
Browsing Category
Featured
ASI ଓ SI ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ଏଏସଆଇ ଓ ଏସଆଇ ସ୍ତରରେ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ୬୦ ଅଧିକାରୀଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଅଦଳବଦଳ କରିଛନ୍ତି…
ଟାଇଟ୍ ଜିନ୍ସର ଏହି ଫ୍ୟାଶନ୍ ପାଲଟିଯିବ ଭୟଙ୍କର ରୋଗ, ଜାଣନ୍ତୁ ଆପଣଙ୍କ ଶରୀର ଉପରେ ଏହାର କୁପ୍ରଭାବ
ଆପଣ ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକଥା ଜାଣି ରଖିବାକୁ ହେବ ଯେ, ଏହା ଆପଣଙ୍କର ଶରୀରର ପାଇଁ କ୍ଷତିକାରକ ଅଟେ । ଅନେକ ସମୟରେ ସୁନ୍ଦର ଦେଖାଯିବା ପାଇଁ ଅନେକ ଲୋକ ବିଭିନ୍ନ…
ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ବାତିଲ୍ କଲା ପାକିସ୍ତାନ ଗସ୍ତ, କ୍ଷୁବ୍ଧ ଅଖତର କହିଲେ- ଟି-୨୦ ବିଶ୍ୱ କପରେ ଏହାର ପ୍ରତିଶୋଧ ନେବୁ
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପରେ ଇଂଲଣ୍ଡ କ୍ରିକେଟ୍ ଦଳ ମଧ୍ୟ ନିଜର ପାକିସ୍ତାନ ଗସ୍ତ ବାତିଲ୍ କରିଛି । ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ଖେଳାଯିବାର କିଛି ସମୟ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳିବାକୁ…
ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ଯୋଗୁଁ ୨୯ ରୋଗୀଙ୍କ ଗଲା ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ବି ଏହାର ପ୍ରକୋପ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏହାରି ମଧ୍ୟରେ ରାଜ୍ୟରେ ବ୍ଲାକ୍ ଫଙ୍ଗସରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ…
ବ୍ରିଟେନରେ ଆରମ୍ଭ ହେଲା ଚାଇଲ୍ଡ ଭାକସିନେସନ୍, ୧୨-୧୫ ବର୍ଷର ପିଲାଙ୍କୁ ଦିଆଯାଉଛି ଟିକା
ଲଣ୍ଡନ: ବ୍ରିଟେନ୍ ରେ ଏବେ ସ୍କୁଲକୁ ଯାଉଥିବା ୧୨ରୁ ୧୫ ବର୍ଷ ବର୍ଗର ପିଲାଙ୍କୁ ଦିଆଯାଉଛି ଟିକା । ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୨ ରୁ ୧୫ ବର୍ଷର ପିଲାଙ୍କୁ ସୋମବାର ଠାରୁ ଟକିା ଦିଆଯିବା ଆରମ୍ଭ କରାଯାଇଛି । ଗତ…
କାଶ୍ମୀର ପ୍ରସଙ୍ଗରେ ସାହୁକାର ହେବାକୁ ଚାହୁଁଛି ସାଉଦି ଆରବ, କହିଲା- ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ : ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଭାରତ ଗସ୍ତରେ ଆସିଥିଲେ । ଏହି ଗସ୍ତରେ ଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ସଂପର୍କ ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହୋଇଛି…
ଜେଲରୁ ଏପରି ଅବସ୍ଥାରେ ମୁକୁଳିଲେ ରାଜ କୁନ୍ଦ୍ରା, ଦେଖନ୍ତୁ ଭିଡିଓ
ମୁମ୍ବାଇ: ପର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିଛି । ୬୨ ଦିନ ଜେଲରେ କାଟିବା ପରେ ସେ ବାହାରକୁ ଆସିଛନ୍ତି ।…
ଖୁସି ଖବର: ପୁଣି ଖସିଲା ସୁନା ଦର, ୨ ସପ୍ତାହରେ ୧୨୦୦ ଟଙ୍କା ଶସ୍ତା; ଜାଣନ୍ତୁ ୧୦ ଗ୍ରାମକୁ କେତେ
ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନାଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଲଗାତର ଭାବେ ଦ୍ୱିତୀୟ ଦିନ ସୁନାର ଦର ଖସିଛି । ସେହିପରି ରୂପାର ମୁଲ୍ୟରେ ବି ଆଂଶିକ ହ୍ରାସ ପାଇଛି । ବିଶ୍ୱ ବଜାରରେ ସୁନାର ଚାହିଦା ଭଲ…
କମ୍ ଓଭରରେ ବଡ଼ ଟାର୍ଗେଟ୍…. ପଞ୍ଜାବର ନୂଆ କ୍ୟାପ୍ଟେନ କିପରି ସୁଧାରିବେ ଟିମର ରନରେଟ୍
ନୂଆଦିଲ୍ଲୀ: ବର୍ତ୍ତମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ମାସ ବାକି ଥିବାରୁ ଏହି କମ୍ ଓଭରେ ସେ କିପରି ବଡ଼ ଟାର୍ଗେଟ୍…
ଖରାପ ପାଣିପାଗ କାରଣରୁ ସୁରକ୍ଷା ବାହିନୀଙ୍କ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ
ଉଧମପୁର: ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ହେଲିକ୍ୟାପ୍ଟର୍ କ୍ରସ୍ ହୋଇଥିବା ଜଣାପଡ଼ିଛି । ଏହି ଅଘଟଣ ଜିଲ୍ଲାର ଶିବଗଡ ଧର଼ ଠାରେ ହୋଇଥିବା ଖବର ମିଳିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା…