fbpx
Browsing Category

ଅଲିମ୍ପିକ୍

ଅଲିମ୍ପିକ୍ସ ପଦାର୍ପଣ କରିବେ ସୁମିତ ନାଗଲ; ଓହରିଲେ ୟୁକି ଭାମ୍ବ୍ରି

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ସିଙ୍ଗଲ୍ସ ଖେଳାଳି ଭାବରେ ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ସୁମିତ ନାଗଲ ଆସନ୍ତା ଟୋକିଓ ୨୦୨୧ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହା ସହିତ ନାଟକୀୟ ଢଙ୍ଗରେ ଅଲିମ୍ପିକ୍ସ…

ଦୀପକ କାବ୍ରା ରଚିଲେ ଇତିହାସ, ପ୍ରଥମ ଭାରତୀୟ ଭାବେ ହେଲେ ଅଲିମ୍ପିକର ଜିମ୍ନାଷ୍ଟିକ୍ ଜଜ୍

ନୂଆଦିଲ୍ଲୀ: ଭାରତର ଜିମ୍ନାଷ୍ଟିକ୍ ବିଚାରପତି ଦୀପକ କାବ୍ରା ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ବିଚାରପତି ଭାବେ ଯୋଗଦେବେ । ଜିମ୍ନାଷ୍ଟିକ୍ସରେ ପ୍ରଥମ…

ଟୋକିଓ ଅଲିମ୍ପିକ୍ସ: ଖେଳାଳୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ଦୌଡ଼ରାଣୀ ଦୂତୀ ଚାନ୍ଦ ଥିଲେ ସାମିଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଆଥଲେଟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଖେଳାଳି ଦୂତୀ ଚାନ୍ଦ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ…

କ୍ରୀଡାପ୍ରେମୀଙ୍କୁ ଝଟକା: ବିନା ଦର୍ଶକରେ ଟୋକିଓ ୨୦୨୦

ଟୋକିଓ: କ୍ରୀଡାପ୍ରେମୀଙ୍କୁ ଝଟକା । ଜାପାନରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଦର୍ଶକଙ୍କୁ ମିଳିଲାନି ଅନୁମତି । ଜାପାନରେ କରୋନା ସଂକ୍ରମଣ ବଢୁଥିବାରୁ ଗୁରୁବାର ଏଭଳି ଏକ ନିଷ୍ପତ୍ତି ନେଇଛି ଅଲିମ୍ପିକ୍ସ କମିଟି ।…

ନବୀନଙ୍କ ବଡ ଘୋଷଣା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ୬ କୋଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୧୫ ଦିନ ବାକି ରହିଥିବା ବେଳେ ଓଡିଆ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଆମେରିକୀୟ ସ୍ପ୍ରିଣ୍ଟର୍ ଶା’କ୍ୟାରୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେନି; ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଆମେରିକୀୟ ଦ୍ରୁତ ଧାବିକା ଶା’କ୍ୟାରୀ ରିଚାର୍ଡସନ୍ ସମସ୍ତ ଯୋଗ୍ୟତା ଥାଇ ବି ଅଲିମ୍ପିକ୍ସରେ ନେଇପାରିବେନି ଭାଗ । ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟର୍ ନିଜ ପାଇଁ ନିଜେ ତିଆରି କରିଛନ୍ତି ସମସ୍ୟା । ନିଶା ସେବନ…

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଲାଗୁହେଲା ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଖେଳର ଏହି ମହାକୁମ୍ଭକୁ ଆଉ ମାତ୍ର ୧୬ ଦିନ ବାକିଥିବାବେଳେ ବୁଧବାର ଜାପାନ ସରକାର ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କୋଭିଡ-୧୯…

ପ୍ରମୋଦ ଭଗତଙ୍କୁ ଖେଳ ରତ୍ନ ଓ ଦୀପ୍ ଗ୍ରେସଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବା ଭାରତୀୟ ପାରା ସଟଲର୍ ବା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିସ୍ କରିଛନ୍ତି…

ଅଲିମ୍ପିକ୍ସରେ ଜାତୀୟ ପତାକା ଧରିବେ ମେରୀ ଓ ମନପ୍ରୀତ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସକୁ ୧୫ ଦିନ ବାକି ରହିଥିବା ବେଳେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ) ପକ୍ଷରୁ ବଡ ଘୋଷଣା କରାଯାଇଛି । ମେରୀ କମ୍ ଓ ମନପ୍ରୀତ୍ ସିଂ ଭାରତୀୟ ମାର୍ଚ୍ଚପୋଷ୍ଟର ନେତୃତ୍ୱ ନେବେ ବୋଲି ଆଇଓଏ…

ମାନା ପଟେଲ ରଚିଲେ ଇତିହାସ; ପ୍ରଥମ ମହିଳା ଭାବେ ସନ୍ତରଣରେ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଳୀ: ପ୍ରଥମ ମହିଳା ସନ୍ତରଣକାରୀ ଭାବରେ ଟୋକିଓ ଟିକେଟ ହାସଲ କରିଛନ୍ତି ମାନା ପଟେଲ । ୨୧ ବର୍ଷୀୟ ମାନା ପ୍ରଥମ ଭାରତୀୟ ମହିଳା ସନ୍ତରଣକାରୀ ଭାବରେ ଇତିହାସ ରଚିଥିବା ବେଳେ ଚଳିତ ଅଲିମ୍ପିକ୍ସରେ ତୃତୀୟ ଭାରତୀୟ…