Browsing Category

Featured

ଜାକଲିନ୍ ଫର୍ଣ୍ଣାଡିଜଙ୍କୁ ଇଡିର ଜେରା, ୫ଘଣ୍ଟା ଧରି ପଚରଉଚରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ଙ୍କୁ ଇଡିର ଜେରା । ତାଙ୍କୁ ଦିଲ୍ଲୀରେ ୫ଘଣ୍ଟା ଧରି ପଚରଉଚରା କରାଯାଇଛି । ମନି ଲଣ୍ଡ୍ରିଂ ମାମଲରେ ଇଡି ତାଙ୍କୁ ପଚରାଉଚରା ଚଳାଇଛି । ତାଙ୍କୁ ଦିଲ୍ଲୀରେ ମନି…

ବାଂଲାଦେଶ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଟଳିଲେ ଦୁଇ ତସ୍କର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୁଚବିହାରରେ ଭାରତ-ବାଂଲାଦେଶ ସୀମାରେ ବିଳମ୍ବିତ ରାତିରେ ଦୁଇ ଅନୁପ୍ରବେଶକାରୀ ପଶିବାକୁ ଚେଷ୍ଟା କରୁଥିଲେ । ହେଲେ ବିଏସଏଫ୍ ଯବାନ ମାନେ ସେମାନଙ୍କ ଯୋଜନାକୁ ପଣ୍ଡ କରିଛନ୍ତି । ବାଂଲାଦେଶ…

ମତ ବଦଳେଇଲେ ତାରା; ନିରଞ୍ଜନ ମୋ ବଡଭାଇ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ନରମି ଯାଇଛନ୍ତି । କିଛିଦିନ ତଳେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ବୋଲି କହିଥିଲେ । ଏହାକୁ ନେଇ ବେଶ ହଟଚମଟ ହୋଇଥିଲା ।…

ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲେ ସୁମିତ ଆଣ୍ଟିଲ; ସୃଷ୍ଟି କଲେ ନୂଆ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଟୋକିଓ ପରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସ୍ୱର୍ଣ୍ଣିମ ଯାତ୍ରା ଅବ୍ୟାହତ ରହିଛି । ଭାରତୀୟ ଖେଳାଳି ମାନେ ଗୋଟିଏ ଦିନରେ ଦୁଇଟି ସ୍ୱର୍ଣ୍ଣପଦକ ବିଜୟୀ ହେବା ସହିତ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ…

ମୋଦୀଙ୍କୁ ଛାଡ଼ି ଦିଦିଙ୍କ ହାତ ଧରିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ଝଟକା । ଦଳ ଛାଡିଛନ୍ତି ବିଷ୍ଣୁପୁର ଆସନ ବିଧାୟକ ତନ୍ମୟ ଘୋଷ । ଘୋଷ ମୋଦୀଙ୍କ ହାତ ଛାଡି ଦିଦିଙ୍କ ହାତ ଧରିଥିବା ବେଳେ ବିଜେପିକୁ ଏକ ହିଂସା ସୃଷ୍ଟିକାରୀ ଦଳ ଭାବରେ…

କୋଭିଡ୍ ସେଣ୍ଟରରେ ଡ୍ରଗ୍ସ ନେବାଠାରୁ ଆରମ୍ଭ କରି ସେକ୍ସ କରୁଛନ୍ତି କରୋନା ରୋଗୀ!

ବ୍ୟାଙ୍କକ୍: କରୋନା ସେଣ୍ଟର୍ ମାନଙ୍କରେ କୋଭିଡ୍ ରୋଗୀ ମାନଙ୍କୁ ଚିକିତ୍ସା କରିବା ବଦଳରେ ଅଲଗା କିଛି କାର୍ଯ୍ୟକଳାପ ଚାଲୁଥିବା ଖବର ସାମନାକୁ ଆସିଛି । ମହାମାରୀର କୋପ ଜାରି ରହିଥିବା ସମୟରେ କୋଭିଡ୍ ସେଣ୍ଟର୍ ରେ…

‘ତାଲିବାନ ଠାରୁ ଭାରତକୁ କୌଣସି ବିପଦ ନାହିଁ’

ନୂଆଦିଲ୍ଲୀ: ତାଲିବାନ ଠାରୁ ଭାରତକୁ କୌଣସି ବିପଦ ନାହିଁ ବୋଲି ମତ ଦେଇଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ । ଭାରତ ଏସିଆ ତଥା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର । ତେଣୁ ଭାରତ ସହିତ ସୁସମ୍ପର୍କ ବଜାୟ…

୧୮ ବର୍ଷ ବାଳକ ବିରୋଧରେ ସଙ୍ଗୀନ ଅଭିଯୋଗ, ନାବାଳିକାକୁ କଲା ଗର୍ଭବତୀ, ଡିଏନଏ ଟେଷ୍ଟରୁ ସାମ୍ନାକୁ ଆସିଲା ସତ

ଥିରୁବନନ୍ତପୁରମ୍: କେରଳ ମଲ୍ଲପୁରମ୍ ଜିଲ୍ଲାରେ ଜଣେ ୧୮ ବର୍ଷର ବାଳକ ବିରୋଧରେ ରହିଥିଲା ସଙ୍ଗୀନ ଅଭିଯୋଗ । ତାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗ ଆସିବାପରେ ପୋଲିସ୍ ଗିରଫ…

ଭାରତକୁ ଝଟକା: ଅଯୋଗ୍ୟ ଘୋଷିତ ହେବା ପରେ ବ୍ରୋଞ୍ଜ ପଦକ ଫେରାଇବେ ବିନୋଦ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ୍ ଡିସକସ ଥ୍ରୋୟର ବିନୋଦ କୁମାରଙ୍କୁ ଅଯୋଗ୍ୟ ଘୋଷିତ କରିଛି ପାରା ଅଲିମ୍ପିକ୍ସ କମିଟି । ବିନୋଦଙ୍କ ଶାରୀରିକ ଅକ୍ଷମତା ଡିସକସର ଏଫ୍-୫୨ ମଧ୍ୟରେ ଆସୁନଥିବାରୁ ବିନୋଦଙ୍କୁ ଅଯୋଗ୍ୟ…

୬ ମାସ ପର୍ଯ୍ୟନ୍ତ ଦୈନିକ ୩ ଜିବି ଡାଟା ଓ ଫ୍ରୀ କଲ୍, ଜାଣନ୍ତୁ BSNL ର ନୂଆ ପ୍ଲାନ୍

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ଭାରତ ନିଗମ ଲିମିଟେଡ୍ (BSNL) ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ନୂଆ ନୂଆ ପ୍ଲାନ୍ ଆଣିଥାଏ । ତେବେ BSNL ପାଖରେ କିଛି ଏମିତି ପ୍ଲାନ୍ ରହିଛି, ଯାହା ରିଲାଏନ୍ସ ଜିଓ, ଏୟାରଟେଲ୍…