fbpx
Browsing Category

ଅଲିମ୍ପିକ୍

ବିଶ୍ୱ ମାନ୍ୟତା ଆଧାରରେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକକୁ ନେଇ ଓଡ଼ିଶା ପାଇଁ ଆସିଛି ଖୁସି ଖବର ଆସିଛି । ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସ୍ପ୍ରିିଣ୍ଟର ଦୂତୀ ଚାନ୍ଦ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ ବର୍ଗରେ ଦୂତୀ ଯୋଗ୍ୟତା…

ଅଦିତି ଅଶୋକଙ୍କୁ ଟୋକିଓ ଟିକେଟ୍

ବେଙ୍ଗାଲୁରୁ: ମହିଳା ଗଲ୍ଫର ଅଦିତି ଅଶୋକଙ୍କୁ ମିଳିଛି ଟୋକିଓଚ ଟିକେଟ୍ । ଟୋକିଓ ଅଲିମ୍ପିକ୍ସକୁ ଏକ ମାସରୁ କମ୍ ସମୟ ବାକି ରହିଥିବା ବେଳେ ମଙ୍ଗଳବାର ୨୩ ବର୍ଷୀୟ ଅଦିତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ।…

ସାଜନଙ୍କ ପରେ ନଟରାଜ: ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ସ ଯାଏଁ ଜଣେବି ଭାରତୀୟ ସନ୍ତରଣକାରୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇନଥିବା ବେଳେ ଟୋକିଓ ୨୦୨୦ ପାଇଁ ଦୁଇ ଜଣ ସନ୍ତରଣକାରୀ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ।…

ରାହିଙ୍କୁ ଶୁଟିଂ ବିଶ୍ୱକପ ସ୍ୱର୍ଣ୍ଣ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଭାରତୀୟ ଶୁଟିଂ ଷ୍ଟାର ରାହି ସର୍ଣ୍ଣୋବତ ଚଳିତ ଶୁଟିଂ ବିଶ୍ୱକପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି । ଅଲିମ୍ପିକ୍ସ ପୂର୍ବରୁ ଏହା ଶେଷ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ଏହି…

ଆର୍ଚ୍ଚେରୀ ବିଶ୍ୱକପ୍: ସ୍ୱର୍ଣ୍ଣ ଜିତିଲେ ଅତନୁ-ଦୀପିକା

ନୂଆଦିଲ୍ଳୀ(ଓଡ଼ିଶା ଭାସ୍କର): ଆର୍ଚ୍ଚେରୀ ବିଶ୍ୱକପ୍ ଷ୍ଟେଜ୍-୩ରେ ମିକ୍ସଡ୍ ଟିମ୍ ସ୍ୱର୍ଣ୍ଣ ଜିତିଛନ୍ତି ଅତନୁ ଦାସ ଓ ଦୀପିକା କୁମାରୀ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ନେଦରଲାଣ୍ଡସର ସେଫ୍ ଭାନ୍ ଡେନବର୍ଗ ଓ…

ଖେଳରତ୍ନ ପୁରସ୍କାର ପାଇଁ ଗୋଲ କିପର୍ ପିଆର ଶ୍ରୀଜେଶଙ୍କ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସୁପାରିଶ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ପୁରୁଷ ହକି ଦଳର ଭେଟେରାନ ଗୋଲ ରକ୍ଷକ ପିଆର ଶ୍ରୀଜେଶ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସମ୍ମାନ ଜନକ ରାଜିବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ସୁପାରିଶ…

ସାଜନ ଦିଲ୍ ଜିଣିନେଲେ, ଭାରତ ପାଇଁ ସ୍ୱର୍ଣ୍ଣିମ ରେକର୍ଡ କରି ହାସଲ କଲେ #TokyoOlympic2020 ଟିକେଟ୍

ନୂଆଦିଲ୍ଲୀ: ସବୁରି ଦିଲ୍ ରେ ସାଜନ। ପ୍ରକାଶ କଲେ ନିଜର ଅନନ୍ୟ ଦକ୍ଷତା ଆଉ ପ୍ରଦର୍ଶନ କଲେ ରେକର୍ଡ ସୃଷ୍ଟିକାରୀ ସନ୍ତରଣ। ଦେଶକୁ ଗୌରବର ଗାଥା ଦେଇ ସେ ଯିବେ ଟୋକିଓ ଅଲିମ୍ପିକ୍ସ। ସେ ହେଉଛନ୍ତି କେରଳର ସାଜନ ପ୍ରକାଶ।…

୨୦ ସେକେଣ୍ଡ ପାଇଁ ଟୋକିଓ ଟିକେଟ ହରାଇଲେ ଫାରା

ଲଣ୍ଡନ (ଓଡ଼ିଶା ଭାସ୍କର): ୪ ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦୂରଗାମୀ ଧାବକ ମୋ ଫାରା ଅଲିମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଶୁକ୍ରବାର ମାଞ୍ଚେଷ୍ଟରରେ ଅନୁଷ୍ଠିତ ୧୦ ହଜାର ମିଟର ଦୌଡ଼ରେ ଫାରା…

ଟୋକିଓ ଅଲିମ୍ପିକ୍ସରେ ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଜାପାନରେ ଉଗାଣ୍ଡା ଆଥଲେଟ୍‌ ଡେଲ୍ଟା ଭାରିଏଣ୍ଟ ଭୂତାଣୁ ଦ୍ୱାରା…

ଟୋକିଓ (ଓଡ଼ିଶା ଭାସ୍କର) : ଆଗୁଆ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ଗତ ସପ୍ତାହରେ ଜାପାନ ଆସିଥିବା ଉଗାଣ୍ଡା ଆଥଲେଟ୍‌ ଡେଲ୍ଟା ଭାରିଏଣ୍ଟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ତେଣୁ ଟୋକିଓ…

ପ୍ରଥମ ମହିଳା ଜୁଡୋକା ଭାବରେ ସୁଶୀଳାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଳୀ(ଓଡ଼ିଶା ଭାସ୍କର) : ପ୍ରଥମ ଭାରତୀୟ ମହିଳା ଜୁଡୋକା ଭାବରେ ସୁଶୀଳା ଦେବୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଶୁକ୍ରବାର ଆନ୍ତର୍ଜାତୀୟ ଜୁଡୋ ଫେଡେରେସନ୍ ପକ୍ଷରୁ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇବା…