Browsing Category
ରାଜ୍ୟ
ଆଠଗଡ଼ରେ ‘ଆଦର୍ଶ କାରାଗାର’ ଉଦଘାଟିତ, ୫୦୦ ଅନ୍ତେବାସୀ ରହିପାରିବେ ସ୍ୱତନ୍ତ୍ର ଜେଲ୍ ରେ
କଟକ(ଓଡ଼ିଶା ଭାସ୍କର): ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଶୁକ୍ରବାର କଟକ ଆଠଗଡ଼ରେ ମଲ୍ଟି କନଭିକ୍ଟ ଜେଲ୍ ବା ଏକାଧିକ ସୁବିଧା ରହିଥିବା ସ୍ୱତନ୍ତ୍ର କାରାଗାର ଉଦ୍ଘାଟିତ ହୋଇଯାଇଛି ।…
୨ ଟିକା ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ: ICMR
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାରୁ ଆଜି ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି । ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ମିଳିଛି ଆଶ୍ୱସ୍ତିକର ଖବର । କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ…
ସାବଧାନ୍! କାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ୧୫ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏନେଇ ୧୫ଟି ଜିଲ୍ଲାକୁ ୟେଲୋ…
ଓଡ଼ିଶାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମି ନଥିବାବେଳେ ଏବେ ଡେଲଟା ପ୍ଲସ ଭାରିଆଣ୍ଟରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ର, ତାମିଲନାଡ଼ୁ ମଧ୍ୟପ୍ରଦେଶରେ ଏହି ଡେଲଟା…
ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ: ପାସ୍ ହାର ୯୭.୮୯
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କରୋନା ମହାମାରୀ କାରଣରୁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶିତ…
୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡ଼ିଶା: ପ୍ରତାପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ସୁଦ୍ଧା ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ…
‘ଆହାର’ ପାଇଁ ଅଡୁଆ ଖୁଚୁରା? ଖାଦ୍ୟ ବଦଳରେ ମିଳିଲା ମାଡ଼
ବାଲେଶ୍ୱର(ଓଡ଼ିଶା ଭାସ୍କର): ଆହାର ମିଳିଲାନି ବରଂ ମୁଠେ ଖାଇବାକୁ ଯାଇ ମିଳିଲା ମାଡ଼ । ଭୋକର ଦାଉରେ ପୁଣି ମାଡ଼ର ଯନ୍ତ୍ରଣା । ଆଉ ଏହାରି ପଛରେ ଥିବା କାରଣ ହେଉଛି ଖୁଚୁରା । ଅଭିଯୋଗ ଅନୁସାରେ ଆହାର କେନ୍ଦ୍ର ନେଉନି…
ଚିଙ୍ଗୁଡ଼ିଖୋଲରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ପାଳନ ହେଲା କୋଭିଡ୍ ନିୟମ
ବେଗୁନିଆପଡ଼ା(ଓଡ଼ିଶ। ଭାସ୍କର): ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବ ଓ ଭକ୍ତିର ରହିଛି ଅଦ୍ଭୂତ ସମ୍ପର୍କ । କେତେକ ବିଶେଷ ଦିନ ବା ପର୍ବ ଅବସରରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର ଆଶା ନେଇ ଅପେକ୍ଷାରତ…
ଭୁବନେଶ୍ୱର ୟୁନିଟ୍-୧ ହାଟ ସିଲ୍, ଜାଣନ୍ତୁ କେତେ ଦିନ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ହାଟକୁ ଆଜି ସିଲ୍ କରିଛି ବିଏମସି । ୟୁନିଟ-୧ ହାଟକୁ ବିଏମସି ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ କରିଥିବା ସୂଚନା ମିଳିଛି । କୋଭିଡ ନିୟମ ଉଲ୍ଲଂଘନ…
ପିଲାଙ୍କ ଦାୟିତ୍ୱ ନେବେ ଅଧ୍ୟାପକ, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ୟୁଜି/ପିଜି ପରୀକ୍ଷା ନେଇ ଆଜି ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏଥିପାଇଁ ସେ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି । ବୈଠକ ସରିବା…