

ଢେଙ୍କାନାଳ, (ଭାସ୍କର ନ୍ୟୁଜ) : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ରାସ୍ତାରେ କିଛି ଦୁର୍ବୃତମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର୍‌ ହୋଇ ଯାଇଥିବାର ସୂଚନା ମିଳିଛି । ସୂଚନା…

ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଛୁଇଁବ ‘ଜୱାଦ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି ରାଜ୍ୟବାସୀ । ଇତିମଧ୍ୟରେ ବାତ୍ୟା ତା’ର ଝଲକ ରାଜ୍ୟରେ ଦେଖାଇ ସାରିଲାଣି । ଗତକାଲି ସନ୍ଧ୍ୟାଠାରୁ ରାଜ୍ୟର ଅଧିକାଂଶ ଜିଲ୍ଳାରେ ବର୍ଷା…

ପକ୍ଷୀ ମାଂସ ଝୋଳ ଖାଇବାକୁ ଚାଲିଥିଲା ରୋଷେଇ, ମାଡି ବସିଲେ ପକ୍ଷୀ ସୁରକ୍ଷା ବାହିନୀ: ଜଣେ ଶୀକାରୀ ଗିରଫ

ଟାଙ୍ଗୀ (ଭାସ୍କର ନ୍ୟୁଜ): ଚିଲିକାରୁ ବିଦେଶୀ ପକ୍ଷୀ ଶିକାର କରିବା ପରେ ସେହି ପକ୍ଷୀର ମାଂସକୁ ରୋଷେଇ ପାଇଁ କରାଯାଉଥିଲା ପ୍ରସ୍ତୁତି । ହେଲେ ମାଡି ବସିଲେ ପକ୍ଷୀ ସୁରକ୍ଷା ବାହିନୀ । ଶୀତ ଦିନେ ଚିଲିକାକୁ ସୁଦୂର…

ବାତ୍ୟା “ଜୱାଦ’ ପ୍ରଭାବ: ଆଜି-କାଲି ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା(ଭାସ୍କର ନ୍ୟୁଜ୍‌): ବାତ୍ୟା "ଜୱାଦ'କୁ ଦୃଷ୍ଟିରେ ରଖି ଶନିବାରଠାରୁ ଦୁଇଦିନ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ବାତ୍ୟାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି ।…

ଘଣ୍ଟା ପ୍ରତି ୯ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା, କାଲି ପୁରୀରେ ଛୁଇଁପାରେ ସ୍ଥଳଭାଗ: ଆଜିଠୁ ବିଭିନ୍ନ ଜିଲ୍ଳାରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ/ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶୁକ୍ରବାର ପୂର୍ବାହ୍ନରେ ବାତ୍ୟା "ଜୱାଦ୍‌'ରେ ପରିଣତ ହୋଇଛି । ଏନେଇ ଭାରତୀୟ ପାଣିାଗ ବିଭାଗ (ଆଇଏମ୍‌ଡି)…

ରାଶିଫଳ(ଶନିବାର,୦୪ ଡିସେମ୍ବର,୨୦୨୧)

ମେଷ - କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ…

ବାତ୍ୟା ଜୱାଦ ଅପଡେଟ୍: ଘୁଞ୍ଚିଲା UGC-NET ପରୀକ୍ଷା

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପାଇଁ ୬ଟି ସହରରେ ୟୁଜିସି-ନିଟ୍ ପରୀକ୍ଷା ଘୁଞ୍ଚିଲା । ଭୁବନେଶ୍ୱର, ଗୁଣୁପୁର, କଟକ, ବ୍ରହ୍ମପୁର, ପୁରୀ, ବିଶାଖାପାଟଣା କେନ୍ଦ୍ର ପରୀକ୍ଷା ଘୁଞ୍ଚିଲା । ୫ ତାରିଖରେ ହେବାକୁ ଥିବା…

ଚତୁର୍ଥୀ ରାତିରେ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସହ ଦୁଷ୍କର୍ମ କଲା ସ୍ୱାମୀ: ଥାନାରେ ମାମଲା

ଚତୁର୍ଥୀ ରାତିରେ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସହ ଦୁଷ୍କର୍ମ କଲା ସ୍ୱାମୀ  । ଏଭଳି ଏକ ଅଭାବନୀୟ ମାମଲା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଇଟବାରେ । ଜଣେ ନବବିବାହିତାଙ୍କୁ ଚତୁର୍ଥୀ ରାତିରେ ନିଶା ଔଷଧ ଦେଇ ଦୁଷ୍କର୍ମ…

ଅଭୟକାନ୍ତ ପାଠକଙ୍କୁ ଇଡିର ୧୨ ଘଣ୍ଟା ମାରାଥନ ଜେରା: ପୁଅ ଆକାଶ ପାଠକଙ୍କ ଦାମୀ କାର୍ ଜବତ

ଭୁବନେଶ୍ୱର: ଅଭୟକାନ୍ତ ପାଠକଙ୍କ ଘରେ ରେଡ ସହ ୧୨ ଘଣ୍ଟାର ମାରାଥନ ଜେରା କରିଛି ଇଡି ରେଡ୍ ବେଳେ ପୁଅ ଆକାଶ ପାଠକଙ୍କ ଦାମୀ କାରକୁ ନିଜ ଅଧୀନକୁ ନେଇଛି ଇଡି । ସେପଟେ ଇଡି ଜେରା ପରେ ପ୍ରତିକ୍ରିୟା ରଖି ଅଭୟକାନ୍ତ ପାଠକ…