fbpx
Browsing Category

ବିଦେଶ

Harvard ବୈଜ୍ଞାନିକଙ୍କ ବଡ଼ ସନ୍ଧାନ: ୫୦ ବର୍ଷର ବ୍ୟକ୍ତି ଦେଖାଯିବ ୩୦ ବର୍ଷୀୟ ପରି, ବୃଦ୍ଧାବସ୍ଥାରେ ବି ଯୁବକଙ୍କ ଭଳି ଚଳଚଞ୍ଚଳ ଓ ଶକ୍ତିଶାଳୀ…

ନୂଆଦିଲ୍ଲୀ: ଆଜିକାଲି ଯୁବକ ତଥା ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛନ୍ତି । ଅନେକ ଲୋକ ଯୋଗ ଓ ବ୍ୟାୟାମ ମଧ୍ୟ କରିଥାନ୍ତି । ମାତ୍ର ଏସବୁର ବିଶେଷ ପ୍ରଭାବ ଶରୀର…

ବିକୁଛନ୍ତି ଏଲନ୍ ମସ୍କ କିଣୁଛନ୍ତି ତାଲିବାନ,ବ୍ଲୁ ଟିକ୍ କିଣିବାରେ ଲାଗିଛନ୍ତି ତାଲିବାନ

ନୂଆଦିଲ୍ଲୀ: ନିକଟରେ ଟ୍ୱିଟର ପେଡ୍ ବ୍ଲୁ ଟିକ୍ ସେବା ଆରମ୍ଭ କରିଛି। ଏହା ସହିତ, ଯେକେହି ଟଙ୍କା ଦେଇ ଟ୍ୱିଟରରେ ବ୍ଲୁ ଟିକ୍ ପାଇପାରିବେ। ଯଦିଓ, ଏହି ସେବା ଭାରତରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇନାହିଁ, କିନ୍ତୁ…

Microsoft କରିବ ଛଟେଇ! ଚାକିରି ହରାଇବେ ୧୧,୦୦୦ କର୍ମଚାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱରେ ଅନେକ ରାଷ୍ଟ୍ରରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ଅନ୍ତରାଷ୍ଟ୍ରୀୟ ସ୍ତରର କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ଦେଖାଯାଉଛି…

ଚାଇନା ପାଇଁ ବହୁ କ୍ଷତିକାର ହେବାର ଲାଗିଛି କରୋନା;ଗୋଟେ ଦିନରେ ଯାଉଛି ୩୬,୦୦୦ ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ:ଚାଇନାରେ କରୋନା ଜୀବାଣୁ ର ତରଙ୍ଗ ଆଶଙ୍କା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ପ୍ରମାଣିତ ହେଉଛି । ମଙ୍ଗଳବାର ଦିନ ପ୍ରକାଶିତ ଏକ ନୂତନ ପ୍ରୋଜେକ୍ଟ ଅନୁଯାୟୀ, କୋଭିଡ ସଂକ୍ରମଣ ହେତୁ ଜାନୁଆରୀ ୨୬ ପର୍ଯ୍ୟନ୍ତ…

କରାଚିର କେଉଁ ସ୍ଥାନରେ ଲୁଚିଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ? ଭଣଜା କହିଲା ଠିକଣା

ନୂଆଦିଲ୍ଲୀ: ୨୦୨୨ ସେପ୍ଟେମ୍ବରରେ ଏନଆଇଏ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରଙ୍କ ପୁଅ ଅଲିଶାହର ବୟାନ ରେକର୍ଡ କରିଥିଲା, ଯେଉଁଥିରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ଦାଉଦ ଇବ୍ରାହିମ୍ ଏବଂ ଡି କମ୍ପାନୀ ସହ ସମ୍ବନ୍ଧ…

୬ ଦଶକ ପରେ ପ୍ରଥମଥର ପାଇଁ କମିଲା ଚୀନର ଜନସଂଖ୍ୟା: ଖୋଦ୍ ଡ୍ରାଗନ୍ କଲା ଘୋଷଣା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚୀନର ଜନସଂଖ୍ୟା ୬ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଇବାରେ ଲାଗିଛି । ଚୀନ୍ ନିଜେ ଏହା ଘୋଷଣା କରିଛି । ବେଜିଂର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ,…

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ: ୨୭୧ ଜଣ ବିଧାୟକ ଓ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିଥିବା ବେଳେ ପାକିସ୍ତାନ ବିଭିନ୍ନ ଦେଶ ତଥା ଅନ୍ତର୍ଜାତୀୟ ସଂଗଠନରୁ ଋଣ ପାଇଁ…

ଜୁନ ପରେ ଭାରତରେ ଆସିପାରେ ମାନ୍ଦାବସ୍ଥା: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସ ପରେ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇପାରେ । ତେଣୁ ଏପରି ସ୍ଥିତିରେ ମାନ୍ଦାବସ୍ଥାର ପ୍ରଭାବ ଯେପରି ଭାରତୀୟଙ୍କ ଉପରେ ନ ପଡ଼ିବ ସେନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି ।…

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ, ୬ବର୍ଷର ଶିଶୁ ସମେତ ୬ ମୃତ

ନ୍ୟୁୟର୍କ: ଆମେରିକା କାଲିଫର୍ଣ୍ଣିଆରେ ପୁଣି ଥରେ ଏକ ହୃଦୟ ବିଦାରକ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୬ବର୍ଷ ଶିଶୁ ସମେତ ୬ଜଣଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ୨ଅଭିଯୁକ୍ତଙ୍କୁ ଧରିବା ନେଇ ପୋଲିସ…

ପାକିସ୍ତାନକୁ ବଡ଼ ଝଟକା: ଅବଦୁଲ ରେହମାନକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ: ଆତଙ୍କବାଦ କାର୍ଯ୍ୟକଳାପର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଲାଗିଛି ଏକ ବଡ଼ ଝଟକା । ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କୀକୁ ଗ୍ଲୋବାଲ ଆତଙ୍କୀ ଭାବେ ଘୋଷଣା କରିଛି…