fbpx
Browsing Category

ଦେଶ

ସାମ୍ନାକୁ ଆସିଲା ଅଯୋଧ୍ୟା ରାମଲାଲାଙ୍କ ଜୀବନ୍ତ ଅବତାର, ସୋସିଆଲ ମିଡିଆରେ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ:ପଶ୍ଚିମବଙ୍ଗର ଆସନସୋଲରେ ରହୁଥିବା ଏକ ଦମ୍ପତି ଏବେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଛନ୍ତି । ଏହି ଦମ୍ପତି ୯ ବର୍ଷର ଏକ ଶିଶୁକୁ ରାମଲାଲାଙ୍କ ଅବିକଳ ରୂପ ଦେଇଛନ୍ତି । ଏହି ଦମ୍ପତି ହେଉଛନ୍ତି…

କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ଏକଜୁଟ, ୩୧ରେ ବିରାଟ ଧରଣର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ଏକଜୁଟ ହୋଇଛନ୍ତି । ଏହା ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ଏବେ ଦିଲ୍ଲୀରେ ମେଗା ର‌୍ୟାଲିର ଘୋଷଣା କରିଛି । ଏଠାରେ ସୂଚାଇ…

ଆଗାମୀ ନିର୍ବାଚନରେ ସୁଚାରୁରୂପେ ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱ; ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ସୁବିଧାର ବ୍ୟବସ୍ଥା

ନୂଆଦିଲ୍ଲୀ : ମତଦାତାମାନେ କିଭଳି ସୁଚାରୁରୂପେ ମତଦାନ କରିବେ ସେଥିପାଇଁ ନିର୍ବାଚନ ଆୟୋଗ ସବୁବେଳେ ଗୁରୁତ୍ୱ ପ୍ରଦାନ କରିଛନ୍ତି । କୌଣସି ମତଦାତା ଯେପରି ଭୋଟ୍‍ଦାନରୁ ବଞ୍ଚିତ ନହେବେ ସେଥିପ୍ରତି ଆୟୋଗ ଲକ୍ଷ୍ୟ…

ଆସିଲା ବଡ଼ ଖୁସି ଖବର, ଚନ୍ଦ୍ରୟାନ -୩ ର ସଫଳ ଲ୍ୟାଣ୍ଡିଂର ସାତ ମାସ ପରେ ଆସିଲା ଏହି ଅପଡେଟ

ନୂଆଦିଲ୍ଲୀ: ଇସ୍ରୋ ଗତ ବର୍ଷ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଚନ୍ଦ୍ରୟାନ -୩ କୁ ସଫଳତାର ସହ ଲ୍ୟାଣ୍ଡିଂ କରି ଇତିହାସ ସୃଷ୍ଟି କରିଥିଲା । ଭାରତ ବିଶ୍ୱର ପ୍ରଥମ ଦେଶ ହେଲା, ଯେକି ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ…

ନୂଆ ରଙ୍ଗରେ ଉପଲବ୍ଧ ହେବ କେଟିଏମ୍ ୨୫୦ ଡ୍ୟୁକ୍; ଜାଣନ୍ତୁ କେଉଁ ଦିନ ହେବ ଲଞ୍ଚ

ନୂଆଦିଲ୍ଲୀ: କେଟିଏମ୍ ର କିଛି ସୂତ୍ରରୁ ପ୍ରକାଶ ଯେ ଆଗାମୀ ସପ୍ତାହରେ ୨୫୦ ଡ୍ୟୁକ୍ ଙ୍କୁ ଏକ ରଙ୍ଗ ସ୍କିମ୍ ଦିଆଯାଇପାରେ। ଏହି ନୂଆ ରଙ୍ଗ ଯୋଜନା ହେଉଛି ଆଟଲାଣ୍ଟିକ୍ ବ୍ଲୁ। ୨୦୨୦ ପର୍ଯ୍ୟନ୍ତ କେଟିଏମ୍ ମଡେଲ୍ ଗୁଡ଼ିକ…

ବିହାର ଲୋକସଭା ନିର୍ବାଚନ: ୧୬ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା JDU

ପାଟନା: ବିହାରରେ NDA ମେଣ୍ଟର ଅଂଶ ଥିବା JDU ଏହାର ସମସ୍ତ ୧୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସିୱାନ୍‌, ସୀତାମଢ଼ୀ, ଶିବହାର ଏବଂ କିଶନଗଞ୍ଜରେ ନୂତନ ଚେହେରାମାନଙ୍କୁ ସୁଯୋଗ ଦିଆଯାଇଛି । ଅଧିକାଂଶ…

(Video)ସୀମାରେ ଯବାନଙ୍କ ସହ ହୋଲି ଖେଳି ମିଠା ଖୁଆଇଲେ ପ୍ରତିରକ୍ଷା ମନ୍ତ୍ରୀ, ବଢାଇଲେ ବୀର ଯବାନଙ୍କ ମନୋବଳ

ନୂଆଦିଲ୍ଲୀ:ଏବେ ସାରା ଦେଶରେ ରଙ୍ଗର ପର୍ବ ହୋଲିର ମାହୋଲ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ଲେହରେ ବୀର ଯବାନଙ୍କ ସହ ହୋଲି ମନାଇବାକୁ…

ଫୋନ ଚାର୍ଜିଂଗ ସମୟରେ ଚାଲିଗଲା ଜୀବନ, ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ୪ ଶିଶୁ ମୃତ

ନୂଆଦିଲ୍ଲୀ: ମୋବାଇଲ୍ ଚାର୍ଜ କରାଯାଉଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଉତ୍ତର ପ୍ରଦେଶ ମେରଟର ପାଲ୍ଲାଭାପୁରମ୍ ଅଞ୍ଚଳରେ ଏକ ଘରେ ନିଆଁ ଲାଗିଯାଇ ଅଘଟଣ ଘଟିଛି। ଏଥିରେ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ​​ଏବଂ ସେମାନଙ୍କ…

Post Officeର ଧମାଲ ସେଭିଙ୍ଗ ସ୍କିମ, ୭.୪ ପ୍ରତିଶତ ହାରରେ ମିଳୁଛି ସୁଧ

ନୂଆଦିଲ୍ଲୀ: ଡାକ ବିଭାଗର ମାସିକ ଆୟ ଯୋଜନା (POMIS) ହେଉଛି ସର୍ବାଧିକ ରୋଜଗାର, କମ୍ ବିପଦ ଏବଂ ସୁନିଶ୍ଚିତ ରିଟର୍ଣ୍ଣ ସଞ୍ଚୟ ଯୋଜନା ଯାହା ବାର୍ଷିକ ୭.୪% ହାରରେ ସୁଧ ପ୍ରଦାନ କରିଥାଏ। ଏହି ଯୋଜନାରେ ନିବେଶକମାନେ…

ପୂର୍ବତନ ବାୟୁସେନା ମୁଖ୍ୟ ହେଲେ ବିଜେପିରେ ସାମିଲ, ବାୟୁସେନାରେ ୪୦ ବର୍ଷରୁ ଅଧିକ ସମୟ ରହିଛି ଯୋଗଦାନ

ନୂଆଦିଲ୍ଲୀ:ପୂର୍ବତନ ବାୟୁସେନା ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ବିନୋଦ ତାବଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ…