Browsing Category
ଦେଶ
“ତୋ ଝିଅକୁ ଏଠୁ ନେଇକି ଯିବି”, ଶଶୁର ଅଟକାଇବାରୁ ରାଗିଗଲା ଜ୍ୱାଇଁ, ପେଟ୍ରୋଲ ଢ଼ାଳି ଲଗାଇଦେଲା ନିଆଁ
ନୂଆଦିଲ୍ଲୀ: ଝିଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ। ରାଜଧାନୀ ଦିଲ୍ଲୀରେ ଘଟିଛି ଏହି ହତ୍ୟାକାଣ୍ଡ। ୬୦ ବର୍ଷର ବୃଦ୍ଧ ବାପା ତାଙ୍କ ଝିଅକୁ ତା ସ୍ୱାମୀର ନିର୍ଯାତନାରୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ଚାଲିଗଲା।…
ଅସହ୍ୟ ହେଲା ଯୌତୁକ ନିର୍ଯାତନ, ସାଥୀରେ ୩ ବର୍ଷର ଝିଅକୁ ଧରି ଦେହରେ ନିଆଁ ଲଗାଇଲେ ମହିଳା
ଯୋଧପୁର: ରାଜସ୍ଥାନ ଯୋଧପୁର ଡାଙ୍ଗିୟାବାସ ଅଞ୍ଚଳରେ ଛାତି ଧରାଇଦେବା ଭଳି ଘଟଣା ଘଟିଛି। ଜୀବନ୍ତ ଜଳିଗଲେ ମା’ ଝିଅ। ମା’ ନିଜ ସହ ସାଥୀରେ ୩ ବର୍ଷର ଝିଅକୁ ନେଇ କରିଛନ୍ତି ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ମା’ ଜଣେ…
ଶୌଚ ହେବାକୁ ଯାଇଥିଲା ପୂରା ପରିବାର, ଚଢ଼ିଗଲା THAR… ଘଟଣାସ୍ଥଳରେ ଆଖିବୁଜିଲେ ୨ କୁନି ଝିଅଙ୍କ ସମେତ ୪ ଜଣ
ପାଟନା: ପାଟନାର ବାଢ ଥାନା ଅଞ୍ଚଳର ଜାମୁନିଛକ ଗାଁରେ ଶୌଚ ହେବାକୁ ଯାଉଥିବା ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ…
ଶିଳ୍ପା ଶେଟ୍ଟୀଙ୍କ ଘରେ ହେବ ନାହିଁ ଗଣେଶ ପୂଜା, ଏହି କାରଣରୁ ଅଭିନେତ୍ରୀଙ୍କୁ ୨୨ ବର୍ଷର ପରମ୍ପରା ଭାଙ୍ଗିବାକୁ ପଡିଲା
ନୂଆଦିଲ୍ଲୀ: ଗଣପତି ଉତ୍ସବ ପାଇଁ ପ୍ରସିଦ୍ଧ ଶିଳ୍ପା ସେଟ୍ଟୀ ଚଳିତ ବର୍ଷ ଏହାକୁ ପାଳନ କରିବେ ନାହିଁ । ସେ ଏହା ପଛର କାରଣ ମଧ୍ୟ ବ୍ୟାଖ୍ୟା କରିଥିଲେ ଏବଂ ପରିବାର ୧୩ ଦିନ ପାଇଁ ଶୋକ ପାଳନ କରିବେ ଏବଂ ଧାର୍ମିକ…
ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ନାକରୁ ହଠାତ୍ ବାହାରିଲା ରକ୍ତ, ତାପରେ ଯାହା ହେଲା….
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହା ପରେ, ବିମାନ କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ବୃତ୍ତିଗତ ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି । ଅନ୍ୟ…
ବାଡିରେ ବହୁତ ମାରିଲେ, ପରେ ଫ୍ୟାନରେ ଝୁଲେଇ କବାଟ ଦେଇଦେଲେ, କୁନି ଝିଅ ମୁହଁରେ ମା’ ହତ୍ୟାର କଥା…
ଉତ୍ତରପ୍ରଦେଶ: କୁନି ଝିଅ ମୁହଁରେ ମା’ ହତ୍ୟାର କାହାଣୀ। ବାଡିରେ ପ୍ରଥମେ ମା’କୁ ବହୁତ ମାରିଲେ। ତାପରେ ଘରେ ଲାଗିଥିବା ଫ୍ୟାନରେ ମା’କୁ ଟାଙ୍ଗିଦେଲେ। ଆଉ ଏସବୁ ମୋ ବାପା ହିଁ କରିଛି।
ଉତ୍ତର ପ୍ରଦେଶର…
ୟେ କେମିତିକା ପ୍ରେମ…ଲର୍ଜରେ ଝଗଡା ପରେ ପ୍ରେମିକା ମୁହଁରେ ପୁରାଇଦେଲା ବାଣ, ଯନ୍ତ୍ରଣାଦାୟକ ମୃତ୍ୟୁ ଦେଲା ପ୍ରେମିକ
ନୂଆଦିଲ୍ଲୀ: କର୍ଣ୍ଣାଟକର ମାଇସୁର ଜିଲ୍ଲାରେ ଏକ ଯନ୍ତ୍ରଣାଦାୟକ ହତ୍ୟା ମାମଲା ସାମ୍ନାକୁ ଆସିଛି । ଭେରିଆ ଗାଁର ଏକ ଲଜ୍ରେ ପ୍ରେମିକ ମହିଳାଙ୍କୁ ହତ୍ୟା କରି ପଳାଇଯାଇଛି । ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ…
ଏତିକି ଦିନ ମିଳିବନି ମାଂସ-ମାଛ ଏବଂ ଅଣ୍ଡା, ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଆମିଷ ଦୋକାନ ବନ୍ଦ ରହିବ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ନିଷ୍ପତ୍ତି ନେଇଛି । ୨୮ ଅଗଷ୍ଟ ଏବଂ ୬ ସେପ୍ଟେମ୍ବରରେ ରାଜ୍ୟରେ ଅମିଷର ସମସ୍ତ ଦୋକାନ ବନ୍ଦ ରହିବ ।
ରାଜ୍ୟ ସରକାରଙ୍କ…
‘ଯେତେ ଅସୁବିଧା ଆସିଲେ ବି, ଆମେ ନିଜ ଶକ୍ତି ବଢାଇବୁ’, ଟ୍ରମ୍ପଙ୍କ ଟାରିଫକୁ ନେଇ ପିଏମ ମୋଦୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ଖୋଡାଲଧାମ ଗ୍ରାଉଣ୍ଡରେ 5,400 କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।
ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…
Playing Elevenରେ କାହାର ଜାଗା ଖାଇବେ ଶୁଭମନ? ଜଣେ ବାହାରିବା ସୁନିଶ୍ଚିତ
ନୂଆଦିଲ୍ଲୀ: ପାଖେଇ ଆସୁଛି ଏସିଆ କପ ୨୦୨୫ । ୯ ସେପ୍ଟେମ୍ବରରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ବିସିସିଆଇ ଏସିଆ କପ ପାଇଁ ଟିମ ଇଣ୍ଡିଆର ଘୋଷଣା କରିଛନ୍ତି । ଭାରତର ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।…